OR/710214b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:01, 13 June 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଯେତେବେଳେ ତୁମେ ନିଜକୁ କୃଷ୍ଣ ଭାବନାମୃତରେ ରଖିବ, ତୁମେ ଆଧ୍ୟାତ୍ମିକ ଶକ୍ତିରେ ବଞ୍ଚ, ଏବଂ ଯେତେବେଳେ ତୁମେ କୃଷ୍ଣ ଭାବନାମୃତ ବିନା ରୁହ, ତୁମେ ଭୌତିକ ଶକ୍ତିରେ ବଞ୍ଚିବ। ଯେତେବେଳେ ତୁମେ ଭୌତିକ ଶକ୍ତିରେ ବଞ୍ଚ, ସେତେବେଳେ ତୁମର ଆଲୋକିତ ଗୁଣ, କାରଣ ତୁମେ ଅଗ୍ନି, କୃଷ୍ଣଙ୍କର ଅଂଶବିଶେଷ, ତାହା ପ୍ରାୟ ଲିଭିଯାଏ । ତେଣୁ ଆମେ କୃଷ୍ଣଙ୍କୁ ଭୁଲିଯାଉ । କୃଷ୍ଣଙ୍କ ସହ ଆମର ସମ୍ପର୍କ ପ୍ରାୟତଃ ଲିଭିଯାଏ । ପୁଣି, ଅଗ୍ନି, ସ୍ପୁଲିଙ୍ଗ, ଯଦି ସେ ଏକ ଶୁଖିଲା ଘାସ ଉପରେ ପଡ଼େ, ତେବେ ଧୀରେ ଧୀରେ ଘାସ ଜଳିଯାଏ । ତେଣୁ ଯଦି ଆମେ ... କାରଣ ଏହି ଭୌତିକ ଜଗତରେ ଭୌତିକ ପ୍ରକୃତିର ତିନୋଟି ଗୁଣ ଅଛି । ଯଦି ଆମେ ସତ୍ତ୍ୱ ଗୁଣ ସହିତ ଜଡିତ, ତେବେ ଆମର ଆଧ୍ୟାତ୍ମିକ ଶକ୍ତି ପୁଣି ଜ୍ୱଳନ୍ତ ଅଗ୍ନିରେ ପରିଣତ ହୁଏ ।"
710214 - ପ୍ରବଚନ CC Madhya 06.151-154 - ଗୋରଖପୁର