OR/710407 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ମୁମ୍ବାଇ]]
[[Category:OR/ଅମୃତ ବାଣୀ - ମୁମ୍ବାଇ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710406b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710406b|OR/710407b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710407b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710407BG-BOMBAY_ND_01.mp3</mp3player>|"ଯେପରି ସରକାର ମଦ ଦୋକାନ ଖୋଲନ୍ତି। ଏହାର ଅର୍ଥ ନୁହେଁ ଯେ ସରକାର ମଦ ପିଇବାକୁ ଉତ୍ସାହିତ କରୁଛନ୍ତି। ଏହା ସେପରି ନୁହେଁ। ବ୍ୟବସ୍ଥା ଏଥିପାଇଁ ହେଉଛି ,ଯଦି ସରକାର କିଛି ମଦ୍ୟପଙ୍କୁ ପିଇବାକୁ ଅନୁମତି ନ ଦିଅନ୍ତି, ତେବେ ସେମାନେ ହଇରାଣ ହରକତ କରିବେ। ସେମାନେ ଅବୈଧ ମଦ ବିତରଣ କରିବେ । ସେଗୁଡିକ ଅଟକାଇବା ପାଇଁ, ସରକାର ଅତ୍ୟଧିକ, ମହଙ୍ଗା ମୂଲ୍ୟରେ ମଦ ଦୋକାନ ଖୋଲନ୍ତି । ମୂଲ୍ୟ... ଯଦି ଏହାର ମୂଲ୍ୟ ଏକ ଟଙ୍କା, ସରକାରୀ ଏକ୍ସାଇଜ୍ ବିଭାଗ ଷାଠିଏ ଟଙ୍କା ଆଦାୟ କରେ । ତେଣୁ ଧାରଣା ଉତ୍ସାହିତ କରିବା ପାଇଁ ନୁହେଁ, ବରଂ ସୀମିତ ରଖିବା । ଅନ୍ତତଃ  ପକ୍ଷେ ଆମ ଦେଶରେ ଏହି କାରଣରୁ ନିଷେଧ । ସେହିଭଳି, ଯେତେବେଳେ ଶାସ୍ତ୍ରରେ ଯୌନ ଜୀବନ କିମ୍ବା ମାଂସ ଖାଇବା କିମ୍ବା ପିଇବା ପାଇଁ କୋହଳ ଥାଏ, ସେତେବେଳେ ତାହା ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ନୁହଁନ୍ତି ଯେ ଆପଣ ଯେତେ ସମ୍ଭବ ଏହି କାର୍ଯ୍ୟରେ  ଆଗକୁ ବଢନ୍ତୁ । ନା। ବାସ୍ତବରେ ସେଗୁଡ଼ିକ ପ୍ରତିବନ୍ଧକ ପାଇଁ ଉଦ୍ଦିଷ୍ଟ । "|Vanisource:710407 - Lecture BG 07.16 - Bombay|710407 - ପ୍ରବଚନ BG 07.16 - ମୁମ୍ବାଇ}}

Latest revision as of 05:30, 21 October 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେପରି ସରକାର ମଦ ଦୋକାନ ଖୋଲନ୍ତି। ଏହାର ଅର୍ଥ ନୁହେଁ ଯେ ସରକାର ମଦ ପିଇବାକୁ ଉତ୍ସାହିତ କରୁଛନ୍ତି। ଏହା ସେପରି ନୁହେଁ। ବ୍ୟବସ୍ଥା ଏଥିପାଇଁ ହେଉଛି ,ଯଦି ସରକାର କିଛି ମଦ୍ୟପଙ୍କୁ ପିଇବାକୁ ଅନୁମତି ନ ଦିଅନ୍ତି, ତେବେ ସେମାନେ ହଇରାଣ ହରକତ କରିବେ। ସେମାନେ ଅବୈଧ ମଦ ବିତରଣ କରିବେ । ସେଗୁଡିକ ଅଟକାଇବା ପାଇଁ, ସରକାର ଅତ୍ୟଧିକ, ମହଙ୍ଗା ମୂଲ୍ୟରେ ମଦ ଦୋକାନ ଖୋଲନ୍ତି । ମୂଲ୍ୟ... ଯଦି ଏହାର ମୂଲ୍ୟ ଏକ ଟଙ୍କା, ସରକାରୀ ଏକ୍ସାଇଜ୍ ବିଭାଗ ଷାଠିଏ ଟଙ୍କା ଆଦାୟ କରେ । ତେଣୁ ଧାରଣା ଉତ୍ସାହିତ କରିବା ପାଇଁ ନୁହେଁ, ବରଂ ସୀମିତ ରଖିବା । ଅନ୍ତତଃ ପକ୍ଷେ ଆମ ଦେଶରେ ଏହି କାରଣରୁ ନିଷେଧ । ସେହିଭଳି, ଯେତେବେଳେ ଶାସ୍ତ୍ରରେ ଯୌନ ଜୀବନ କିମ୍ବା ମାଂସ ଖାଇବା କିମ୍ବା ପିଇବା ପାଇଁ କୋହଳ ଥାଏ, ସେତେବେଳେ ତାହା ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ନୁହଁନ୍ତି ଯେ ଆପଣ ଯେତେ ସମ୍ଭବ ଏହି କାର୍ଯ୍ୟରେ ଆଗକୁ ବଢନ୍ତୁ । ନା। ବାସ୍ତବରେ ସେଗୁଡ଼ିକ ପ୍ରତିବନ୍ଧକ ପାଇଁ ଉଦ୍ଦିଷ୍ଟ । "
710407 - ପ୍ରବଚନ BG 07.16 - ମୁମ୍ବାଇ