OR/710903 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ଲଣ୍ଡନ]]
[[Category:OR/ଅମୃତ ବାଣୀ - ଲଣ୍ଡନ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710829 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710829|OR/710912 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୋମବାସା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710912}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710903BA-LONDON_ND_01.mp3</mp3player>|"ତେଣୁ ଏହି ଭକ୍ତିବିନୋଦ ଠାକୁର, ନିୟମିତ ଭାବରେ ସେ ତାଙ୍କ କାର୍ଯ୍ୟାଳୟରୁ ଆସୁଥିଲେ ଏବଂ ରାତ୍ରୀ ଭୋଜନ କରିବା ପରେ ସେ ସଙ୍ଗେ ସଙ୍ଗେ ଶୋଇବାକୁ ଯାଆନ୍ତି ଏବଂ ରାତି ବାରଟାରେ ଉଠନ୍ତି ଏବଂ ସେ ପୁସ୍ତକ ଲେଖୁଥିଲେ। ସେ ଲେଖିଥିଲେ ..., ସେ ପ୍ରାୟ ଶହେଟି ପୁସ୍ତକ ଦେଇ ଯାଇଛନ୍ତି ।  ଏବଂ ସେ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମସ୍ଥାନ ଆବିଷ୍କାର କରିଥିଲେ, ମାୟପୁରର ସେହି ଜନ୍ମ ସ୍ଥାନ କିପରି ବିକାଶ କରିବେ ସେ ସଂଗଠିତ କରିଥିଲେ। ତାଙ୍କର ବହୁତ ବ୍ୟବସାୟ ଥିଲା। ସେ ଚୈତନ୍ୟଙ୍କ ଦର୍ଶନ ବିଷୟରେ ପ୍ରଚାର କରିବାକୁ ଯାଉଥିଲେ। ସେ ବିଦେଶୀ ଦେଶକୁ ପୁସ୍ତକ ବିକ୍ରି କରୁଥିଲେ। ୧୮୯୬ ମସିହାରେ ସେ ମୋଣ୍ଟ୍ରିଆଲ୍ ସ୍ଥିତ ମ୍ୟାକ୍ ଗିଲ୍ ୟୁନିଭରସିଟିରେ ଲାଇଫ୍ ଏବଂ ପ୍ରେସେପ୍ଟସ୍ ଅଫ୍ ଲର୍ଡ ଚୈତନ୍ୟ ବିକ୍ରୟ କରିବାକୁ ଚେଷ୍ଟା କରିଥିଲେ। ତେଣୁ ସେ ବ୍ୟସ୍ତ ଆଚାର୍ଯ୍ୟ ଥିଲେ। ଜଣେ ବ୍ୟବସ୍ଥିତ ହେବାକୁ ପଡିବ। ଏହା ନୁହେଁ ଯେ 'ମୁଁ ଗୃହସ୍ଥ, ଘର ମାଲିକ, ମୁଁ ଜଣେ ପ୍ରଚାରକ ହୋଇପାରିବି ନାହିଁ।'|Vanisource:710903 - Lecture Festival Appearance Day, Bhaktivinoda Thakura - London|710903 - ପ୍ରବଚନ Festival Appearance Day, Bhaktivinoda Thakura - ଲଣ୍ଡନ}}

Latest revision as of 06:07, 9 November 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଭକ୍ତିବିନୋଦ ଠାକୁର, ନିୟମିତ ଭାବରେ ସେ ତାଙ୍କ କାର୍ଯ୍ୟାଳୟରୁ ଆସୁଥିଲେ ଏବଂ ରାତ୍ରୀ ଭୋଜନ କରିବା ପରେ ସେ ସଙ୍ଗେ ସଙ୍ଗେ ଶୋଇବାକୁ ଯାଆନ୍ତି ଏବଂ ରାତି ବାରଟାରେ ଉଠନ୍ତି ଏବଂ ସେ ପୁସ୍ତକ ଲେଖୁଥିଲେ। ସେ ଲେଖିଥିଲେ ..., ସେ ପ୍ରାୟ ଶହେଟି ପୁସ୍ତକ ଦେଇ ଯାଇଛନ୍ତି । ଏବଂ ସେ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମସ୍ଥାନ ଆବିଷ୍କାର କରିଥିଲେ, ମାୟପୁରର ସେହି ଜନ୍ମ ସ୍ଥାନ କିପରି ବିକାଶ କରିବେ ସେ ସଂଗଠିତ କରିଥିଲେ। ତାଙ୍କର ବହୁତ ବ୍ୟବସାୟ ଥିଲା। ସେ ଚୈତନ୍ୟଙ୍କ ଦର୍ଶନ ବିଷୟରେ ପ୍ରଚାର କରିବାକୁ ଯାଉଥିଲେ। ସେ ବିଦେଶୀ ଦେଶକୁ ପୁସ୍ତକ ବିକ୍ରି କରୁଥିଲେ। ୧୮୯୬ ମସିହାରେ ସେ ମୋଣ୍ଟ୍ରିଆଲ୍ ସ୍ଥିତ ମ୍ୟାକ୍ ଗିଲ୍ ୟୁନିଭରସିଟିରେ ଲାଇଫ୍ ଏବଂ ପ୍ରେସେପ୍ଟସ୍ ଅଫ୍ ଲର୍ଡ ଚୈତନ୍ୟ ବିକ୍ରୟ କରିବାକୁ ଚେଷ୍ଟା କରିଥିଲେ। ତେଣୁ ସେ ବ୍ୟସ୍ତ ଆଚାର୍ଯ୍ୟ ଥିଲେ। ଜଣେ ବ୍ୟବସ୍ଥିତ ହେବାକୁ ପଡିବ। ଏହା ନୁହେଁ ଯେ 'ମୁଁ ଗୃହସ୍ଥ, ଘର ମାଲିକ, ମୁଁ ଜଣେ ପ୍ରଚାରକ ହୋଇପାରିବି ନାହିଁ।'
710903 - ପ୍ରବଚନ Festival Appearance Day, Bhaktivinoda Thakura - ଲଣ୍ଡନ