OR/720505 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ୟୋଟଓ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(No difference)

Revision as of 18:41, 12 January 2022

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଜିନିଷଗୁଡିକ ଭଗବାନଙ୍କ ଦ୍ଵାରା ଯୋଗାଇ ଦିଆଯାଉଛି, କାରଣ ସେ ମୋତେ ସମସ୍ତ ସୁବିଧା ପ୍ରଦାନ କରୁଛନ୍ତି ଏହି ଭୌତିକ ଜଗତକୁ ହୃଦୟ ତୃପ୍ତିକରି ଉପଭୋଗ କରିବା ପାଇଁ ସମସ୍ତ ସାମଗ୍ରୀ ଯୋଗାଇ ଦେଉଛନ୍ତି । ତାହା ହେଉଛି ଭୌତିକ ସ୍ଥିତି। ତେଣୁ ଏହି ମୂର୍ଖ ବ୍ୟକ୍ତିମାନେ ସୁଯୋଗ ନେଉଛନ୍ତି, କିନ୍ତୁ ଏହା ସୁଯୋଗ ନୁହେଁ। ଭଗବାନ ସର୍ବଶକ୍ତିମାନ ଅଟନ୍ତି । ସେ ଜାଣିବାମାତ୍ରେ ଯେ ମୁଁ ଏହା ଚାହୁଁଛି, ସେ ମୋତେ କିଛି ସୁବିଧା ଦିଅନ୍ତି ଯାହା ଦ୍ଵାରା ମୁଁ ତାହା ପାଇବି। ତେଣୁ ଏହା ଅକସ୍ମାତ ନୁହେଁ। ଏହା ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କ ବ୍ୟବସ୍ଥା ଦ୍ୱାରା ହୋଇଥାଏ। କିନ୍ତୁ ସେମାନେ ନାସ୍ତିକ ହୋଇଥିବାରୁ ସେମାନଙ୍କର କୌଣସି ଭଗବାନ ଚେତନାର ଭାବନା ନାହିଁ, ସେମାନେ ଅକସ୍ମାତ ଭାବରେ ଗ୍ରହଣ କରୁଛନ୍ତି, ସେହି ଆବଶ୍ୟକତା ସେହି ସୁଯୋଗ ସୃଷ୍ଟି କରେ; ସ୍ୱୟଂଚାଳିତ ଭାବରେ ଏହା ଆସୁଛି । ସ୍ୱୟଂଚାଳିତ ଭାବରେ ନୁହେଁ । "
720505 - ବାର୍ତ୍ତାଳାପ - ୟୋଟଓ