OR/701227 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:21, 25 May 2021 by Vanibot (talk | contribs) (Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଉପଭୋଗ କରୁଛୁ। ଏହି ଭୌତିକ କାର୍ଯ୍ୟକଳାପ କ’ଣ? ସେମାନେ ଉପଭୋଗ କରୁଛନ୍ତି। ଏହି ସାମଗ୍ରୀ, ଏହି ଘର, "ମୋର ବହୁତ ସୁନ୍ଦର ଘର, ଆକାଶ ଛୁଆଁ ଘର ଅଛି" । ତେଣୁ ମୁଁ ଉପଭୋଗକାରୀ। କିନ୍ତୁ ମୁଁ ବାଛିଛି ଏହି ସମସ୍ତ ଲୁହା, କାଠ, ମାଟି, ଇଟା, ଏବଂ ଏହି ପାଞ୍ଚଟି ସାମଗ୍ରୀ ଅଛି; ମୁଁ ମାଟିକୁ ନେଇ ପାଣିରେ ମିଶାଏ, ମୁଁ ଏହାକୁ ଅଗ୍ନିରେ ଶୁଖାଇ ଦିଏ, ତେଣୁ ଇଟା ତିଆରି ହୁଏ । ସେହିପରି ଭାବରେ ସିମେଣ୍ଟ ତିଆରି ହୁଏ । ତା’ପରେ ଆମେ ଏକାଠି କରି ଏକ ସୁନ୍ଦର ଘର ତିଆରି କରୁ, ଏବଂ ମୁଁ ଭାବୁଛି, "ମୁଁ ଉପଭୋଗ କରୁଛି । ମୁଁ ଉପଭୋଗ କରୁଛି" । ମୁଁ ଉପଭୋଗ କରୁନାହିଁ; ମୁଁ ମୋର ଶକ୍ତି ନଷ୍ଟ କରୁଛି, ତାହା କେବଳ। ଉପାଦାନଗୁଡିକ ପ୍ରକୃତି ଦ୍ୱାରା ଯୋଗାଇ ଦିଆଯାଇଛି, ପ୍ରକୃତେଃ କ୍ରିୟମାଣାନି । ପ୍ରକୃତି, ଗୋଟିଏ ଅର୍ଥରେ ପ୍ରକୃତି ଆପଣଙ୍କୁ ସାହାଯ୍ୟ କରେ, ଏବଂ ଆପଣ ଭାବୁଛନ୍ତି, କିମ୍ବା ମୁଁ ଭାବୁଛି, ମୁଁ ଉପଭୋଗକାରୀ ।"
701227 - ପ୍ରବଚନ - ସୁରତ