OR/720221 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବିଶାଖାପାଟନମ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:01, 25 December 2021 by Vanibot (talk | contribs) (Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବଦ୍-ଗୀତାରେ କୃଷ୍ଣ କୁହନ୍ତି;
ମାଂ ହି ପାର୍ଥ ବ୍ୟପାଶ୍ରିତ୍ୟ
ୟେଽପି ସ୍ୟୁଃ ପାପୟୋନୟଃ ।
ସ୍ତ୍ରିୟୋ ବୈଶ୍ୟାସ୍ତଥା ଶୂଦ୍ରାସ୍ତେ
ଽପି ଯାନ୍ତି ପରାଂ ଗତିମ୍ ॥
(ଭ.ଗୀ. ୯.୩୨)

ଜିନିଷଟି ହେଉଛି କୃଷ୍ଣ ଚେତନାକୁ ନେବାକୁ ପଡିବ, ତେବେ ସେ କେଉଁଠାରେ ଜନ୍ମ ହୋଇଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ସେ ଦିବ୍ୟ ଜୀବନର ସର୍ବୋଚ୍ଚ ସ୍ଥିତିକୁ ଉନ୍ନୀତ ହୋଇପାରିବେ। "

720221 - ପ୍ରବଚନ at Andhra College - ବିଶାଖାପାଟନମ୍