OR/Prabhupada 0006 - ସମସ୍ତେ ଭଗବାନ - ମୂର୍ଖଙ୍କ ସ୍ୱର୍ଗ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0006 - in all Languages Category:OR-Quotes - 1973 Category:OR-Quotes - Lec...") |
(Vanibot #0023: VideoLocalizer - changed YouTube player to show hard-coded subtitles version) |
||
Line 8: | Line 8: | ||
[[Category:First 11 Pages in all Languages]] | [[Category:First 11 Pages in all Languages]] | ||
[[Category:Oriya Language]] | [[Category:Oriya Language]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{1080 videos navigation - All Languages|Oriya|OR/Prabhupada 0005 - ପ୍ରଭୁପାଦ ଯିବନି ତିନି ମିନଟ ରେ|0005|OR/Prabhupada 0007 - କୃଷ୍ଣଙ୍କ ସରଙ୍ଖ୍ୟନ ଆସିବ|0007}} | |||
<!-- END NAVIGATION BAR --> | |||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
<div class="center"> | <div class="center"> | ||
Line 17: | Line 20: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|dKjrZzzb5zc|ସମସ୍ତେ ଭଗବାନ - ମୂର୍ଖଙ୍କ ସ୍ୱର୍ଗ<br />- Prabhupāda 0006}} | ||
<!-- END VIDEO LINK --> | <!-- END VIDEO LINK --> | ||
<!-- BEGIN AUDIO LINK --> | <!-- BEGIN AUDIO LINK --> | ||
<mp3player> | <mp3player>https://s3.amazonaws.com/vanipedia/clip/731226SB.LA_clip.mp3</mp3player> | ||
<!-- END AUDIO LINK --> | <!-- END AUDIO LINK --> | ||
Line 29: | Line 32: | ||
<!-- BEGIN TRANSLATED TEXT --> | <!-- BEGIN TRANSLATED TEXT --> | ||
ସମସ୍ତେ ଗର୍ବିତ ଅଛନ୍ତି ଯେ “ମୁଁ | ସମସ୍ତେ ଗର୍ବିତ ଅଛନ୍ତି ଯେ “ମୁଁ ସବୁକିଛି ଜାଣିଛି । ତେଣୁ, କୌଣସି ଗୁରୁଙ୍କର ଆବଶ୍ୟକତା ନାହିଁ । ଏହା ଗୁରୁଙ୍କ ନିକଟକୁ ଯିବାର ପଦ୍ଧତି, ଆଧ୍ୟାତ୍ମିକ ଗୁରୁ : ଆତ୍ମସମର୍ପଣ କର, ଯେ “ ମୁଁ ବହୁତ ଗୁଡିକ ବାଜେ ଜିନିଷ ଜାଣିଛି ଯେଉଁ ଗୁଡା ଅନାବଶ୍ୟକ । ଏବେ ମତେ ଦୟାକରି ଶିକ୍ଷା ଦିଅନ୍ତୁ । ଏହାକୁ ସମର୍ପଣ କୁହାଯାଏ । ଠିକ୍ ଯେପରି ଅର୍ଜୁନ କହିଥିଲେ “ ଶିଷ୍ୟସ ତେ ହଂ ସାଧି ମାମ୍ ପ୍ରପ୍ପନ୍ନମ ([[Vanisource:BG 2.7 (1972)|BG 2.7]]) । ଯେତେବେଳେ ଅର୍ଜୁନଙ୍କ ଏବଂ କୃଷ୍ଣଙ୍କ ମଧ୍ୟରେ ଯୁକ୍ତିହେଲା , ଏବଂ ଯେତେବେଳେ ସମସ୍ୟାର ସମାଧାନ ହେଲା ନାହିଁ, ସେତେବେଳେ ଅର୍ଜୁନ କୃଷ୍ଣଙ୍କୁ ସମର୍ପଣ କଲେ, “ମୋର ପ୍ରିୟ କୃଷ୍ଣ, ଏବେ ଆମେ ସାଙ୍ଗ ହିସାବରେ କଥା ହେଉଛୁ । ଆଉ ବନ୍ଧୁ ସଦୃଶ କଥା ନାହିଁ । ମୁଁ ତୁମକୁ ମୋର ଆଧ୍ୟାତ୍ମିକ ଗୁରୁ ଭାବେ ଗ୍ରହଣ କରୁଛି । ଦୟା କରି ମୋର କର୍ତ୍ତବ୍ୟ କଣ ତାହା ମତେ ଶିକ୍ଷା ଦିଅ । ତାହା ହେଉଛି ଭଗବଦ୍ ଗୀତା । | ||
