OR/710103 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ସୁରତ]]
[[Category:OR/ଅମୃତ ବାଣୀ - ସୁରତ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/701231 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|701231|OR/710105 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710105}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710103SB-SURAT_ND_01.mp3</mp3player>|"ଚାରି ପ୍ରକାରର ଲୋକ ବିଷ୍ଣୁଙ୍କୁ ପୂଜା କରିବାକୁ ଯାଆନ୍ତି: ଆର୍ତ୍ତ, ଯେଉଁମାନେ ଦୁଃଖୀ; ଅର୍ଥାଥି, ଯେଉଁମାନେ ଅର୍ଥ କିମ୍ବା ଭୌତିକ ଲାଭର ଆବଶ୍ୟକତା କରନ୍ତି; ଜିଜ୍ଞାସୁ, ଯେଉଁମାନେ ଅନୁସନ୍ଧାନକାରୀ; ଏବଂ ଜ୍ଞାନୀ  - ଏହି ଚାରି ପ୍ରକାର । ଏଥି ମଧ୍ୟରୁ ଜିଜ୍ଞାସୁଏବଂ ଜ୍ଞାନୀ,  ଆର୍ତ୍ତ ଏବଂ ଅର୍ଥାଥି ଠାରୁ ଭଲ, ଦୁଃଖୀ ଏବଂ ଅର୍ଥର ଆବଶ୍ୟକତା । ତେଣୁ ଜ୍ଞାନୀ ଏବଂ ଜିଜ୍ଞାସୁ, ସେମାନେ ମଧ୍ୟ ଶୁଦ୍ଧ ଭକ୍ତି ସେବାରେ ନାହାଁନ୍ତି, କାରଣ ଶୁଦ୍ଧ ଭକ୍ତି ସେବା ଜ୍ଞାନ ଠାରୁ ଉପରେ  । ଜ୍ଞାନ-କର୍ମାଦି-ଅନାବୃତମ  ([[Vanisource:CC Madhya 19.167|ଚ.ଚ. ମଧ୍ୟ ୧୯.୧୬୭]]) । ଠିକ୍ ସେହିପରି ଗୋପୀଙ୍କ ପରି, ସେମାନେ ଜ୍ଞାନ ଦ୍ୱାରା କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କଲେ ନାହିଁ, କୃଷ୍ଣ ଭଗବାନ୍ କି ନୁହେଁ  । ନା। ସେମାନେ କେବଳ ସ୍ୱୟଂଚାଳିତ ଭାବରେ ବିକଶିତ ହେଲେ - ସ୍ୱୟଂଚାଳିତ ନୁହେଁ; ସେମାନଙ୍କର ପୂର୍ବ ଭଲ କାର୍ଯ୍ୟକଳାପ ଦ୍ୱାରା - କୃଷ୍ଣଙ୍କ ପ୍ରତି ତୀବ୍ର ପ୍ରେମ । ସେ କଦାପି କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କଲେ ନାହିଁ, ସେ ଭଗବାନ ଅଟନ୍ତି କି ନାହିଁ । ଯେତେବେଳେ ଉଦ୍ଧବ ସେମାନଙ୍କୁ ଜ୍ଞାନ ଦେବାକୁ ଚେଷ୍ଟା କଲେ ସେତେବେଳେ ସେମାନେ ଏହାକୁ ଅତି ଧ୍ୟାନର ସହ ଶୁଣିନଥିଲେ। ସେମାନେ କେବଳ କୃଷ୍ଣଙ୍କ ଭାବନାରେ ତଲ୍ଲୀନ ହୋଇଥିଲେ। ଏହା ହେଉଛି କୃଷ୍ଣ ଭାବନାମୃତର ସିଦ୍ଧତା। "|Vanisource:710103 - Lecture SB 06.01.56-62 - Surat|710103 - ପ୍ରବଚନ SB 06.01.56-62 - ସୁରତ}}

Latest revision as of 05:22, 25 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଚାରି ପ୍ରକାରର ଲୋକ ବିଷ୍ଣୁଙ୍କୁ ପୂଜା କରିବାକୁ ଯାଆନ୍ତି: ଆର୍ତ୍ତ, ଯେଉଁମାନେ ଦୁଃଖୀ; ଅର୍ଥାଥି, ଯେଉଁମାନେ ଅର୍ଥ କିମ୍ବା ଭୌତିକ ଲାଭର ଆବଶ୍ୟକତା କରନ୍ତି; ଜିଜ୍ଞାସୁ, ଯେଉଁମାନେ ଅନୁସନ୍ଧାନକାରୀ; ଏବଂ ଜ୍ଞାନୀ - ଏହି ଚାରି ପ୍ରକାର । ଏଥି ମଧ୍ୟରୁ ଜିଜ୍ଞାସୁଏବଂ ଜ୍ଞାନୀ, ଆର୍ତ୍ତ ଏବଂ ଅର୍ଥାଥି ଠାରୁ ଭଲ, ଦୁଃଖୀ ଏବଂ ଅର୍ଥର ଆବଶ୍ୟକତା । ତେଣୁ ଜ୍ଞାନୀ ଏବଂ ଜିଜ୍ଞାସୁ, ସେମାନେ ମଧ୍ୟ ଶୁଦ୍ଧ ଭକ୍ତି ସେବାରେ ନାହାଁନ୍ତି, କାରଣ ଶୁଦ୍ଧ ଭକ୍ତି ସେବା ଜ୍ଞାନ ଠାରୁ ଉପରେ । ଜ୍ଞାନ-କର୍ମାଦି-ଅନାବୃତମ (ଚ.ଚ. ମଧ୍ୟ ୧୯.୧୬୭) । ଠିକ୍ ସେହିପରି ଗୋପୀଙ୍କ ପରି, ସେମାନେ ଜ୍ଞାନ ଦ୍ୱାରା କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କଲେ ନାହିଁ, କୃଷ୍ଣ ଭଗବାନ୍ କି ନୁହେଁ । ନା। ସେମାନେ କେବଳ ସ୍ୱୟଂଚାଳିତ ଭାବରେ ବିକଶିତ ହେଲେ - ସ୍ୱୟଂଚାଳିତ ନୁହେଁ; ସେମାନଙ୍କର ପୂର୍ବ ଭଲ କାର୍ଯ୍ୟକଳାପ ଦ୍ୱାରା - କୃଷ୍ଣଙ୍କ ପ୍ରତି ତୀବ୍ର ପ୍ରେମ । ସେ କଦାପି କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କଲେ ନାହିଁ, ସେ ଭଗବାନ ଅଟନ୍ତି କି ନାହିଁ । ଯେତେବେଳେ ଉଦ୍ଧବ ସେମାନଙ୍କୁ ଜ୍ଞାନ ଦେବାକୁ ଚେଷ୍ଟା କଲେ ସେତେବେଳେ ସେମାନେ ଏହାକୁ ଅତି ଧ୍ୟାନର ସହ ଶୁଣିନଥିଲେ। ସେମାନେ କେବଳ କୃଷ୍ଣଙ୍କ ଭାବନାରେ ତଲ୍ଲୀନ ହୋଇଥିଲେ। ଏହା ହେଉଛି କୃଷ୍ଣ ଭାବନାମୃତର ସିଦ୍ଧତା। "
710103 - ପ୍ରବଚନ SB 06.01.56-62 - ସୁରତ