OR/710409 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:31, 21 October 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯିଏ କୃଷ୍ଣଙ୍କୁ ସର୍ବଦା ଭିତରେ ଏବଂ ବାହାରେ ଚବିଶ ଘଣ୍ଟା ଦେଖିବ। କିଛି ନୁହେଁ; ସେ କିଛି ଦେଖିବେ ନାହିଁ। ଅନ୍ୟମାନେ, ସେମାନେ କେବଳ କହିବେ, "ଭଗବାନ କେଉଁଠାରେ ଅଛନ୍ତି? ଭଗବାନ ମରିଛନ୍ତି । ତୁମେ ମୋତେ ଭଗବାନ ଦେଖାଇ ପାରିବ କି"? ଏହିପରି ବ୍ୟକ୍ତିମାନେ ଭଗବାନ କ’ଣ ତାହା ବୁଝି ପାରିବେ ନାହିଁ, କାରଣ ସେମାନେ ଚ୍ୟାଲେଞ୍ଜ କରି ଭଗବାନଙ୍କୁ ଦେଖିବାକୁ ଚାହାଁନ୍ତି । ଏହା ସମ୍ଭବ ନୁହେଁ । ଚ୍ୟାଲେଞ୍ଜ ଦ୍ୱାରା ଭଗବାନ ଦୃଶ୍ୟମାନ ହୁଅନ୍ତି ନାହିଁ; କେବଳ ପ୍ରେମ ଏବଂ ଆତ୍ମସମର୍ପଣ ଦ୍ୱାରା । ତେବେ ଭଗବାନ ଦେଖା ଯାଇପାରିବେ ।"
710409 - ପ୍ରବଚନ SB 01.08.18-19 - ମୁମ୍ବାଇ