OR/710214e ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:02, 17 June 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହା ଏକ ସତ୍ୟ ଯେ ସମଗ୍ର ମାନବ ସଭ୍ୟତା ପ୍ରତାରଣାକାରୀ ଏବଂ ପ୍ରତାରିତ ସମାଜ ଅଟେ। ତାହା କେବଳ । ଯେକୌଣସି କ୍ଷେତ୍ର। ମୟଇବ ବ୍ୟାବହାରିକେ ( ଭା. ୧୨.୨.୩)। ଏହି କଳିଯୁଗରେ ସମଗ୍ର ବିଶ୍ୱ: ମୟଇବ ବ୍ୟାବହାରିକେ । ବ୍ୟାବହାରିକେର ଅର୍ଥ ହେଉଛି ସାଧାରଣ କାରବାର, ସେଥିରେ ଠକେଇ ହେବ। ସାଧାରଣତଃ, ଠକେଇ ହେବ। ଦୈନିକ ବ୍ୟାପାର । ବହୁତ ବଡ଼ ଜିନିଷ ବିଷୟରେ କହିବାକୁ ନୁହେଁ। ସାଧାରଣ କାରବାରରେ, ଠକେଇ ହେବ । ତାହା ଭା ଗବତରେ ଦର୍ଶାଯାଇଛି, ମୟଇବ ବ୍ୟାବହାରିକେ । ତୁମେ ଯେତେ ଶୀଘ୍ର ଏହି ସ୍ଥିତିରୁ ବାହାରକୁ ଆସିବ ତାହା ଭଲ ଅଟେ। ତାହା ହେଉଛି କୃଷ୍ଣ ଭାବନାମୃତ । ତୁମେ ଯେତେ ଦିନ ବଞ୍ଚିବ, ତୁମେ କେବଳ ହରେ କୃଷ୍ଣ ଜପ କର ଏବଂ କୃଷ୍ଣଙ୍କ ଗୌରବ ପ୍ରଚାର କର, ଏବଂ କେବଳ ସେତିକି । ଅନ୍ୟଥା, ତୁମେ ଜାଣିବା ଉଚିତ ଯେ ଏହା ବିପଦପୂର୍ଣ୍ଣ ସ୍ଥାନ ଅଟେ। "
710214 - ବାର୍ତ୍ତାଳାପ - ଗୋରଖପୁର