OR/710212c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ଗୋରଖପୁର]]
[[Category:OR/ଅମୃତ ବାଣୀ - ଗୋରଖପୁର]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710212b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710212b|OR/710214 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710214}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710212SB-GORAKHPUR_ND_01.mp3</mp3player>|"ତେଣୁ ଆମର ଆନ୍ଦୋଳନ, କୃଷ୍ଣଙ୍କର ପବିତ୍ର ନାମର ଜପ, ଯାହା ସ୍ୱୀକୃତପ୍ରାପ୍ତ। ଏଠାରେ ଏହା କୁହାଯାଇଛି, ତନ୍-ନାମ-ଗ୍ରହଣାଦିଭିଃ । ଏବଂ ଆପଣ ଦେଖିଥିବେ ଯେ ଆମର ..., ବ୍ୟାକ୍ ଟୁ ଗଡହେଡରେ, ହୟଗ୍ରୀବ ମଧ୍ୟ ବାଇବଲରୁ ଅନେକ ଲେଖା ଉଦ୍ଧୃତ କରି ଜପ ଉପରେ ଲେଖିଛନ୍ତି, ହରେ କୃଷ୍ଣ ମନ୍ତ୍ର ଜପ । ତେଣୁ କୃଷ୍ଣଙ୍କର ପବିତ୍ର ନାମ ବା ଭଗବାନଙ୍କର ଏହି ଜପ ସ୍ୱୀକୃତପ୍ରାପ୍ତ । ଏବଂ ପ୍ରକୃତରେ ଏହାର ପ୍ରଭାବ ଅନୁଭବ କରାଯାଉଛି, କାରଣ ନିୟମ ଅନୁଯାୟୀ ଏହି ପ୍ରକାରର ଧାର୍ମିକ ନୀତି କାର୍ଯ୍ୟକାରୀ କରିବାକୁ ଆମକୁ ପରାମର୍ଶ ଦିଆଯାଇଛି, ଅପରାଧହୀନ, ଏବଂ ଏହି ଚାରୋଟି ନୀତି ନିୟାମକୁ ପାଳନ କରି । କେବଳ ହରେ କୃଷ୍ଣ ମନ୍ତ୍ର ଜପ କରି ଏହି ନୀତି ଏବଂ ନିୟମାବଳୀ ପାଳନ କରି ଜଣେ ଘରକୁ ଯିବ, ଭଗବାନଙ୍କ ପାଖକୁ ଫେରିବା ନିଶ୍ଚିତ ଅଟେ । ଏଥିରେ କୌଣସି ସନ୍ଦେହ ନାହିଁ । "|Vanisource:710212 - Lecture SB 06.03.18-19 - Gorakhpur|710212 - ପ୍ରବଚନ SB 06.03.18-19 - ଗୋରଖପୁର}}

Latest revision as of 05:01, 13 June 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଆମର ଆନ୍ଦୋଳନ, କୃଷ୍ଣଙ୍କର ପବିତ୍ର ନାମର ଜପ, ଯାହା ସ୍ୱୀକୃତପ୍ରାପ୍ତ। ଏଠାରେ ଏହା କୁହାଯାଇଛି, ତନ୍-ନାମ-ଗ୍ରହଣାଦିଭିଃ । ଏବଂ ଆପଣ ଦେଖିଥିବେ ଯେ ଆମର ..., ବ୍ୟାକ୍ ଟୁ ଗଡହେଡରେ, ହୟଗ୍ରୀବ ମଧ୍ୟ ବାଇବଲରୁ ଅନେକ ଲେଖା ଉଦ୍ଧୃତ କରି ଜପ ଉପରେ ଲେଖିଛନ୍ତି, ହରେ କୃଷ୍ଣ ମନ୍ତ୍ର ଜପ । ତେଣୁ କୃଷ୍ଣଙ୍କର ପବିତ୍ର ନାମ ବା ଭଗବାନଙ୍କର ଏହି ଜପ ସ୍ୱୀକୃତପ୍ରାପ୍ତ । ଏବଂ ପ୍ରକୃତରେ ଏହାର ପ୍ରଭାବ ଅନୁଭବ କରାଯାଉଛି, କାରଣ ନିୟମ ଅନୁଯାୟୀ ଏହି ପ୍ରକାରର ଧାର୍ମିକ ନୀତି କାର୍ଯ୍ୟକାରୀ କରିବାକୁ ଆମକୁ ପରାମର୍ଶ ଦିଆଯାଇଛି, ଅପରାଧହୀନ, ଏବଂ ଏହି ଚାରୋଟି ନୀତି ନିୟାମକୁ ପାଳନ କରି । କେବଳ ହରେ କୃଷ୍ଣ ମନ୍ତ୍ର ଜପ କରି ଏହି ନୀତି ଏବଂ ନିୟମାବଳୀ ପାଳନ କରି ଜଣେ ଘରକୁ ଯିବ, ଭଗବାନଙ୍କ ପାଖକୁ ଫେରିବା ନିଶ୍ଚିତ ଅଟେ । ଏଥିରେ କୌଣସି ସନ୍ଦେହ ନାହିଁ । "
710212 - ପ୍ରବଚନ SB 06.03.18-19 - ଗୋରଖପୁର