OR/720604b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମେକ୍ସିକୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୨]]
[[Category:OR/ଅମୃତ ବାଣୀ - ୧୯୭୨]]
[[Category:OR/ଅମୃତ ବାଣୀ - ମେକ୍ସିକୋ]]
[[Category:OR/ଅମୃତ ବାଣୀ - ମେକ୍ସିକୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/720604 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମେକ୍ସିକୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720604|OR/720615 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720615}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/720604R3-MEXICO_CITY_ND_01.mp3</mp3player>|ବ୍ୟକ୍ତି: କୃଷ୍ଣ କାହିଁକି ବ୍ରହ୍ମାଣ୍ଡ ସୃଷ୍ଟି କଲେ? <br />

ପ୍ରଭୁପାଦ: କାରଣ ସେ ସୃଷ୍ଟିକର୍ତ୍ତା । ଭଗବାନ, ସେ ସୃଷ୍ଟିକର୍ତ୍ତା ଭାବରେ ଜଣାଶୁଣା । ସେ ବହୁତ ସୃଷ୍ଟି କରୁଛନ୍ତି, ସେ ତୁମକୁ ମଧ୍ୟ ସୃଷ୍ଟି କରିଛନ୍ତି । ଆପଣ ମଧ୍ୟ ସୃଷ୍ଟି କରୁଛନ୍ତି । ଆପଣ ବୈଜ୍ଞାନିକମାନେ, ଆପଣ ଅନେକ ଜିନିଷ ସୃଷ୍ଟି କରୁଛନ୍ତି । ଆପଣମାନେ ସୃଜନଶୀଳ ଶକ୍ତି ପାଇଛନ୍ତି  । ଇଲେକ୍ଟ୍ରିସିଆନ  ଇଲେକ୍ଟ୍ରିକ୍ ଫ୍ୟାନ୍, ଇଲେକ୍ଟ୍ରିକ୍ ଲାଇଟ୍, ହିଟର, ଇଲେକ୍ଟ୍ରିକ୍, ଅନେକ ଜିନିଷ ସୃଷ୍ଟି କରୁଛି । ଇଲେକ୍ଟ୍ରିସିଆନ, ତାହା ହେଉଛି ପ୍ରକୃତି । ଏବଂ ଭଗବାନ ହେଉଛନ୍ତି ସର୍ବୋପରି । ତାଙ୍କର ସୃଷ୍ଟି, ସୃଷ୍ଟି, ସୃଷ୍ଟି କରିବାର ଶକ୍ତି ଅଛି । ସେ ସୃଷ୍ଟି ଦ୍ୱାରା ଅନେକ ହୋଇଯାଆନ୍ତି । ଅନେକ, ଯେତେବେଳେ ବିଭିନ୍ନତା ଥାଏ, ଅନେକ, ଏହାର ଅର୍ଥ ହେଉଛି ସୃଷ୍ଟି । ତେଣୁ ଏହା ମଧ୍ୟ ତାଙ୍କର ସୃଷ୍ଟି ମଧ୍ୟରୁ ଗୋଟିଏ । ଯେତେବେଳେ ସୃଷ୍ଟିର ଆବଶ୍ୟକତା ଥିଲା, ତେଣୁ ସେ ସୃଷ୍ଟି କରିଛନ୍ତି । ଆବଶ୍ୟକତା ଏହା ଥିଲା, କିଛି ଜୀବ, ସେମାନେ ଉପଭୋଗ କରିବାକୁ ଚାହୁଁଥିଲେ । ସେମାନେ କୃଷ୍ଣଙ୍କର ସେବା କରିବାକୁ ଚାହୁଁନଥିଲେ। ତେଣୁ ସେମାନଙ୍କ ପାଇଁ, ଏହି ଭୌତିକ ଜଗତରେ ଉପଭୋଗ କର ।|Vanisource:720604 - Conversation C - Mexico|720604 - ବାର୍ତ୍ତାଳାପ C - ମେକ୍ସିକୋ}}

Latest revision as of 06:17, 21 January 2022

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
ବ୍ୟକ୍ତି: କୃଷ୍ଣ କାହିଁକି ବ୍ରହ୍ମାଣ୍ଡ ସୃଷ୍ଟି କଲେ?

ପ୍ରଭୁପାଦ: କାରଣ ସେ ସୃଷ୍ଟିକର୍ତ୍ତା । ଭଗବାନ, ସେ ସୃଷ୍ଟିକର୍ତ୍ତା ଭାବରେ ଜଣାଶୁଣା । ସେ ବହୁତ ସୃଷ୍ଟି କରୁଛନ୍ତି, ସେ ତୁମକୁ ମଧ୍ୟ ସୃଷ୍ଟି କରିଛନ୍ତି । ଆପଣ ମଧ୍ୟ ସୃଷ୍ଟି କରୁଛନ୍ତି । ଆପଣ ବୈଜ୍ଞାନିକମାନେ, ଆପଣ ଅନେକ ଜିନିଷ ସୃଷ୍ଟି କରୁଛନ୍ତି । ଆପଣମାନେ ସୃଜନଶୀଳ ଶକ୍ତି ପାଇଛନ୍ତି । ଇଲେକ୍ଟ୍ରିସିଆନ ଇଲେକ୍ଟ୍ରିକ୍ ଫ୍ୟାନ୍, ଇଲେକ୍ଟ୍ରିକ୍ ଲାଇଟ୍, ହିଟର, ଇଲେକ୍ଟ୍ରିକ୍, ଅନେକ ଜିନିଷ ସୃଷ୍ଟି କରୁଛି । ଇଲେକ୍ଟ୍ରିସିଆନ, ତାହା ହେଉଛି ପ୍ରକୃତି । ଏବଂ ଭଗବାନ ହେଉଛନ୍ତି ସର୍ବୋପରି । ତାଙ୍କର ସୃଷ୍ଟି, ସୃଷ୍ଟି, ସୃଷ୍ଟି କରିବାର ଶକ୍ତି ଅଛି । ସେ ସୃଷ୍ଟି ଦ୍ୱାରା ଅନେକ ହୋଇଯାଆନ୍ତି । ଅନେକ, ଯେତେବେଳେ ବିଭିନ୍ନତା ଥାଏ, ଅନେକ, ଏହାର ଅର୍ଥ ହେଉଛି ସୃଷ୍ଟି । ତେଣୁ ଏହା ମଧ୍ୟ ତାଙ୍କର ସୃଷ୍ଟି ମଧ୍ୟରୁ ଗୋଟିଏ । ଯେତେବେଳେ ସୃଷ୍ଟିର ଆବଶ୍ୟକତା ଥିଲା, ତେଣୁ ସେ ସୃଷ୍ଟି କରିଛନ୍ତି । ଆବଶ୍ୟକତା ଏହା ଥିଲା, କିଛି ଜୀବ, ସେମାନେ ଉପଭୋଗ କରିବାକୁ ଚାହୁଁଥିଲେ । ସେମାନେ କୃଷ୍ଣଙ୍କର ସେବା କରିବାକୁ ଚାହୁଁନଥିଲେ। ତେଣୁ ସେମାନଙ୍କ ପାଇଁ, ଏହି ଭୌତିକ ଜଗତରେ ଉପଭୋଗ କର ।

720604 - ବାର୍ତ୍ତାଳାପ C - ମେକ୍ସିକୋ