OR/701217 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ସୁରତ]]
[[Category:OR/ଅମୃତ ବାଣୀ - ସୁରତ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/701216 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|701216|OR/701219 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|701219}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/701217SB-SURAT_ND_01.mp3</mp3player>|"ତେଣୁ ଏହି ଆନ୍ଦୋଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ। ସମସ୍ତେ ଏହାକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଅଧ୍ୟୟନ କରିବା ଏବଂ କାର୍ଯ୍ୟକାରୀ କରିବା ଉଚିତ୍। ଭୌତିକ ଅସ୍ତିତ୍ୱର ଭ୍ରମାତ୍ମକ ଚିନ୍ତାଧାରା ଦ୍ୱାରା ଭାସି ଯାଅ ନାହିଁ। ସର୍ଵୋପାଧି-ବିନିର୍ମୁକ୍ତମ୍ ([[vanisource:CC Madhya 19.170 |ଚ.ଚ. ମଧ୍ୟ ୧୯.୧୭୦]])। ଏହା ଅତ୍ୟନ୍ତ ସହଜ। ଯଦି ଆପଣ ଏହି ହରେ କୃଷ୍ଣ ମନ୍ତ୍ର ଜପ କରନ୍ତି, ତେବେ ଚୈତନ୍ୟ ମହାପ୍ରଭୂ କହିଛନ୍ତି, ଚେତୋ-ଦର୍ପଣ-ମାର୍ଜନମ୍ ([[vanisource:CC Antya 20.12 | ଚ.ଚ. ଅନ୍ତ୍ୟ ୨୦.୧୨]]) - ତୁରନ୍ତ ତୁମର ହୃଦୟରେ ଥିବା ସମସ୍ତ ଭୁଲ ଧାରଣା ସଫା ହୋଇଯିବ । ଏହା ଏକ ଭୁଲ ଧାରଣା: "ମୁଁ ଏହି ଶରୀର ଅଟେ" । "ମୁଁ ଆମେରିକୀୟ," "ମୁଁ ଭାରତୀୟ," "ମୁଁ ବ୍ରାହ୍ମଣ," ମୁଁ ଗୁଜୁରାଟୀ, "ମୁଁ ବଙ୍ଗାଳୀ" । ଏସବୁ ଭୁଲ ଧାରଣା। ତୁମେ ଭଗବାନଙ୍କ ଅଂଶ ବିଶେଷ, କୃଷ୍ଣଙ୍କର। ତାହା ହେଉଛି ତୁମର ପରିଚୟ। "|Vanisource:701217 - Lecture SB 06.01.32-33 - Surat|701217 - ପ୍ରବଚନ SB 06.01.32-33 - ସୁରତ}}

Latest revision as of 05:31, 21 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଆନ୍ଦୋଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ। ସମସ୍ତେ ଏହାକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଅଧ୍ୟୟନ କରିବା ଏବଂ କାର୍ଯ୍ୟକାରୀ କରିବା ଉଚିତ୍। ଭୌତିକ ଅସ୍ତିତ୍ୱର ଭ୍ରମାତ୍ମକ ଚିନ୍ତାଧାରା ଦ୍ୱାରା ଭାସି ଯାଅ ନାହିଁ। ସର୍ଵୋପାଧି-ବିନିର୍ମୁକ୍ତମ୍ (ଚ.ଚ. ମଧ୍ୟ ୧୯.୧୭୦)। ଏହା ଅତ୍ୟନ୍ତ ସହଜ। ଯଦି ଆପଣ ଏହି ହରେ କୃଷ୍ଣ ମନ୍ତ୍ର ଜପ କରନ୍ତି, ତେବେ ଚୈତନ୍ୟ ମହାପ୍ରଭୂ କହିଛନ୍ତି, ଚେତୋ-ଦର୍ପଣ-ମାର୍ଜନମ୍ ( ଚ.ଚ. ଅନ୍ତ୍ୟ ୨୦.୧୨) - ତୁରନ୍ତ ତୁମର ହୃଦୟରେ ଥିବା ସମସ୍ତ ଭୁଲ ଧାରଣା ସଫା ହୋଇଯିବ । ଏହା ଏକ ଭୁଲ ଧାରଣା: "ମୁଁ ଏହି ଶରୀର ଅଟେ" । "ମୁଁ ଆମେରିକୀୟ," "ମୁଁ ଭାରତୀୟ," "ମୁଁ ବ୍ରାହ୍ମଣ," ମୁଁ ଗୁଜୁରାଟୀ, "ମୁଁ ବଙ୍ଗାଳୀ" । ଏସବୁ ଭୁଲ ଧାରଣା। ତୁମେ ଭଗବାନଙ୍କ ଅଂଶ ବିଶେଷ, କୃଷ୍ଣଙ୍କର। ତାହା ହେଉଛି ତୁମର ପରିଚୟ। "
701217 - ପ୍ରବଚନ SB 06.01.32-33 - ସୁରତ