OR/710110b ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲିକତା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - କଲିକତା]]
[[Category:OR/ଅମୃତ ବାଣୀ - କଲିକତା]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710110 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲିକତା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710110|OR/710115 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710115}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710110SB-CALCUTTA_ND_02.mp3</mp3player>|"ବର୍ତ୍ତମାନ, ଆମକୁ ଏହି ଗୁରୁତ୍ୱପୂର୍ଣ୍ଣ କଥା ଧ୍ୟାନ ଦେବାକୁ ପଡିବ ଯେ, ଶକ୍ତିଶାଳୀ ହରି-ନାମ ଏତେ ଶକ୍ତିଶାଳୀ ଯେ ଜଣେ ଅଜ୍ଞାତ କିମ୍ବା ସଚେତନ... ବେଳେବେଳେ ସେମାନେ ଅନୁକରଣ କରନ୍ତି: "ହରେ କୃଷ୍ଣ" । କୃଷ୍ଣଙ୍କର ପବିତ୍ର ନାମ ଜପ କରିବାର ସେମାନଙ୍କର ଉଦ୍ଦେଶ୍ୟ ନାହିଁ, କିନ୍ତୁ ସେମାନେ ଅନୁକରଣ କରନ୍ତି କିମ୍ବା ସମାଲୋଚନା କରନ୍ତି, "ହରେ କୃଷ୍ଣ" । ଏହାର ମଧ୍ୟ ପ୍ରଭାବ ରହିଛି। ଏହାର ମଧ୍ୟ ପ୍ରଭାବ ରହିଛି। ଚୈତନ୍ୟ ମହପ୍ରଭୂଙ୍କ ସମୟରେ ମହମ୍ମଦମାନଙ୍କ ପରି ସେମାନେ ବେଳେବେଳେ ସମାଲୋଚନା କରୁଥିଲେ, "ଏହି ହିନ୍ଦୁମାନେ ହରେ କୃଷ୍ଣ ଜପ କରୁଛନ୍ତି" । ତେଣୁ ସେମାନେ ଅନୁକରଣ କରୁଥିଲେ। ତେଣୁ ଧୀରେ ଧୀରେ ସେମାନେ ମଧ୍ୟ ଭକ୍ତ ହେଲେ। "|Vanisource:710110 - Lecture SB 06.02.05-8 - Calcutta|710110 - ପ୍ରବଚନ SB 06.02.05-8 - କଲିକତା}}

Latest revision as of 05:15, 29 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବର୍ତ୍ତମାନ, ଆମକୁ ଏହି ଗୁରୁତ୍ୱପୂର୍ଣ୍ଣ କଥା ଧ୍ୟାନ ଦେବାକୁ ପଡିବ ଯେ, ଶକ୍ତିଶାଳୀ ହରି-ନାମ ଏତେ ଶକ୍ତିଶାଳୀ ଯେ ଜଣେ ଅଜ୍ଞାତ କିମ୍ବା ସଚେତନ... ବେଳେବେଳେ ସେମାନେ ଅନୁକରଣ କରନ୍ତି: "ହରେ କୃଷ୍ଣ" । କୃଷ୍ଣଙ୍କର ପବିତ୍ର ନାମ ଜପ କରିବାର ସେମାନଙ୍କର ଉଦ୍ଦେଶ୍ୟ ନାହିଁ, କିନ୍ତୁ ସେମାନେ ଅନୁକରଣ କରନ୍ତି କିମ୍ବା ସମାଲୋଚନା କରନ୍ତି, "ହରେ କୃଷ୍ଣ" । ଏହାର ମଧ୍ୟ ପ୍ରଭାବ ରହିଛି। ଏହାର ମଧ୍ୟ ପ୍ରଭାବ ରହିଛି। ଚୈତନ୍ୟ ମହପ୍ରଭୂଙ୍କ ସମୟରେ ମହମ୍ମଦମାନଙ୍କ ପରି ସେମାନେ ବେଳେବେଳେ ସମାଲୋଚନା କରୁଥିଲେ, "ଏହି ହିନ୍ଦୁମାନେ ହରେ କୃଷ୍ଣ ଜପ କରୁଛନ୍ତି" । ତେଣୁ ସେମାନେ ଅନୁକରଣ କରୁଥିଲେ। ତେଣୁ ଧୀରେ ଧୀରେ ସେମାନେ ମଧ୍ୟ ଭକ୍ତ ହେଲେ। "
710110 - ପ୍ରବଚନ SB 06.02.05-8 - କଲିକତା