OR/710630 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:25, 25 October 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣଙ୍କର ସେବା କରିବାକୁ ଆନ୍ତରିକ ଚେଷ୍ଟା କରୁଥିବା ଯେକୌଣସି ଆତ୍ମା, ସେ ଲାଭବାନ ହେବେ। ଏଥିରେ କୌଣସି ସନ୍ଦେହ ନାହିଁ। କେବଳ ଆନ୍ତରିକତା ଦରକାର । ସତ୍ୟ ଶମୋ ଦମ ତିତିକ୍ଷ ଆର୍ଜବଂ ( ଭ.ଗୀ. ୧୮.୪୨)। ଆର୍ଜବଂ ଅର୍ଥ କୌଣସି କପଟ ବିନା । ତା’ପରେ, ତାଙ୍କର କୃଷ୍ଣ ଚେତନାରେ ଉନ୍ନତି ନିଶ୍ଚିତ । କୃଷ୍ଣ ବହୁତ ବୁଦ୍ଧିମାନ; ସେ ଭିତରେ ବସିଛନ୍ତି। ଆପଣ ତାଙ୍କୁ ପ୍ରତାରଣା କରିପାରିବେ ନାହିଁ। "
710630 - ବାର୍ତ୍ତାଳାପ - ଲସ ଆ଼ଞ୍ଜେଲ୍ସ