OR/710216b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:20, 21 June 2021 by Vanibot (talk | contribs) (Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଧରାଯାଉ କୃଷ୍ଣ ଏଠାରେ ଅଛନ୍ତି ... ଠିକ୍ ଯେପରି ଆମେ ବିଗ୍ରହଙ୍କୁ ଏତେ ସମ୍ମାନର ସହ ପ୍ରଣାମ କରୁଛୁ। ସେହିପରି ଭାବରେ ବିଗ୍ରହ ହେଲେ ଅର୍ଚ୍ଚ-ଅବତାର, ଅବତାର ... ଏହି ବିଗ୍ରହ ଯାହାକୁ ଆପଣ ଅର୍ଚ୍ଚ-ଅବତାର ଭାବରେ ପୂଜା କରୁଛନ୍ତି, ଅର୍ଚ୍ଚର ଅର୍ଥ ହେଉଛି ଉପାସନା ଯୋଗ୍ୟ ଅବତାର। କାରଣ ଆମେ ଆମର ବର୍ତ୍ତମାନର ଆଖି, ଭୌତିକ ଆଖିରେ କୃଷ୍ଣଙ୍କୁ ଦେଖିପାରୁ ନାହୁଁ, ତେଣୁ ଏହା କୃଷ୍ଣଙ୍କର ଦୟା ଯେ, ସେ ଆମ ସମ୍ମୁଖରେ ଏହି ରୂପରେ ଦେଖା ଦେଇଛନ୍ତି ଯାହାକୁ ଆମେ ଦେଖିପାରିବା । ତାହା ହେଉଛି କୃଷ୍ଣଙ୍କର ଦୟା। ଏହା ନୁହେଁ ଯେ କୃଷ୍ଣ ଏହି ବିଗ୍ରହଙ୍କଠାରୁ ଭିନ୍ନ ଅଟନ୍ତି। ତାହା ଭୁଲ ଅଟେ । ଯେଉଁମାନେ କୃଷ୍ଣଙ୍କର ଶକ୍ତି କ’ଣ ବୁଝିପାରୁ ନାହାଁନ୍ତି, ସେମାନେ ଭାବନ୍ତି ଯେ ଏହା ମୂର୍ତ୍ତି ଅଟେ, ତେଣୁ ସେମାନେ "ପ୍ରତିମା ପୂଜା" କୁହନ୍ତି । ଏହା ମୂର୍ତ୍ତି ପୂଜା ନୁହେଁ। "
710216 - ପ୍ରବଚନ at Krsna Niketan - ଗୋରଖପୁର