OR/710806 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ଲଣ୍ଡନ]]
[[Category:OR/ଅମୃତ ବାଣୀ - ଲଣ୍ଡନ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710803 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710803|OR/710807 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710807}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710806SB-LONDON_ND_01.mp3</mp3player>|"ଆମେ ଏକ ଅସ୍ଥାୟୀ ଅଭିଭକ୍ତିକୁ ପ୍ରଣାମ କରୁଛୁ ତେଜୋ-ବାରୀଂ-ମୃଦାଂ ବିନିମୟଃ ([[Vanisource: SB 1.1.1 । SB ୧.୧.୧]]) । ତେଜଃ ଅର୍ଥ ଅଗ୍ନି, ବାରି ଅର୍ଥ ଜଳ, ଏବଂ ମୃତ ଅର୍ଥ ପୃଥିବୀ । ତେଣୁ ତୁମେ ପୃଥିବୀ ନିଅ, ପାଣିରେ ମିଶାଇ ନିଆଁରେ ପୋଡିଦିଅ । ତା’ପରେ ଏହାକୁ ଘଷି ଦିଅ, ଏହା ଚୁନ ଏବଂ ଇଟା ହୋଇଯାଏ, ଏବଂ ତୁମେ ଏକ ବହୁତ ବଡ ଆକାଶ ଛୁଆ ଅଟ୍ଟାଳିକା ପ୍ରସ୍ତୁତ କରି ସେଠାରେ ପ୍ରଣାମ କର । ହଁ 'ଓଃ, ଏତେ ବଡ ଘର, ମୋର' । ତ୍ରି-ସର୍ଗୋ ଅମୃଷା। କିନ୍ତୁ ଅନ୍ୟ ଏକ ସ୍ଥାନ ଅଛି: ଧାମନା ସ୍ଵେନ ନିରସ୍ତ-କୁହକଂ । ଆମେ ଏଠାରେ ଇଟା, ପଥର, ଲୁହାକୁ ପ୍ରଣାମ କରୁଛୁ । ଯେପରି ତୁମ ଦେଶରେ ବିଶେଷ ଭାବରେ - ସମସ୍ତ ପାଶ୍ଚାତ୍ୟ ଦେଶରେ - ସେଠାରେ ଅନେକ ପ୍ରତିମୂର୍ତ୍ତି ଅଛି । ସମାନ କଥା, ତେଜୋ-ବାରୀଂ-ମୃଦାଂ ବିନିମୟଃ। କିନ୍ତୁ ଯେତେବେଳେ ଆମେ ମୂର୍ତ୍ତି ସ୍ଥାପନ କରୁ, ପ୍ରକୃତରେ କୃଷ୍ଣଙ୍କର ଆକାର, ଅନନ୍ତ ରୂପ, କେହି ପ୍ରଣାମ କରନ୍ତି ନାହିଁ । ସେମାନେ ମୃତମାନଙ୍କୁ ପ୍ରଣାମ କରିବାକୁ ଯିବେ। ବ୍ରିଟିଶ ସଂଗ୍ରହାଳୟରେ ଯେପରି। "|Vanisource:710806 - Lecture SB 01.01.01 - London|710806 - ପ୍ରବଚନ SB 01.01.01 - ଲଣ୍ଡନ}}

Latest revision as of 05:26, 25 October 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଏକ ଅସ୍ଥାୟୀ ଅଭିଭକ୍ତିକୁ ପ୍ରଣାମ କରୁଛୁ ତେଜୋ-ବାରୀଂ-ମୃଦାଂ ବିନିମୟଃ (Vanisource: SB 1.1.1 । SB ୧.୧.୧) । ତେଜଃ ଅର୍ଥ ଅଗ୍ନି, ବାରି ଅର୍ଥ ଜଳ, ଏବଂ ମୃତ ଅର୍ଥ ପୃଥିବୀ । ତେଣୁ ତୁମେ ପୃଥିବୀ ନିଅ, ପାଣିରେ ମିଶାଇ ନିଆଁରେ ପୋଡିଦିଅ । ତା’ପରେ ଏହାକୁ ଘଷି ଦିଅ, ଏହା ଚୁନ ଏବଂ ଇଟା ହୋଇଯାଏ, ଏବଂ ତୁମେ ଏକ ବହୁତ ବଡ ଆକାଶ ଛୁଆ ଅଟ୍ଟାଳିକା ପ୍ରସ୍ତୁତ କରି ସେଠାରେ ପ୍ରଣାମ କର । ହଁ 'ଓଃ, ଏତେ ବଡ ଘର, ମୋର' । ତ୍ରି-ସର୍ଗୋ ଅମୃଷା। କିନ୍ତୁ ଅନ୍ୟ ଏକ ସ୍ଥାନ ଅଛି: ଧାମନା ସ୍ଵେନ ନିରସ୍ତ-କୁହକଂ । ଆମେ ଏଠାରେ ଇଟା, ପଥର, ଲୁହାକୁ ପ୍ରଣାମ କରୁଛୁ । ଯେପରି ତୁମ ଦେଶରେ ବିଶେଷ ଭାବରେ - ସମସ୍ତ ପାଶ୍ଚାତ୍ୟ ଦେଶରେ - ସେଠାରେ ଅନେକ ପ୍ରତିମୂର୍ତ୍ତି ଅଛି । ସମାନ କଥା, ତେଜୋ-ବାରୀଂ-ମୃଦାଂ ବିନିମୟଃ। କିନ୍ତୁ ଯେତେବେଳେ ଆମେ ମୂର୍ତ୍ତି ସ୍ଥାପନ କରୁ, ପ୍ରକୃତରେ କୃଷ୍ଣଙ୍କର ଆକାର, ଅନନ୍ତ ରୂପ, କେହି ପ୍ରଣାମ କରନ୍ତି ନାହିଁ । ସେମାନେ ମୃତମାନଙ୍କୁ ପ୍ରଣାମ କରିବାକୁ ଯିବେ। ବ୍ରିଟିଶ ସଂଗ୍ରହାଳୟରେ ଯେପରି। "
710806 - ପ୍ରବଚନ SB 01.01.01 - ଲଣ୍ଡନ