OR/710116 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ଆଲ୍ହାବାଦ]]
[[Category:OR/ଅମୃତ ବାଣୀ - ଆଲ୍ହାବାଦ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710115 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710115|OR/710117 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710117}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710116SB-ALLAHABAD_ND_01.mp3</mp3player>|"ବୈଦିକ ଆଦେଶର ସମ୍ପୂର୍ଣ୍ଣ ଦିଗ ହେଉଛି ଏହା ବୁଝିବା ଯେ 'ମୁଁ ଏହି ଭୌତିକ ଶରୀର ନୁହେଁ; ମୁଁ ଜୀବତ୍ମା'। ଏବଂ ଏହି ବାସ୍ତବ ସ୍ଥିତିକୁ ବୁଝିବା ପାଇଁ ଧର୍ମ-ଶାସ୍ତ୍ର କିମ୍ବା ଧାର୍ମିକ ଶାସ୍ତ୍ରରେ ଅନେକ ଦିଗ ଅଛି। ଏବଂ ତୁମେ ଏଠାରେ ଯମଦୂତ କିମ୍ବା ଯମାରାଜା କହିବେ, ଧର୍ମ ତୁ ସାକ୍ଷାଦ ଭଗବତ୍-ପ୍ରଣୀତମ୍ ([[Vanisource:SB 6.3.19| ଭା. ୬.୩.୧୯]]) ପ୍ରକୃତରେ, ମୂଳତଃ, ମୁଁ କହିବାକୁ ଚାହେଁ, ଧାର୍ମିକ ନୀତିର ନିୟାମକ ହେଉଛନ୍ତି ପରମପୁରୁଷ ଭଗବାନ । ତେଣୁ କୃଷ୍ଣଙ୍କୁ ବେଳେବେଳେ ଧର୍ମ-ସେତୁ ଭାବରେ ସମ୍ବୋଧିତ କରାଯାଏ। ସେତୁ ଅର୍ଥ ବ୍ରିଜ ଅଟେ। ଆମକୁ ଅତିକ୍ରମ କରିବାକୁ ପଡିବ। ପୁରା ଯୋଜନା ହେଉଛି ଯେ ଆମେ ବର୍ତ୍ତମାନ ଭବସାଗର ପାର ହେବା ଆବଶ୍ୟକ ଯେଉଁଥିରେ ଆମେ ପଡ଼ିଛେ । ଭୌତିକ ଅସ୍ତିତ୍ୱର ଅର୍ଥ ହେଉଛି ଏହା ଅବିଦ୍ୟା ଏବଂ ଅଜ୍ଞାନର ସମୁଦ୍ର, ଏବଂ ଏହାକୁ ଅତିକ୍ରମ କରିବାକୁ ପଡିବ । ତା’ପରେ ସେ ତାଙ୍କର ପ୍ରକୃତ ଜୀବନ ପାଆନ୍ତି ।"|Vanisource:710116 - Lecture SB 06.02.11 - Allahabad|710116 - ପ୍ରବଚନ SB 06.02.11 - ଆଲ୍ହାବାଦ}}

Latest revision as of 05:16, 29 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବୈଦିକ ଆଦେଶର ସମ୍ପୂର୍ଣ୍ଣ ଦିଗ ହେଉଛି ଏହା ବୁଝିବା ଯେ 'ମୁଁ ଏହି ଭୌତିକ ଶରୀର ନୁହେଁ; ମୁଁ ଜୀବତ୍ମା'। ଏବଂ ଏହି ବାସ୍ତବ ସ୍ଥିତିକୁ ବୁଝିବା ପାଇଁ ଧର୍ମ-ଶାସ୍ତ୍ର କିମ୍ବା ଧାର୍ମିକ ଶାସ୍ତ୍ରରେ ଅନେକ ଦିଗ ଅଛି। ଏବଂ ତୁମେ ଏଠାରେ ଯମଦୂତ କିମ୍ବା ଯମାରାଜା କହିବେ, ଧର୍ମ ତୁ ସାକ୍ଷାଦ ଭଗବତ୍-ପ୍ରଣୀତମ୍ ( ଭା. ୬.୩.୧୯) ପ୍ରକୃତରେ, ମୂଳତଃ, ମୁଁ କହିବାକୁ ଚାହେଁ, ଧାର୍ମିକ ନୀତିର ନିୟାମକ ହେଉଛନ୍ତି ପରମପୁରୁଷ ଭଗବାନ । ତେଣୁ କୃଷ୍ଣଙ୍କୁ ବେଳେବେଳେ ଧର୍ମ-ସେତୁ ଭାବରେ ସମ୍ବୋଧିତ କରାଯାଏ। ସେତୁ ଅର୍ଥ ବ୍ରିଜ ଅଟେ। ଆମକୁ ଅତିକ୍ରମ କରିବାକୁ ପଡିବ। ପୁରା ଯୋଜନା ହେଉଛି ଯେ ଆମେ ବର୍ତ୍ତମାନ ଭବସାଗର ପାର ହେବା ଆବଶ୍ୟକ ଯେଉଁଥିରେ ଆମେ ପଡ଼ିଛେ । ଭୌତିକ ଅସ୍ତିତ୍ୱର ଅର୍ଥ ହେଉଛି ଏହା ଅବିଦ୍ୟା ଏବଂ ଅଜ୍ଞାନର ସମୁଦ୍ର, ଏବଂ ଏହାକୁ ଅତିକ୍ରମ କରିବାକୁ ପଡିବ । ତା’ପରେ ସେ ତାଙ୍କର ପ୍ରକୃତ ଜୀବନ ପାଆନ୍ତି ।"
710116 - ପ୍ରବଚନ SB 06.02.11 - ଆଲ୍ହାବାଦ