OR/710219b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:03, 5 September 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଉପାୟରେ ନିଜକୁ ବ୍ୟଥିତ କର ନାହିଁ। ଏହା ହେଉଛି ରହସ୍ୟ। ତୁମେ କେବଳ ମୋ ନିକଟରେ ଆତ୍ମସମର୍ପଣ କର।" ଅହଂ ତ୍ୱା ସର୍ୱପାପେଭ୍ୟୋ ମୋକ୍ଷୟିଷ୍ୟାମି: "ମୁଁ ତୁମକୁ ଗ୍ୟାରେଣ୍ଟି ଦେଉଛି। ତୁମେ ପୂର୍ବ ଜୀବନ ଗୁଡିକରେ ଅନେକ ପାପପୂର୍ଣ୍ଣ କାର୍ଯ୍ୟକଳାପ କରିଛ, ଏବଂ ତୁମେ ଜୀବନ ପରେ ଜୀବନ ଭୋଗି ଚାଲିବ । କିନ୍ତୁ ଯଦି ତୁମେ ମୋ ନିକଟରେ ଆତ୍ମସମର୍ପଣ କର, ମୁଁ ତୁମକୁ ସୁରକ୍ଷା ଦେବି, ଏହା ନିଶ୍ଚିତ ଅଟେ ।" ମା ଶୁଚଃ: "ଚିନ୍ତା କର ନାହିଁ।" ଆପଣ କାହିଁକି ଏହି ରାସ୍ତା ନେବେ ନାହିଁ? ଏହା ହେଉଛି ପଥ। "
710219 - ପ୍ରବଚନ CC Madhya 06.154-155 - ଗୋରଖପୁର