OR/710131 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଆଲ୍ହାବାଦ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:20, 29 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯିଏ ପବିତ୍ର ନାମ ଜପ କରିବାରେ ବ୍ୟସ୍ତ, ତାଙ୍କ ପାଇଁ ଏହା ହେଉଛି ଏକ ବିଶେଷ ସୁବିଧା। ତାହା କ'ଣ? ଏହା ନିଶ୍ଚିତ ହୋଇଛି ଯେ ସେ ଜୀବନର ନର୍କ ଅବସ୍ଥାକୁ ଯିବେ ନାହିଁ। ଏହା ନିଶ୍ଚିତ ହୋଇଛି। ସେ ଜୀବନର ସର୍ବନିମ୍ନ ପର୍ଯ୍ୟାୟକୁ ଅବନତି କରୁନାହାଁନ୍ତି, ପଶୁ ଜୀବନକୁ, କିମ୍ବା ଅଜ୍ଞତାର ଜୀବନ, ନିମ୍ନ ଜନ୍ମିତ ମାନବ ଜୀବନକୁ , କିନ୍ତୁ ସେ ଧୀରେ ଧୀରେ ଅଗ୍ରଗତି କରିବେ । ଏବଂ ଏହା ମଧ୍ୟ ସୁନିଶ୍ଚିତ ଯେ ଯମରାଜାଙ୍କର ସେବକ ଯମଦୂତ ତାଙ୍କୁ କେବେବି ଦେଖା କରିବାକୁ ଆସିବେ ନାହିଁ ଅଥବା ସେ ସେମାନଙ୍କୁ କଦାପି ଦେଖିବେ ନାହିଁ। ସେମାନେ ଦୃଷ୍ଟି ଅନ୍ତରାଳ ହେବେ। ଏହା ହେଉଛି ଫଳାଫଳ। "
710131 - ପ୍ରବଚନ SB 06.02.48 - ଆଲ୍ହାବାଦ