OR/720219b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବିଶାଖାପାଟନମ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(No difference)

Revision as of 12:12, 15 December 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ସମସ୍ତ ପ୍ରକୃତି, କୃଷ୍ଣଙ୍କର ବିଭିନ୍ନ ପତ୍ନୀ କିମ୍ବା ଶକ୍ତି, ସେମାନେ ସଂଘର୍ଷ କରୁଛନ୍ତି, ଅନାବଶ୍ୟକ ଭାବରେ ସେମାନେ ପ୍ରାଧାନ୍ୟବାଦୀ ହେବାକୁ ସଂଘର୍ଷ କରୁଛନ୍ତି। ଏହି ଭୌତିକ ଜଗତରେ ସମସ୍ତେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି। ଗୋଟିଏ ରାଷ୍ଟ୍ର ଅନ୍ୟ ରାଷ୍ଟ୍ରଉପରେ ପ୍ରାଧାନ୍ୟବାଦୀ ବିସ୍ତାର କରିବାକୁ ଚେଷ୍ଟା କରୁଛି। ଜଣେ ମଣିଷ ଅନ୍ୟ ଲୋକଙ୍କର ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି। ଜଣେ ଭାଇ ଅନ୍ୟ ଭାଇଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଛି । ଏହା ହେଉଛି ମାୟା ତେଣୁ ସମସ୍ତେ ପ୍ରାଧାନ୍ୟ ଵିସ୍ତାର କରିବାର ମନୋଭାବ ତ୍ୟାଗ କରିବା ଉଚିତ୍ । ତେଣୁ ସମସ୍ତେ ଇଛାକୃତ ଭାବରେ ପରମପୁରୁଷ ଭଗବାନଙ୍କ ଦ୍ଵାରା ନିୟନ୍ତ୍ରିତ ହେବା ପାଇଁ ଆତ୍ମସମର୍ପଣ କରିବା ଉଚିତ୍। ତାହା ହେଉଛି ଶାନ୍ତି । "
720219 - ପ୍ରବଚନ at Gaudiya Math - ବିଶାଖାପାଟନମ୍