OR/710216 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:03, 17 June 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଧାରଣା ହେଉଛି ପବିତ୍ର ନାମ ଜପ କରିବା ଏତେ ଶକ୍ତିଶାଳୀ ଯେ ଏହା ସଙ୍ଗେ ସଙ୍ଗେ ଜପ କର୍ତ୍ତାଙ୍କୁ ମୁକ୍ତ କରିପାରିବ। କିନ୍ତୁ ସେ ପୁନର୍ବାର ଖସି ପଡ଼ିବାର ପ୍ରବୃତ୍ତି ଥିବାରୁ ସେଥିପାଇଁ ନୀତି ନିୟମ ଅଛି। କିମ୍ବା ଅନ୍ୟ ଅର୍ଥରେ, ଯଦି ଥରେ ଜପ କରି ମୁକ୍ତ ହୁଏ, ଅପରାଧହୀନ, ପବିତ୍ର ନାମ, ନୀତି ନିୟମ ଅନୁସରଣ କରୁଥିବା ସେମାନଙ୍କ ବିଷୟରେ କ’ଣ କହିବା । ଏହା ହେଉଛି ଧାରଣା। ତାହା ନୁହେଁ ... ଠିକ୍ ସହଜିଆଙ୍କ ପରି। ସେମାନେ ଭାବନ୍ତି ଯେ "ଯଦି ଜପ କରିବା ଏତେ ଶକ୍ତିଶାଳୀ, ମୁଁ ବେଳେବେଳେ ଜପ କରିବି " । କିନ୍ତୁ ସେ ଜାଣନ୍ତି ନାହିଁ ଯେ ଜପ କରିବା ପରେ ସେ ପୁନର୍ବାର ସ୍ବେଚ୍ଛାକୃତ ଭାବରେ ଖସି ଯାଉଛନ୍ତି। ଏହା ସ୍ବେଚ୍ଛାକୃତ, କହିବାକୁ ଇଚ୍ଛା କରୁଛି ଯେ ଇଚ୍ଛାକୃତ ଅବମାନନା। ଇଚ୍ଛାକୃତ ଅବମାନନା। କାରଣ ମୁଁ ଜାଣେ ଯେ ମୁଁ ପବିତ୍ର ନାମ ଜପ କରିଛି। ବର୍ତ୍ତମାନ ମୋ ଜୀବନର ସମସ୍ତ ପାପପୂର୍ଣ୍ଣ ପ୍ରତିକ୍ରିୟା ବର୍ତ୍ତମାନ ଲୋପ ପାଇଛି । ତେବେ ମୁଁ କାହିଁକି ପୁନର୍ବାର ପାପପୂର୍ଣ୍ଣ କାର୍ଯ୍ୟ କରିବି? "ଏହା ହେଉଛି ପ୍ରାକୃତିକ ସିଦ୍ଧାନ୍ତ।"
710216 - ପ୍ରବଚନ at Krsna Niketan - ଗୋରଖପୁର