OR/720220b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବିଶାଖାପାଟନମ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:06, 17 December 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି କୃଷ୍ଣୋତକୀର୍ତ୍ତନ ଜପ ଏବଂ ନୃତ୍ୟ, ଉଭୟ ଧୀର ଏବଂ ଅଧୀରଙ୍କୁ ଅତ୍ୟନ୍ତ ଆନନ୍ଦଦାୟକ ଅଟେ, ତେଣୁ ଗୋସ୍ୱାମୀମାନେ ସମସ୍ତ ଶ୍ରେଣୀର ପୁରୁଷଙ୍କ ପାଇଁ ପ୍ରିୟ ଥିଲେ। ସେମାନେ ବୃନ୍ଦାବନରେ ରହୁଥିଲେ, କେବଳ ଭକ୍ତମାନେ ଯେ ପସନ୍ଦ କରୁଥିଲେ ତାହା ନୁହଁ ଏପରିକି ସାଧାରଣ ଜନତା ମଧ୍ୟ । ସେମାନେ ମଧ୍ୟ ଗୋସ୍ୱାମୀଙ୍କର ପୂଜା କରୁଥିଲେ, ଏପରିକି ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ସମାଧାନ ପାଇଁ ଗୋସ୍ୱାମୀଙ୍କ ସାମ୍ନାରେ ରଖୁଥିଲେ । ସେମାନେ ସାଧାରଣ ଜନତାଙ୍କ ପାଇଁ ଏତେ ପ୍ରିୟ ଥିଲେ ଯେ ସେମାନେ ପାରିବାରିକ କଳହ ଦାଖଲ କରିବେ ଏବଂ ଗୋସ୍ୱାମୀମାନେ ଯାହା ନିଷ୍ପତ୍ତି ନେବେ ସେମାନେ ତାହାକୁ ଗ୍ରହଣ କରୁଥିଲେ । ଧୀରାଅଧୀର-ଜନ-ପ୍ରିୟଉ, ପ୍ରିୟ-କରଉ କାରଣ ଏହି ଆନ୍ଦୋଳନ ଏତେ ଆନନ୍ଦଦାୟକ ଯେ ଯେକୌଣସି ସ୍ଥାନରେ ଏହା ଆକର୍ଷଣୀୟ ହୋଇପାରେ ଯାହାକୁ ଆମେ ପ୍ରାକ୍ଟିକାଲ୍ ଅନୁଭବ କରୁଛୁ । "
720220 - ପ୍ରବଚନ Excerpt at Krsna Caitanya Matha - ବିଶାଖାପାଟନମ୍