OR/Prabhupada 0005 - ପ୍ରଭୁପାଦ ଯିବନି ତିନି ମିନଟ ରେ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0005 - in all Languages Category:OR-Quotes - 1968 Category:OR-Quotes - Con...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 10: Line 10:
[[Category:Oriya Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0004 - କଉ ଭି ଅଯଥା ଲୋକ କୁ ଶରଣାଗତ କର ନାହିଁ|0004|OR/Prabhupada 0006 - ସମସ୍ତେ ଭଗବାନ - ମୂର୍ଖଙ୍କ ସ୍ୱର୍ଗ|0006}}
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
<div class="center">
<div class="center">
Line 18: Line 21:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|oe9Pz_HQ7Ng|Prabhupada's Life In 3 Minutes - Prabhupāda 0005}}
{{youtube_right|WDg0auN2_7s|ପ୍ରଭୁପାଦ ଯିବନି ତିନି ମିନଟ ରେ<br />- Prabhupāda 0005}}
<!-- END VIDEO LINK -->
<!-- END VIDEO LINK -->


<!-- BEGIN AUDIO LINK -->
<!-- BEGIN AUDIO LINK -->
<mp3player>http://vaniquotes.org/w/images/680924IV-SEA_clip.mp3</mp3player>
<mp3player>https://s3.amazonaws.com/vanipedia/clip/680924IV-SEA_clip.mp3</mp3player>
<!-- END AUDIO LINK -->
<!-- END AUDIO LINK -->



Latest revision as of 15:06, 16 October 2018



Interview -- September 24, 1968, Seattle

ସାକ୍ଷାତକାର : ଆପଣ ନିଜ ବିଷୟରେ କିଛି କହି ପାରିବେ କି ? ଯେମିତି କି, ଆପଣ କୌଠି ଶିକ୍ଷା ଗ୍ରହଣ କାଲେ, କେମିତି ଆପଣ କୃଷ୍ଣଙ୍କ ଭକ୍ତ ହେଲେ ।

ପ୍ରଭୁପାଦ : ମୋ ଜନ୍ମ ଏବଂ ଶିକ୍ଷା ଗ୍ରହଣ କଲିକତା ରେ ହୋଇଥିଲା । କଲିକତା ରେ ମୋ ଘର । ମୁଁ ୧୮୯୬ ରେ ଜନ୍ମ ହୋଇଥିଲି, ଏବଂ ମୁଁ ମୋ ବାପାଙ୍କ ଗେଲ୍ହା ପିଲା ଥିଲି । ତେଣୁ, ମୋ ଶିକ୍ଷା ଗ୍ରହଣ ଟିକେ ଡେରି ରେ ହେଲା, ଏବଂ ତଥାପି,ମୁଁ ଉଚ୍ଚ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିଲି,ଉଚ୍ଚ ବିଦ୍ୟାଳୟ ୮ ବର୍ଷ ଯାଏ । ପ୍ରାଥମିକ ବିଦ୍ୟାଳୟ ରେ ୪ ବର୍ଷ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୮ ବର୍ଷ, ମହାବିଦ୍ୟାଳୟ ରେ ୪ ବର୍ଷ ତାପରେ ମୁଁ ଗାନ୍ଧୀଙ୍କ ଆନ୍ଦୋଳନ, ଜାତୀୟ ଆନ୍ଦୋଳନ ରେ ସଂଲଗ୍ନ ହେଲି । କିନ୍ତୁ ଭଲ ଭାଗ୍ୟ ଯୋଗୁଁ ମୁଁ ମୋ ଗୁରୁ ମହାରାଜାଙ୍କୁ ଭେଟିଲି, ମୋ ଆଧ୍ୟାତ୍ମିକ ଗୁରୁ, ୧୯୨୨ ରେ । ଏବଂ ତା ପର ଠାରୁ, ମୁଁ ଏହି ପଥ ରେ ଆକର୍ଷିତ ହେଲି ଏବଂ ଧୀରେ ଧୀରେ, ମୁଁ ମୋ ଗୃହସ୍ଥ ଜୀବନ କୁ ତ୍ୟାଗ କରିଦେଲି । ୧୯୧୮ ରେ ଯେତେବେଳେ ମୁଁ ତୃତୀୟ ବର୍ଷ ର ବିଦ୍ୟାର୍ଥୀ ଥିଲି, ମୁଁ ବିବାହ କଲି । ଏବଂ ମୋର ପିଲାମାନେ ହେଲେ । ମୁଁ ବ୍ୟବସାୟ କରୁଥିଲି । ତାପରେ ମୁଁ ମୋ ପରିବାର ଜୀବନ ରୁ ୧୯୫୪ ରେ ଅବସର ନେଇଗଲି । ଚାରି ବର୍ଷ ପର୍ଯ୍ୟନ୍ତ ମୁଁ ଏକେଲା ଥିଲି,କୌଣସି ପରିବାର ବିନା । ତାପରେ ୧୯୫୯ ରେ ମୁଁ ବିଧିବଦ୍ଧ ଭାବରେ ସନ୍ୟାସ ଜୀବନ ନେଲି । ତାପରେ ମୁଁ ମୋ ନିଜକୁ ବହି ଲେଖିବାରେ ଉତ୍ସର୍ଗ କଲି । ମୋର ପ୍ରଥମ ପ୍ରକାଶନ ୧୯୬୨ ରେ ଆସିଲା, ଏବଂ ଯେତେବେଳେ ୩ଟି ବହି ହୋଇଗଲା, ସେତେବେଳେ ମୁଁ ୧୯୬୫ ରେ ତୁମ ଦେଶ ପାଇଁ ବାହାରିଲି ଏବଂ ଏଠାରେ ସେପ୍ଟେମ୍ବର ୧୯୬୫ ରେ ପହଞ୍ଚିଲି । ସେବେଠାରୁ, ମୁଁ ଆମେରିକା,କାନାଡା,ୟୁରୋପୀୟ ଦେଶ ରେ କୃଷ୍ଣ-ଚେତନା ପ୍ରଚାର ପ୍ରସାର କରିବାକୁ ଚେଷ୍ଟା କରୁଛି । ଏବଂ ଧୀରେ ଧୀରେ କେନ୍ଦ୍ର ଗୁଡିକ ବିକଶିତ ହେଉଛି । ଶିଷ୍ୟମାନେ ମଧ୍ୟ ବଢୁଛନ୍ତି । ମୋତେ ଦେଖିବାକୁ ଦିଅ କଣ କରାଯିବ ।

ସାକ୍ଷାତକାର: ଆପଣ ନିଜେ କେମିତି ଶିଷ୍ୟ ହେଲେ ? ଆପଣ କଣ ଥିଲେ, ବା ଆପଣ ଶିଷ୍ୟ ହେବ ପୂର୍ବରୁ କଣ ଅନୁସରଣ କରୁଥିଲେ ?

ପ୍ରଭୁପାଦ : ସମାନ ନିୟମ ଯାହା ମୁଁ କହିଲି, ବିଶ୍ବାସ । ମୋର ଜଣେ ସାଙ୍ଗ, ସେ ମତେ ଜବରଦସ୍ତି ଟାଣି କି ମୋ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ନେଇଗଲା । ଏବଂ ଯେତେବେଳେ ମୁଁ ମୋ ଆଧ୍ୟାତ୍ମିକ ଗୁରୁଙ୍କ ସହ କଥା ହେଲି, ମୁ ପ୍ରେରିତ ହେଲି । ଏବଂ ତା ପର ଠାରୁ, ଚାରା ଆରମ୍ଭ ହୋଇଗଲା ।