OR/710514 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ସିଡନି ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:31, 21 October 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ମାନବ ସମାଜକୁ ସେମାନଙ୍କ ଜୀବନର ସମସ୍ତ ସମସ୍ୟାର ସମାଧାନ ପାଇଁ ଏକ ସୁଯୋଗ ଦେବା। ସଭ୍ୟତାର ବର୍ତ୍ତମାନ ପରିପ୍ରେକ୍ଷୀରେ ସେମାନେ ଶାରୀରିକ ଆରାମ ପାଇଁ ଆଗ୍ରହୀ । ଆପଣ ଯାହା ବି ବୈଜ୍ଞାନିକ ଅଗ୍ରଗତି କରୁଛନ୍ତି, ଶରୀରକୁ ଅଧିକ ଆରାମ ଦେବା ପାଇଁ । ଦୁର୍ଭାଗ୍ୟବଶତ।, ଆମ ମଧ୍ୟରୁ କେହି ଶରୀର ନୁହଁନ୍ତି । ଆମେ ଆଧ୍ୟାତ୍ମିକ ଆତ୍ମା। "
710514 - Interview - ସିଡନି