OR/710216c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ଗୋରଖପୁର]]
[[Category:OR/ଅମୃତ ବାଣୀ - ଗୋରଖପୁର]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710216b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710216b|OR/710216d ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710216d}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710216SB-GORAKHPUR_ND_03.mp3</mp3player>|"ଗୁରୁ ଏକ ବଦ୍ଧ ଆତ୍ମା ହୋଇପାରିବ ନାହିଁ। ଗୁରୁ ମୁକ୍ତଜୀବ ହେବା ଆବଶ୍ୟକ। କାରଣ କୃଷ୍ଣଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ବିନା, ପ୍ରକୃତିର ତିନି ପ୍ରଦୂଷିତ ଗୁଣରୁ ମୁକ୍ତ ନହୋଇ... ଜଣେ କୃଷ୍ଣଙ୍କୁ ବୁଝିପାରିବେ ନାହିଁ ଯଦି ଏହି ତିନି ଗୁଣ ସହିତ ଜଡିତ ହୋଇଥାନ୍ତି । ଏବଂ କୃଷ୍ଣ କୁହନ୍ତି, "ଯିଏ ମୋତେ ସଠିକ୍ ଭାବରେ ବୁଝିଥାଏ, ସେ ତୁରନ୍ତ ମୁକ୍ତ ହୋଇଯାଏ" । ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ([[Vanisource: BG 4.9 (1972) | ଭ.ଗୀ. ୪.୯]]) । ଠିକ୍ ଯେପରି ଆମେ ଆମର ପୋଷାକ ପରିବର୍ତ୍ତନ କରୁଛୁ କିମ୍ବା ପ୍ରତି ମୁହୂର୍ତ୍ତରେ ଆମର ଭିନ୍ନ ଶରୀର ବଦଳାଉଛୁ, ତେଣୁ କୃଷ୍ଣ କୁହନ୍ତି, ତ୍ୟକ୍ତ୍ୱା ଦେହଂ । "|Vanisource:710216 - Lecture at Krsna Niketan - Gorakhpur|710216 - ପ୍ରବଚନ at Krsna Niketan - ଗୋରଖପୁର}}

Latest revision as of 05:20, 21 June 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଗୁରୁ ଏକ ବଦ୍ଧ ଆତ୍ମା ହୋଇପାରିବ ନାହିଁ। ଗୁରୁ ମୁକ୍ତଜୀବ ହେବା ଆବଶ୍ୟକ। କାରଣ କୃଷ୍ଣଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ବିନା, ପ୍ରକୃତିର ତିନି ପ୍ରଦୂଷିତ ଗୁଣରୁ ମୁକ୍ତ ନହୋଇ... ଜଣେ କୃଷ୍ଣଙ୍କୁ ବୁଝିପାରିବେ ନାହିଁ ଯଦି ଏହି ତିନି ଗୁଣ ସହିତ ଜଡିତ ହୋଇଥାନ୍ତି । ଏବଂ କୃଷ୍ଣ କୁହନ୍ତି, "ଯିଏ ମୋତେ ସଠିକ୍ ଭାବରେ ବୁଝିଥାଏ, ସେ ତୁରନ୍ତ ମୁକ୍ତ ହୋଇଯାଏ" । ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ( ଭ.ଗୀ. ୪.୯) । ଠିକ୍ ଯେପରି ଆମେ ଆମର ପୋଷାକ ପରିବର୍ତ୍ତନ କରୁଛୁ କିମ୍ବା ପ୍ରତି ମୁହୂର୍ତ୍ତରେ ଆମର ଭିନ୍ନ ଶରୀର ବଦଳାଉଛୁ, ତେଣୁ କୃଷ୍ଣ କୁହନ୍ତି, ତ୍ୟକ୍ତ୍ୱା ଦେହଂ । "
710216 - ପ୍ରବଚନ at Krsna Niketan - ଗୋରଖପୁର