OR/701224 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:34, 21 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ କୃଷ୍ଣ ଭାବନାମୃତ ଆନ୍ଦୋଳନର ଅର୍ଥ ହେଉଛି କୃଷ୍ଣଙ୍କୁ ବୁଝିବା, କୃଷ୍ଣଙ୍କ ସହ ନିଜର ସ୍ଥିତିକୁ ବୁଝିବା ଏବଂ ସେହି ଅନୁଯାୟୀ କାର୍ଯ୍ୟ କରିବା ଏବଂ ତା’ପରେ ଜୀବନର ସର୍ବୋଚ୍ଚ ସିଦ୍ଧତା ହାସଲ କରିବା। ତାହା ହେଉଛି ପ୍ରୟୋଜନ। ସଂସ୍କୃତ ଭାଷାରେ ଏହାକୁ ସମ୍ୱନ୍ଧ, ଅଭିଧେୟ ଏବଂ ପ୍ରୟୋଜନ କୁହାଯାଏ। ଆମେ ସର୍ବପ୍ରଥମେ ଜାଣିବା ଉଚିତ୍ କୃଷ୍ଣ, କିମ୍ବା ଭଗବାନଙ୍କ ସହ ଆମର ସମ୍ପର୍କ କ’ଣ; ତା’ପରେ ଅଭିଧେୟ - ତା’ପରେ ସେହି ସମ୍ପର୍କ ଅନୁଯାୟୀ ଆମକୁ କାର୍ଯ୍ୟ କରିବାକୁ ପଡିବ । ଏବଂ ଯଦି ଆମେ ସଠିକ୍ ଭାବରେ କାର୍ଯ୍ୟ କରିବା, ତେବେ ଜୀବନର ମୂଳ ଲକ୍ଷ୍ୟ ହାସଲ ହେବ । ଜୀବନର ସେହି ମୂଳ ଲକ୍ଷ୍ୟ କ’ଣ? ଜୀବନର ମୂଳ ଲକ୍ଷ୍ୟ ହେଉଛି ଘରକୁ ଯିବା, ଘରକୁ ଫେରିବା, ଭଗବାନଙ୍କ ପାଖକୁ ଫେରିବା। "
701224 - ପ୍ରବଚନ at MPV Collage - ସୁରତ