OR/701231 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ସୁରତ]]
[[Category:OR/ଅମୃତ ବାଣୀ - ସୁରତ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/701227 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|701227|OR/710103 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710103}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/701231SB-SURAT_ND_01.mp3</mp3player>|"ଠିକ୍ ଯେପରି ଏଠାରେ ମଧ୍ୟ କୁହାଯାଇଛି ଯେ ମୁଁ ଜଣେ ଋଣୀ, ଏବଂ ଯଦି ମୁଁ ଦେୟ ନ ଦେବି, ତେବେ ମୋତେ ଗିରଫ କରାଯିବ କିମ୍ବା ଆଇନ ଅନୁଯାୟୀ ମୋତେ ଦଣ୍ଡିତ କରାଯିବ। ଏବଂ ସେଠାରେ କୁହାଯାଇଛି ଯେ ସ ତତ-ଫଲଂ ଭୁଂକ୍ତେ, ଯେପରି ତୁମେ ଠକୁଛ, ତୁମେ ସେପରି ଏହି ଜୀବନରେ ଯନ୍ତ୍ରଣା ଭୋଗୁଛ, ସେହିପରି, ତଥା ତାବତ ଅମୃତ ବୈ, ସେହିପରି ଭାବରେ ପରବର୍ତ୍ତୀ ଜୀବନରେ ମଧ୍ୟ ଯନ୍ତ୍ରଣା ଭୋଗିବାକୁ ପଡିବ । କାରଣ ଜୀବନ ନିରନ୍ତର ଅଟେ, ଏବଂ ଆମେ ଆମ ଶରୀରକୁ ପରିବର୍ତ୍ତନ କରୁଛୁ, ତଥା ଦେହାନ୍ତରପ୍ରାପ୍ତି ([[Vanisource:BG 2.13 (1972)|ଭ.ଗୀ.୨.୧୩]]) । ଏହି ଜିନିଷଗୁଡ଼ିକ କଥାକଥିତ ଶିକ୍ଷିତ ବ୍ୟକ୍ତିଙ୍କ ମଧ୍ୟରେ ଆଲୋଚନା କରାଯାଏ ନାହିଁ, ଜୀବନ ନିରନ୍ତର; ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ଶରୀର ପରିବର୍ତ୍ତନ କରୁଛୁ; ତେଣୁ ଆମକୁ ଏହି ଶରୀରକୁ ପରିବର୍ତ୍ତନ କରିବାକୁ ପଡିବ ଏବଂ ଅନ୍ୟ ଶରୀରକୁ ଗ୍ରହଣ କରିବାକୁ ପଡିବ ଏବଂ ଅନ୍ୟ ଜଣକୁ ଅନ୍ୟ ଶରୀରକୁ ଗ୍ରହଣ କରିବାକୁ ପଡିବ । ଧରାଯାଉ ମୁଁ ଏହି କୋଠରୀରେ ବସିଛି, ଯଦି ମୁଁ ଏହି କୋଠରୀକୁ ପରିବର୍ତ୍ତନ କରି ମୁଁ ଅନ୍ୟ କୋଠରୀକୁ ଯାଏ, ଏହାର ଅର୍ଥ ନୁହେଁ ଯେ ମୁଁ ମୋର ସମସ୍ତ ଦାୟିତ୍ଵରୁ ମୁକ୍ତ ହୋଇସାରିଛି। "|Vanisource:701231- Lecture SB 06.01.45-50 - Surat|701231- Lecture SB 06.01.45-50 -  - ସୁରତ}}

Latest revision as of 05:22, 25 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଠିକ୍ ଯେପରି ଏଠାରେ ମଧ୍ୟ କୁହାଯାଇଛି ଯେ ମୁଁ ଜଣେ ଋଣୀ, ଏବଂ ଯଦି ମୁଁ ଦେୟ ନ ଦେବି, ତେବେ ମୋତେ ଗିରଫ କରାଯିବ କିମ୍ବା ଆଇନ ଅନୁଯାୟୀ ମୋତେ ଦଣ୍ଡିତ କରାଯିବ। ଏବଂ ସେଠାରେ କୁହାଯାଇଛି ଯେ ସ ତତ-ଫଲଂ ଭୁଂକ୍ତେ, ଯେପରି ତୁମେ ଠକୁଛ, ତୁମେ ସେପରି ଏହି ଜୀବନରେ ଯନ୍ତ୍ରଣା ଭୋଗୁଛ, ସେହିପରି, ତଥା ତାବତ ଅମୃତ ବୈ, ସେହିପରି ଭାବରେ ପରବର୍ତ୍ତୀ ଜୀବନରେ ମଧ୍ୟ ଯନ୍ତ୍ରଣା ଭୋଗିବାକୁ ପଡିବ । କାରଣ ଜୀବନ ନିରନ୍ତର ଅଟେ, ଏବଂ ଆମେ ଆମ ଶରୀରକୁ ପରିବର୍ତ୍ତନ କରୁଛୁ, ତଥା ଦେହାନ୍ତରପ୍ରାପ୍ତି (ଭ.ଗୀ.୨.୧୩) । ଏହି ଜିନିଷଗୁଡ଼ିକ କଥାକଥିତ ଶିକ୍ଷିତ ବ୍ୟକ୍ତିଙ୍କ ମଧ୍ୟରେ ଆଲୋଚନା କରାଯାଏ ନାହିଁ, ଜୀବନ ନିରନ୍ତର; ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ଶରୀର ପରିବର୍ତ୍ତନ କରୁଛୁ; ତେଣୁ ଆମକୁ ଏହି ଶରୀରକୁ ପରିବର୍ତ୍ତନ କରିବାକୁ ପଡିବ ଏବଂ ଅନ୍ୟ ଶରୀରକୁ ଗ୍ରହଣ କରିବାକୁ ପଡିବ ଏବଂ ଅନ୍ୟ ଜଣକୁ ଅନ୍ୟ ଶରୀରକୁ ଗ୍ରହଣ କରିବାକୁ ପଡିବ । ଧରାଯାଉ ମୁଁ ଏହି କୋଠରୀରେ ବସିଛି, ଯଦି ମୁଁ ଏହି କୋଠରୀକୁ ପରିବର୍ତ୍ତନ କରି ମୁଁ ଅନ୍ୟ କୋଠରୀକୁ ଯାଏ, ଏହାର ଅର୍ଥ ନୁହେଁ ଯେ ମୁଁ ମୋର ସମସ୍ତ ଦାୟିତ୍ଵରୁ ମୁକ୍ତ ହୋଇସାରିଛି। "
701231- Lecture SB 06.01.45-50 - - ସୁରତ