OR/710218 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:15, 25 June 2021 by Vanibot (talk | contribs) (Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏଠାରେ ଏହି ଦୁନିଆରେ, ଆନନ୍ଦ, ବ୍ରହ୍ମାନନ୍ଦର ପ୍ରତିଫଳନ ଅଛି, କିନ୍ତୁ ଏହା ଅସ୍ଥିର, ଅସ୍ଥାୟୀ ଅଟେ। ତେଣୁ ଶାସ୍ତ୍ରରେ କୁହାଯାଇଛି ଯେ, ରମନ୍ତେ ଯୋଗିନୋ ଽନନ୍ତେ । ଯେଉଁମାନେ ଯୋଗୀ ଅଟନ୍ତି, ଯୋଗୀ ମାନେ ଦିବ୍ୟ ସ୍ଥିତିକୁ ହୃଦୟଙ୍ଗମ କରୁଥିବା ବ୍ୟକ୍ତିଙ୍କୁ ଯୋଗୀ କୁହାଯାଏ । ସେମାନଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ: ଜ୍ଞାନୀ, ହଠ-ଯୋଗୀ କିମ୍ବା ଭକ୍ତ-ଯୋଗୀ । ସେମାନଙ୍କୁ ସମସ୍ତଙ୍କୁ ଯୋଗୀ କୁହାଯାଏ। ତେଣୁ ରମନ୍ତେ ଯୋଗିନୋ ଽନନ୍ତେ। ଯୋଗୀର ଉପଭୋଗର ଲକ୍ଷ୍ୟ ହେଉଛି ଅସୀମିତ ଛୁଇଁବା । "
710218 - ପ୍ରବଚନ - ଗୋରଖପୁର