OR/720521 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭୨ Category:OR/ଅ...") |
(No difference)
|
Revision as of 18:18, 13 January 2022
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ମହିଳା ପ୍ରତିପକ୍ଷଙ୍କୁ ସନ୍ତୁଷ୍ଟ କରିବା ପୁରୁଷଙ୍କ ପାଇଁ ଆନନ୍ଦଦାୟକ ଅଟେ। ଏହା ମୌଳିକ ସୃଷ୍ଟି । ରାଧା-କୃଷ୍ଣ-ପ୍ରଣୟ-ବିକୃତିର ଆହ୍ଲାଦିନୀ-ଶକ୍ତିଃ । ଏହି ରାଧା-କୃଷ୍ଣ ପ୍ରେମ ସମ୍ପର୍କ ମୌଳିକ ରୂପରେ ଅଛି। ରାଧାରାଣୀ, ମହିଳା ପ୍ରତିପକ୍ଷ। ଆହ୍ଲାଦିନୀ-ଶକ୍ତି, ପରମପୁରୁଷଙ୍କର ଆନନ୍ଦ ଶକ୍ତି । " |
720521 - ପ୍ରବଚନ - ଲସ ଆ଼ଞ୍ଜେଲ୍ସ |