OR/701215b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଇନ୍ଦୋର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:31, 21 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେତେ ଦିନ ପର୍ଯ୍ୟନ୍ତ ଆମେ ଗୁରୁ ହେବାକୁ ଚିନ୍ତା କରୁ, ତାହା ହେଉଛି ଭୌତିକବାଦୀ। ଯଦି ଜଣେ ଭାବନ୍ତି, "ଓଃ, ମୁଁ ଆଧ୍ୟାତ୍ମିକ ଗୁରୁ ହୋଇପାରିଛି ଏବଂ ମୋର ଅନେକ ଶିଷ୍ୟ ଅଛନ୍ତି, ସେମାନେ ମୋର ସେବକ ଅଟନ୍ତି", ଏବଂ ଏହା ମଧ୍ୟ ଭୌତିକ ଅଟେ। ତେଣୁ ଆମର ବୈଷ୍ଣବଙ୍କ ଅନୁଯାୟୀ, ସମ୍ବୋଧନ ହେଉଛି ପ୍ରଭୁ । ଏପରିକି ଜଣେ ଆଧ୍ୟାତ୍ମିକ ଗୁରୁ ମଧ୍ୟ ଶିଷ୍ୟଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରନ୍ତି। ଗୁରୁ ହେବାର ଏହି ମାନସିକତା ଭୌତିକ ଅଟେ। "
701215 - ବାର୍ତ୍ତାଳାପ - ଇନ୍ଦୋର