OR/710810 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ଲଣ୍ଡନ]]
[[Category:OR/ଅମୃତ ବାଣୀ - ଲଣ୍ଡନ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710807 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710807|OR/710816 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710816}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710810SB-LONDON_ND_01.mp3</mp3player>|"ଏହା ହେଉଛି ଶୈଳୀ, କିଛି କହିବା ପୂର୍ବରୁ, ଶିଷ୍ୟ ସର୍ବପ୍ରଥମେ ଆଧ୍ୟାତ୍ମିକ ଗୁରୁଙ୍କୁ ସମ୍ମାନ ପ୍ରଦାନ କରିବା ଉଚିତ୍। ତେଣୁ ଆଧ୍ୟାତ୍ମିକ ଗୁରୁଙ୍କୁ ସମ୍ମାନ ପ୍ରଦାନ କରିବା ହେଉଛି ତାଙ୍କର କିଛି କାର୍ଯ୍ୟକଳାପକୁ ମନେ ରଖିବା । ତାଙ୍କର କିଛି କାର୍ଯ୍ୟକଳାପ । ଯେପରି ତୁମେ ତୁମର ଆଧ୍ୟାତ୍ମିକ ଗୁରୁଙ୍କୁ ସମ୍ମାନ ପ୍ରଦାନ କର, ନମସ୍ତେ ସାରସ୍ୱତେ ଦେବଂ ଗୌର-ବାଣୀ ପ୍ରଚାରିଣେ  । ଏହା ତୁମର ଆଧ୍ୟାତ୍ମିକ ଗୁରୁଙ୍କ କାର୍ଯ୍ୟକଳାପ, ଯେ ସେ ଚୈତନ୍ୟ ମହାପ୍ରଭୂଙ୍କ ବାର୍ତ୍ତା ପ୍ରଚାର କରୁଛନ୍ତି ଏବଂ ସେ ସରସ୍ୱତୀ ଠାକୁରଙ୍କର ଜଣେ ଶିଷ୍ୟ ଅଟନ୍ତି । ନମସ୍ତେ ସାରସ୍ୱତେ । ଆପଣ ଏହାକୁ ସାରସ୍ୱତେ ବୋଲି ଉଚ୍ଚାରଣ କରିବା ଉଚିତ୍ ସରସ୍ୱତୀ ନୁହଁ । ସରସ୍ୱତୀ ହେଉଛନ୍ତି..., ମୋର ଆଧ୍ୟାତ୍ମିକ ଗୁରୁ । ତେଣୁ ତାଙ୍କର ଶିଷ୍ୟ ସାରସ୍ୱତେ । ସାରସ୍ୱତେ ଦେବଂ ଗୌର-ବାଣୀ ପ୍ରଚାରିଣେ । ଏଗୁଡ଼ିକ ହେଉଛି କାର୍ଯ୍ୟକଳାପ । ତୁମର ଆଧ୍ୟାତ୍ମିକ ଗୁରୁଙ୍କ କାର୍ଯ୍ୟକଳାପ କ’ଣ? ସେ କେବଳ ଭଗବାନ ଚୈତନ୍ୟଙ୍କ ବାର୍ତ୍ତା ପ୍ରଚାର କରୁଛନ୍ତି । ତାହା ହେଉଛି ତାଙ୍କର ବ୍ୟବସାୟ। "|Vanisource:710810 - Lecture SB 01.01.02 - London|710810 - ପ୍ରବଚନ SB 01.01.02 - ଲଣ୍ଡନ}}

Latest revision as of 05:27, 25 October 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହା ହେଉଛି ଶୈଳୀ, କିଛି କହିବା ପୂର୍ବରୁ, ଶିଷ୍ୟ ସର୍ବପ୍ରଥମେ ଆଧ୍ୟାତ୍ମିକ ଗୁରୁଙ୍କୁ ସମ୍ମାନ ପ୍ରଦାନ କରିବା ଉଚିତ୍। ତେଣୁ ଆଧ୍ୟାତ୍ମିକ ଗୁରୁଙ୍କୁ ସମ୍ମାନ ପ୍ରଦାନ କରିବା ହେଉଛି ତାଙ୍କର କିଛି କାର୍ଯ୍ୟକଳାପକୁ ମନେ ରଖିବା । ତାଙ୍କର କିଛି କାର୍ଯ୍ୟକଳାପ । ଯେପରି ତୁମେ ତୁମର ଆଧ୍ୟାତ୍ମିକ ଗୁରୁଙ୍କୁ ସମ୍ମାନ ପ୍ରଦାନ କର, ନମସ୍ତେ ସାରସ୍ୱତେ ଦେବଂ ଗୌର-ବାଣୀ ପ୍ରଚାରିଣେ । ଏହା ତୁମର ଆଧ୍ୟାତ୍ମିକ ଗୁରୁଙ୍କ କାର୍ଯ୍ୟକଳାପ, ଯେ ସେ ଚୈତନ୍ୟ ମହାପ୍ରଭୂଙ୍କ ବାର୍ତ୍ତା ପ୍ରଚାର କରୁଛନ୍ତି ଏବଂ ସେ ସରସ୍ୱତୀ ଠାକୁରଙ୍କର ଜଣେ ଶିଷ୍ୟ ଅଟନ୍ତି । ନମସ୍ତେ ସାରସ୍ୱତେ । ଆପଣ ଏହାକୁ ସାରସ୍ୱତେ ବୋଲି ଉଚ୍ଚାରଣ କରିବା ଉଚିତ୍ ସରସ୍ୱତୀ ନୁହଁ । ସରସ୍ୱତୀ ହେଉଛନ୍ତି..., ମୋର ଆଧ୍ୟାତ୍ମିକ ଗୁରୁ । ତେଣୁ ତାଙ୍କର ଶିଷ୍ୟ ସାରସ୍ୱତେ । ସାରସ୍ୱତେ ଦେବଂ ଗୌର-ବାଣୀ ପ୍ରଚାରିଣେ । ଏଗୁଡ଼ିକ ହେଉଛି କାର୍ଯ୍ୟକଳାପ । ତୁମର ଆଧ୍ୟାତ୍ମିକ ଗୁରୁଙ୍କ କାର୍ଯ୍ୟକଳାପ କ’ଣ? ସେ କେବଳ ଭଗବାନ ଚୈତନ୍ୟଙ୍କ ବାର୍ତ୍ତା ପ୍ରଚାର କରୁଛନ୍ତି । ତାହା ହେଉଛି ତାଙ୍କର ବ୍ୟବସାୟ। "
710810 - ପ୍ରବଚନ SB 01.01.02 - ଲଣ୍ଡନ