OR/720322 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭୨ Category:OR/ଅ...") |
(No difference)
|
Revision as of 13:19, 24 December 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ତେଣୁ ବୈକୁଣ୍ଠ ଦୁନିଆରେ ପ୍ରଶଂସା ଅଛି, ଏବଂ ଭୌତିକ ଜଗତରେ ଈର୍ଷା ଅଛି ।ସମାନ ଜିନିଷ ଯେତେବେଳେ ବୈକୁଣ୍ଠ ଗୁଣରେ ପରିଣତ ହୁଏ, ଏହା ଏକ ଭିନ୍ନ ଜିନିଷରେ ପରିଣତ ହୁଏ; ଏହା ମତ୍ସରତା ନୁହେଁ। ଏହା ହେଉଛି ପ୍ରଶଂସା: "ଓଃ, ସେ ବହୁତ ସୁନ୍ଦର" । ଠିକ୍ ଯେପରି ରାଧାରାଣୀ । ରାଧାରାଣୀ… କେହି ସର୍ବୋଚ୍ଚ ଭକ୍ତ ହୋଇପାରିବେ ନାହିଁ । କୃଷ୍ଣ ଅନୟାରାଧ୍ୟାତେ । ରାଧାରାଣୀ ଅର୍ଥାତ୍ କୃଷ୍ଣଙ୍କୁ ଉପାସନା କରୁଛନ୍ତି, ସର୍ବୋଚ୍ଚ ସେବା । ଗୋପୀମାନଙ୍କ ମଧ୍ୟରେ - ଗୋପୀମାନେ କୃଷ୍ଣଙ୍କୁ ସେବା କରୁଛନ୍ତି - ଏହାର କୌଣସି ତୁଳନା ନାହିଁ । ଚୈତନ୍ୟ ମହାପ୍ରଭୂ କୁହନ୍ତି, ରମ୍ୟା କାଚିଦ ଉପାସନା ବ୍ରଜ-ବଧୂ-ବର୍ଗେଣ ୟା କଳ୍ପିତା (ଚୈତନ୍ୟ-ମଞ୍ଜୁଷା) । ବ୍ରଜବଧୂ, ଏହି ଝିଅମାନେ, ଏହି ଗଉଡ଼ୁଣୀ ଝିଅମାନେ, ସେମାନେ ଯେପରି କୃଷ୍ଣଙ୍କୁ ପୂଜା କରନ୍ତି, ଦୁନିଆରେ ଏହାର କୌଣସି ତୁଳନା ନାହିଁ । " |
720322 - ପ୍ରବଚନ SB 01.01.01-2 - ମୁମ୍ବାଇ |