OR/720306 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲିକତା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭୨ Category:OR/ଅ...") |
(No difference)
|
Revision as of 16:55, 22 December 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଭାରତର ଏତେ ଦୁଃଖଦାୟକ ସ୍ଥିତି। ସେମାନେ ଏହି ବୈଦିକ ସାହିତ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ସେମାନଙ୍କର ଜନ୍ମ ଅଧିକାର । ଚୈତନ୍ୟ ମହାପ୍ରଭୂ ସମାନ କଥା କୁହନ୍ତି:
ଏହା ଭାରତୀୟ ମାନଙ୍କର କର୍ତ୍ତବ୍ୟ ଯେ ଏହି ସମସ୍ତ ବୈଦିକ ସାହିତ୍ୟ ଶିଖିବା, କୃଷ୍ଣ ଭାବନାମୃତରେ ତାଙ୍କ ଜୀବନକୁ ସଫଳ କରିବା ଏବଂ ସମଗ୍ର ବିଶ୍ୱରେ ସୁସମାଚାର ପ୍ରଚାର କରିବା । ତାହା ହେଉଛି ଭାରତର କର୍ତ୍ତବ୍ୟ। " |
720306 - ପ୍ରବଚନ SB 07.09.08-9 - କଲିକତା |