OR/701106b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:29, 17 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ତୁମେ ଲୋକମାନଙ୍କୁ କୃଷ୍ଣ ଭାବନାମୃତ କରାଇ ପାରିବ, ତେବେ ସବୁକିଛି ସ୍ୱୟଂଚାଳିତ ହେବ। କାରଣ ଗଣତନ୍ତ୍ର ସେଠାରେ ଅଛି। ତେଣୁ ଯଦି ସେମାନେ ଜଣେ କୃଷ୍ଣ ଭାବନାମୃତ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ହେବାକୁ ଭୋଟ୍ ଦିଅନ୍ତି, ତେବେ ସବୁକିଛି ବଞ୍ଚି ଯିବ । ତେଣୁ ଏହାର ଅର୍ଥ ଆପଣଙ୍କୁ କରିବାକୁ ପଡିବ ଭୋଟର ସୃଷ୍ଟି, କୃଷ୍ଣ ଭାବନାମୃତ । ତା’ହେଲେ ସବୁକିଛି ଠିକ୍ ହେବ। ଏହା ତୁମର ଅନ୍ୟତମ ଉଦ୍ଦେଶ୍ୟ, କୃଷ୍ଣ ଭାବନାମୃତ ଆନ୍ଦୋଳନର ହେବା ଉଚିତ୍। ସରକାର ତଥାପି ଜନସାଧାରଣଙ୍କ ଅଧୀନରେ ଅଛନ୍ତି। ଏହା ଏକ ସତ୍ୟ। ଯଦି ଜନସାଧାରଣ କୃଷ୍ଣ ଭାବନାମୃତ ହୁଅନ୍ତି, ସ୍ୱାଭାବିକ ଭାବରେ ସରକାର କୃଷ୍ଣ ଭାବନାମୃତ ହେବେ। କିନ୍ତୁ ଏହା ଜନସାଧାରଣଙ୍କ ଉପରେ ନିର୍ଭର କରେ। କିନ୍ତୁ ସେମାନେ ହେବାକୁ ଚାହାଁନ୍ତି ନାହିଁ। "
701106 - ବାର୍ତ୍ତାଳାପ - ମୁମ୍ବାଇ