OR/710110 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲିକତା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - କଲିକତା]]
[[Category:OR/ଅମୃତ ବାଣୀ - କଲିକତା]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710105b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710105b|OR/710110b ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲିକତା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710110b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710110SB-CALCUTTA_ND_01.mp3</mp3player>|"ଭୌତିକ ଅସ୍ତିତ୍ୱର ଅର୍ଥ କାମପୂର୍ଣ୍ଣ ଜୀବନ। କୃଷ୍ଣ-ଭୁଲିଆ ଜୀବ ଭୋଗା ବାଞ୍ଛା କରେ (ପ୍ରେମା-ବିବର୍ତ)। ଭୌତିକ ଜୀବନ ଅର୍ଥ କେବଳ ଉପଭୋଗ କରିବାକୁ ଇଚ୍ଛା କରିବା । ଅବଶ୍ୟ, କୌଣସି ସୁଖ  ନାହିଁ । ତାହା ହେଉଛି ... ତେଣୁ ଯଦି ଜଣେ ରାସ-ଲୀଳା ଶୁଣେ । ପ୍ରାଧିକୃତ ଉତ୍ସରୁ, ଫଳାଫଳ ଏହା ହେବ ଯେ ସେ କୃଷ୍ଣଙ୍କୁ ସ୍ନେହପୂର୍ଣ୍ଣ ସେବାର ଦିବ୍ୟ ସ୍ଥରକୁ ପଦୋନ୍ନତି ପାଇବେ ଏବଂ ଭୌତିକ  ରୋଗ, ଭୋଗ ଇଚ୍ଛା ଦୂର ହେବ। କିନ୍ତୁ ସେମାନେ ପ୍ରାଧିକୃତ ଉତ୍ସରୁ ଶୁଣନ୍ତି ନାହିଁ; କିଛି ବୃତ୍ତିଗତ ପାଠକଙ୍କ ଠାରୁ ସେମାନେ ଶୁଣନ୍ତି; ତେଣୁ ସେମାନେ ଭୌତିକ କାମ ବାସନାର  ଅସ୍ତିତ୍ ରେ ରୁହନ୍ତି, ଏବଂ ବେଳେବେଳେ ସେମାନେ ସହଜିଆ ହୋଇଥା'ନ୍ତି । ଯେତେବେଳେ କୃଷ୍ଣଙ୍କର ଏତେ ସଂଖ୍ୟକ ମହିଳାଙ୍କ ସହ ସମ୍ପର୍କ ଥାଏ ... ଆପଣ ଜାଣନ୍ତି ଯେ ବୃନ୍ଦାବନରେ ଯୁଗଳ-ଭଜନ - ଜଣେ କୃଷ୍ଣ ଏବଂ ଅନ୍ୟ ଜଣେ ରାଧା ହୋଇଥାଏ  । ତାହା ସେମାନଙ୍କର ସିଦ୍ଧାନ୍ତ । ଏବଂ ଏପରି ଅନେକ ଚାଲିଛି। "|Vanisource:710110 - Lecture SB 06.02.05-8 - Calcutta|710110 - ପ୍ରବଚନ SB 06.02.05-8 - କଲିକତା}}

Latest revision as of 05:15, 29 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭୌତିକ ଅସ୍ତିତ୍ୱର ଅର୍ଥ କାମପୂର୍ଣ୍ଣ ଜୀବନ। କୃଷ୍ଣ-ଭୁଲିଆ ଜୀବ ଭୋଗା ବାଞ୍ଛା କରେ (ପ୍ରେମା-ବିବର୍ତ)। ଭୌତିକ ଜୀବନ ଅର୍ଥ କେବଳ ଉପଭୋଗ କରିବାକୁ ଇଚ୍ଛା କରିବା । ଅବଶ୍ୟ, କୌଣସି ସୁଖ ନାହିଁ । ତାହା ହେଉଛି ... ତେଣୁ ଯଦି ଜଣେ ରାସ-ଲୀଳା ଶୁଣେ । ପ୍ରାଧିକୃତ ଉତ୍ସରୁ, ଫଳାଫଳ ଏହା ହେବ ଯେ ସେ କୃଷ୍ଣଙ୍କୁ ସ୍ନେହପୂର୍ଣ୍ଣ ସେବାର ଦିବ୍ୟ ସ୍ଥରକୁ ପଦୋନ୍ନତି ପାଇବେ ଏବଂ ଭୌତିକ ରୋଗ, ଭୋଗ ଇଚ୍ଛା ଦୂର ହେବ। କିନ୍ତୁ ସେମାନେ ପ୍ରାଧିକୃତ ଉତ୍ସରୁ ଶୁଣନ୍ତି ନାହିଁ; କିଛି ବୃତ୍ତିଗତ ପାଠକଙ୍କ ଠାରୁ ସେମାନେ ଶୁଣନ୍ତି; ତେଣୁ ସେମାନେ ଭୌତିକ କାମ ବାସନାର ଅସ୍ତିତ୍ ରେ ରୁହନ୍ତି, ଏବଂ ବେଳେବେଳେ ସେମାନେ ସହଜିଆ ହୋଇଥା'ନ୍ତି । ଯେତେବେଳେ କୃଷ୍ଣଙ୍କର ଏତେ ସଂଖ୍ୟକ ମହିଳାଙ୍କ ସହ ସମ୍ପର୍କ ଥାଏ ... ଆପଣ ଜାଣନ୍ତି ଯେ ବୃନ୍ଦାବନରେ ଯୁଗଳ-ଭଜନ - ଜଣେ କୃଷ୍ଣ ଏବଂ ଅନ୍ୟ ଜଣେ ରାଧା ହୋଇଥାଏ । ତାହା ସେମାନଙ୍କର ସିଦ୍ଧାନ୍ତ । ଏବଂ ଏପରି ଅନେକ ଚାଲିଛି। "
710110 - ପ୍ରବଚନ SB 06.02.05-8 - କଲିକତା