OR/710410 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:31, 21 October 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ କୃଷ୍ଣ ଉନ୍ନତ ଶକ୍ତିକୁ ନିମ୍ନ ଶକ୍ତିରେ ଏବଂ ନିମ୍ନ ଶକ୍ତିକୁ ଉନ୍ନତ ଶକ୍ତିରେ ପରିବର୍ତ୍ତନ କରିପାରନ୍ତି। ତାହା ହେଉଛି ତାଙ୍କର ସର୍ବଶକ୍ତିମାନ। ଏହିପରିକି, ଯେତେବେଳେ କୃଷ୍ଣ ଏହି ଭୌତିକ ଜଗତରେ ଦୃଶ୍ୟମାନ ହୁଅନ୍ତି, ଯଦିଓ ସେ ମାୟାବାଦୀ ଦାର୍ଶନିକଙ୍କ ଅନୁଯାୟୀ ତଥାକଥିତ ଭୌତିକ ଶରୀର ଗ୍ରହଣ କରନ୍ତି, ସେ ଆଧ୍ୟାତ୍ମିକ ଭାବରେ ପରିବର୍ତ୍ତନ କରିପାରନ୍ତି । ତାହା ହେଉଛି ତାଙ୍କର ସର୍ବଶକ୍ତିମାନ । ସମ୍ଭବାମୀ ଆତ୍ମ-ମାୟୟା ( ଭ.ଗୀ. ୪.୬) । ବୈଦ୍ୟୁତିକ ଇଞ୍ଜିନିୟର, ସମାନ ବୈଦୁତିକ ଶକ୍ତିକୁ, ସେ ରେଫ୍ରିଜରେଟର ପାଇଁ ବ୍ୟବହାର କରିପାରିବେ ଏବଂ ସେ ଏହାକୁ ହିଟର ପାଇଁ ବ୍ୟବହାର କରିପାରିବେ । ଏହା ହେଉଛି ତାଙ୍କର କାର୍ୟସାଧନା । ସେହିପରି, କୃଷ୍ଣ, ତାଙ୍କ କୃଷ୍ଣ ଚେତନା ଆନ୍ଦୋଳନ ଦ୍ୱାରା, ସେ ଚେତନାକୁ ପରିବର୍ତ୍ତନ କରି ଏହି ଭୌତିକ ଜଗତକୁ ଆଧ୍ୟାତ୍ମିକ ଜଗତରେ ପରିଣତ କରିପାରିବେ । ତାହା ତାଙ୍କର ଶକ୍ତି । "
710410 - ପ୍ରବଚନ Pandal - ମୁମ୍ବାଇ