OR/710913 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୋମବାସା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ମୋମବାସା]]
[[Category:OR/ଅମୃତ ବାଣୀ - ମୋମବାସା]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710912 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୋମବାସା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710912|OR/710915 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୋମବାସା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710915}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710913BG-MOMBASA_ND_01.mp3</mp3player>|"ଆମେ ଭଗବାନଙ୍କର ଏକ ସୂକ୍ଷ୍ମ ଅଂଶ। ଧରାଯାଉ ଭଗବାନ ସୁନାର ମୁଣ୍ଡା, ଏବଂ ଆମେ ଛୋଟ ସୁନା କଣିକା। ତେଣୁ ଯଦିଓ ଆମେ ଛୋଟ କଣିକା, ଗୁଣବତ୍ତା ଅନୁଯାୟୀ ଆମେ ସୁନା। ଭଗବାନ ସୁନା; ଆମେ ସୁନା। ତେଣୁ ଯଦି ତୁମେ ତୁମର ସ୍ଥିତିକୁ ବୁଝି ପାରିବ, ତାହେଲେ ତୁମେ ଭଗବାନଙ୍କୁ ମଧ୍ୟ ବୁଝି ପାରିବ । ଠିକ୍ ଚାଉଳ ବ୍ୟାଗରୁ ତୁମେ ଅଳ୍ପ କିଛି ଶସ୍ୟ ନେଇ ଦେଖ, ତାପରେ ତୁମେ ବୁଝି ପାରିବ ବ୍ୟାଗରେ ଚାଉଳର ଗୁଣ କ’ଣ ଏବଂ ତୁମେ ଏହାର ମୂଲ୍ୟାଙ୍କନ କରିପାରିବ। ଯଦି ତୁମେ ନିଜକୁ ବୁଝିବାକୁ ଚେଷ୍ଟା କର, ତେବେ ତୁମେ ଭଗବାନ କ’ଣ ବୁଝି ପାରିବ । କିମ୍ବା ଅନ୍ୟ ଉପାୟ: ଯଦି ତୁମେ ଭଗବାନଙ୍କୁ ବୁଝୁଛ, ତେବେ ତୁମେ ସବୁକିଛି ବୁଝି ପାରିବ । ଗୋଟିଏ ଉପାୟ ହେଉଛି ଆରୋହଣ ପ୍ରକ୍ରିୟା, ଆଉ ଗୋଟିଏ ପ୍ରକ୍ରିୟା ଅବତରଣ ପ୍ରକ୍ରିୟା । "|Vanisource:710913 - Lecture BG 02.13 - Mombasa|710913 - ପ୍ରବଚନ BG 02.13 - ମୋମବାସା}}

Latest revision as of 06:07, 9 November 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଭଗବାନଙ୍କର ଏକ ସୂକ୍ଷ୍ମ ଅଂଶ। ଧରାଯାଉ ଭଗବାନ ସୁନାର ମୁଣ୍ଡା, ଏବଂ ଆମେ ଛୋଟ ସୁନା କଣିକା। ତେଣୁ ଯଦିଓ ଆମେ ଛୋଟ କଣିକା, ଗୁଣବତ୍ତା ଅନୁଯାୟୀ ଆମେ ସୁନା। ଭଗବାନ ସୁନା; ଆମେ ସୁନା। ତେଣୁ ଯଦି ତୁମେ ତୁମର ସ୍ଥିତିକୁ ବୁଝି ପାରିବ, ତାହେଲେ ତୁମେ ଭଗବାନଙ୍କୁ ମଧ୍ୟ ବୁଝି ପାରିବ । ଠିକ୍ ଚାଉଳ ବ୍ୟାଗରୁ ତୁମେ ଅଳ୍ପ କିଛି ଶସ୍ୟ ନେଇ ଦେଖ, ତାପରେ ତୁମେ ବୁଝି ପାରିବ ବ୍ୟାଗରେ ଚାଉଳର ଗୁଣ କ’ଣ ଏବଂ ତୁମେ ଏହାର ମୂଲ୍ୟାଙ୍କନ କରିପାରିବ। ଯଦି ତୁମେ ନିଜକୁ ବୁଝିବାକୁ ଚେଷ୍ଟା କର, ତେବେ ତୁମେ ଭଗବାନ କ’ଣ ବୁଝି ପାରିବ । କିମ୍ବା ଅନ୍ୟ ଉପାୟ: ଯଦି ତୁମେ ଭଗବାନଙ୍କୁ ବୁଝୁଛ, ତେବେ ତୁମେ ସବୁକିଛି ବୁଝି ପାରିବ । ଗୋଟିଏ ଉପାୟ ହେଉଛି ଆରୋହଣ ପ୍ରକ୍ରିୟା, ଆଉ ଗୋଟିଏ ପ୍ରକ୍ରିୟା ଅବତରଣ ପ୍ରକ୍ରିୟା । "
710913 - ପ୍ରବଚନ BG 02.13 - ମୋମବାସା