OR/710110 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲିକତା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:15, 29 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭୌତିକ ଅସ୍ତିତ୍ୱର ଅର୍ଥ କାମପୂର୍ଣ୍ଣ ଜୀବନ। କୃଷ୍ଣ-ଭୁଲିଆ ଜୀବ ଭୋଗା ବାଞ୍ଛା କରେ (ପ୍ରେମା-ବିବର୍ତ)। ଭୌତିକ ଜୀବନ ଅର୍ଥ କେବଳ ଉପଭୋଗ କରିବାକୁ ଇଚ୍ଛା କରିବା । ଅବଶ୍ୟ, କୌଣସି ସୁଖ ନାହିଁ । ତାହା ହେଉଛି ... ତେଣୁ ଯଦି ଜଣେ ରାସ-ଲୀଳା ଶୁଣେ । ପ୍ରାଧିକୃତ ଉତ୍ସରୁ, ଫଳାଫଳ ଏହା ହେବ ଯେ ସେ କୃଷ୍ଣଙ୍କୁ ସ୍ନେହପୂର୍ଣ୍ଣ ସେବାର ଦିବ୍ୟ ସ୍ଥରକୁ ପଦୋନ୍ନତି ପାଇବେ ଏବଂ ଭୌତିକ ରୋଗ, ଭୋଗ ଇଚ୍ଛା ଦୂର ହେବ। କିନ୍ତୁ ସେମାନେ ପ୍ରାଧିକୃତ ଉତ୍ସରୁ ଶୁଣନ୍ତି ନାହିଁ; କିଛି ବୃତ୍ତିଗତ ପାଠକଙ୍କ ଠାରୁ ସେମାନେ ଶୁଣନ୍ତି; ତେଣୁ ସେମାନେ ଭୌତିକ କାମ ବାସନାର ଅସ୍ତିତ୍ ରେ ରୁହନ୍ତି, ଏବଂ ବେଳେବେଳେ ସେମାନେ ସହଜିଆ ହୋଇଥା'ନ୍ତି । ଯେତେବେଳେ କୃଷ୍ଣଙ୍କର ଏତେ ସଂଖ୍ୟକ ମହିଳାଙ୍କ ସହ ସମ୍ପର୍କ ଥାଏ ... ଆପଣ ଜାଣନ୍ତି ଯେ ବୃନ୍ଦାବନରେ ଯୁଗଳ-ଭଜନ - ଜଣେ କୃଷ୍ଣ ଏବଂ ଅନ୍ୟ ଜଣେ ରାଧା ହୋଇଥାଏ । ତାହା ସେମାନଙ୍କର ସିଦ୍ଧାନ୍ତ । ଏବଂ ଏପରି ଅନେକ ଚାଲିଛି। "
710110 - ପ୍ରବଚନ SB 06.02.05-8 - କଲିକତା