OR/710218 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ଗୋରଖପୁର]]
[[Category:OR/ଅମୃତ ବାଣୀ - ଗୋରଖପୁର]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710217d ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710217d|OR/710218b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710218b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710218LE-GORAKHPUR_ND_01.mp3</mp3player>|"ଏଠାରେ ଏହି ଦୁନିଆରେ, ଆନନ୍ଦ, ବ୍ରହ୍ମାନନ୍ଦର ପ୍ରତିଫଳନ ଅଛି, କିନ୍ତୁ ଏହା ଅସ୍ଥିର, ଅସ୍ଥାୟୀ ଅଟେ। ତେଣୁ ଶାସ୍ତ୍ରରେ କୁହାଯାଇଛି ଯେ, ରମନ୍ତେ ଯୋଗିନୋ ଽନନ୍ତେ । ଯେଉଁମାନେ ଯୋଗୀ ଅଟନ୍ତି, ଯୋଗୀ ମାନେ ଦିବ୍ୟ ସ୍ଥିତିକୁ ହୃଦୟଙ୍ଗମ କରୁଥିବା ବ୍ୟକ୍ତିଙ୍କୁ ଯୋଗୀ କୁହାଯାଏ । ସେମାନଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ: ଜ୍ଞାନୀ, ହଠ-ଯୋଗୀ କିମ୍ବା ଭକ୍ତ-ଯୋଗୀ । ସେମାନଙ୍କୁ ସମସ୍ତଙ୍କୁ ଯୋଗୀ କୁହାଯାଏ। ତେଣୁ ରମନ୍ତେ ଯୋଗିନୋ ଽନନ୍ତେ। ଯୋଗୀର ଉପଭୋଗର ଲକ୍ଷ୍ୟ ହେଉଛି ଅସୀମିତ ଛୁଇଁବା । "|Vanisource:710218 - Lecture - Gorakhpur|710218 - ପ୍ରବଚନ - ଗୋରଖପୁର}}

Latest revision as of 05:15, 25 June 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏଠାରେ ଏହି ଦୁନିଆରେ, ଆନନ୍ଦ, ବ୍ରହ୍ମାନନ୍ଦର ପ୍ରତିଫଳନ ଅଛି, କିନ୍ତୁ ଏହା ଅସ୍ଥିର, ଅସ୍ଥାୟୀ ଅଟେ। ତେଣୁ ଶାସ୍ତ୍ରରେ କୁହାଯାଇଛି ଯେ, ରମନ୍ତେ ଯୋଗିନୋ ଽନନ୍ତେ । ଯେଉଁମାନେ ଯୋଗୀ ଅଟନ୍ତି, ଯୋଗୀ ମାନେ ଦିବ୍ୟ ସ୍ଥିତିକୁ ହୃଦୟଙ୍ଗମ କରୁଥିବା ବ୍ୟକ୍ତିଙ୍କୁ ଯୋଗୀ କୁହାଯାଏ । ସେମାନଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ: ଜ୍ଞାନୀ, ହଠ-ଯୋଗୀ କିମ୍ବା ଭକ୍ତ-ଯୋଗୀ । ସେମାନଙ୍କୁ ସମସ୍ତଙ୍କୁ ଯୋଗୀ କୁହାଯାଏ। ତେଣୁ ରମନ୍ତେ ଯୋଗିନୋ ଽନନ୍ତେ। ଯୋଗୀର ଉପଭୋଗର ଲକ୍ଷ୍ୟ ହେଉଛି ଅସୀମିତ ଛୁଇଁବା । "
710218 - ପ୍ରବଚନ - ଗୋରଖପୁର