ତେଣୁ, ଜଣକୁ ଶିଖିବାକୁ ପଡିବ । ତଦ୍-ବିଜ୍ଞାନାର୍ଥମ୍ ସ ଗୁରୁମ୍ ଏବ ଅଭିଗଚ୍ଛେତ (MU 1.2.12) । ଏହା ହେଉଛି ବୈଦିକ ଆଦେଶ, ଯେ ଜୀବନ ର ମୂଲ୍ୟ କଣ ? କେମିତି ଏହା ପରିବର୍ତ୍ତନ ହେଉଛି ? କେମିତି ଆମେ ଗୋଟେ ଶରୀର ରୁ ଆଉ ଗୋଟେ ଶରୀର କୁ ସ୍ଥାନାନ୍ତରିତ ହେଉଛୁ ? ମୁଁ କଣ? ମୁଁ ଏହି ଶରୀର ବା ଆର ପାଖରେ ଆଉ କିଛି ? ଏହି ସବୁ ଜିନିଷ ପଚାରିବାକୁ ହେବ । ତାହା ହେଉଛି ମାନବ ଜୀବନ । ଅଥାତୋ ବ୍ରହ୍ମ ଜିଜ୍ଞାସା । ଏହି ତଦନ୍ତ କରିବା ଦରକାର । ତେଣୁ, ଏହି କଳି ଯୁଗ ରେ, କୌଣସି ଜ୍ଞାନ ବିନା, କୌଣସି ତଦନ୍ତ ବିନା, କୌଣସି ଗୁରୁ ବିନା, କୌଣସି ପୁସ୍ତକ ବିନା, ସମସ୍ତେ ଭଗବାନ । ବସ ସେତିକି । ଏହା ଚାଲିଛି, ନିର୍ବୋଧ ମାନଙ୍କ ସ୍ଵର୍ଗ । ତେଣୁ ଏହା ସାହାଯ୍ୟ କରିବା ନାହିଁ, ଏଠି ବିଦୂରଙ୍କ ବିଷୟ ରେ... ସେ ମଧ୍ୟ | |||
:ବିଦୂରୋପି ପରିତ୍ୟଜ୍ୟ | |||
:ପ୍ରଭାସେ ଦେହମ୍ ଆତ୍ମନଃ | |||
:କୃଷ୍ଣାବେସେନ ତଚ୍ଚିତଃ | |||
:ପିତୃଭିଃ ସ୍ଵ-କ୍ଷୟମ୍ ୟୟୌ | |||
:([[Vanisource:SB 1.15.49|SB 1.15.49]]) | |||
ସେ...ମୁଁ ବିଦୂର ବିଷୟରେ କହୁଥିଲି । ବିଦୂର ଯମରାଜ ଥିଲେ । ତେଣୁ ଏକ ସାଧୁବ୍ୟକ୍ତିଙ୍କୁ ଯମରାଜ ନିକଟକୁ ଦଣ୍ଡ ପାଇଁ ଅଣାଗଲା । ଯେତେବେଳେ ସେହି ସାଧୁବ୍ୟକ୍ତି ଯମରାଜଙ୍କୁ ପଚାରିଲା, ଯେ “ମୁଁ ହେଲି...ମୋର ମନେ ପଡୁନି ଯେ ମୁଁ ମୋ ଜୀବନରେ କିଛି ପାପ କରିଛି । ମତେ କାହିଁକି ଏଠି ବିଚାର ପାଇଁ ଅଣାଯାଇଛି ?” ତେଣୁ ଯମରାଜ କହିଲେ, ତୋର ମନେ ପଡୁନି । ତୋର ବାଲ୍ୟାବସ୍ଥାରେ ତୁ ଗୋଟେ ପିମ୍ପୁଡିର ମଳଦ୍ଵାର ଦେଇ ଛୁଞ୍ଚିଫୋଡି ଦେଇଥିଲୁ, ଏବଂ ସେ ମରିଯାଇଥିଲା । ସେଥିପାଇଁ ତୋତେ ଦଣ୍ଡିତ ହେବାକୁ ପଡିବ । ଖାଲି ଦେଖ । ବାଲ୍ୟାବସ୍ଥାରେ, ଅଜ୍ଞାନରେ, କାରଣ ସେ କିଛି ପାପକଳା, ତାକୁ ଦଣ୍ଡ ଦିଆଯିବ । ଏବଂ ଆମେ ଇଚ୍ଛୁକ ଭାବରେ, ଧାର୍ମିକ ନିୟମ ବିରୁଦ୍ଧରେ ଯେ “ତୁମେ କାହାକୁ ମାରିବ ନାହିଁ” ଆମେ କେତେ ହଜାର କଂସାଇଖାନା ଖୋଲି ଦେଇଛୁ, ଗୋଟେ ନିରର୍ଥକ ସିଦ୍ଧାନ୍ତ ଦେଇ ଯେ ପଶୁର କୌଣସି ଆତ୍ମା ନାହିଁ । ଖାଲି ମଜା ଦେଖ । ଏବଂ ଏହି ସବୁ ଚାଲିଛି । ଏବଂ ଆମେ ଶାନ୍ତିରେ ରହିବାକୁ ଚାହୁଞ୍ଚୁ । | |||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 15:06, 16 October 2018
Lecture on SB 1.15.49 -- Los Angeles, December 26, 1973
ସମସ୍ତେ ଗର୍ବିତ ଅଛନ୍ତି ଯେ “ମୁଁ ସବୁକିଛି ଜାଣିଛି । ତେଣୁ, କୌଣସି ଗୁରୁଙ୍କର ଆବଶ୍ୟକତା ନାହିଁ । ଏହା ଗୁରୁଙ୍କ ନିକଟକୁ ଯିବାର ପଦ୍ଧତି, ଆଧ୍ୟାତ୍ମିକ ଗୁରୁ : ଆତ୍ମସମର୍ପଣ କର, ଯେ “ ମୁଁ ବହୁତ ଗୁଡିକ ବାଜେ ଜିନିଷ ଜାଣିଛି ଯେଉଁ ଗୁଡା ଅନାବଶ୍ୟକ । ଏବେ ମତେ ଦୟାକରି ଶିକ୍ଷା ଦିଅନ୍ତୁ । ଏହାକୁ ସମର୍ପଣ କୁହାଯାଏ । ଠିକ୍ ଯେପରି ଅର୍ଜୁନ କହିଥିଲେ “ ଶିଷ୍ୟସ ତେ ହଂ ସାଧି ମାମ୍ ପ୍ରପ୍ପନ୍ନମ (BG 2.7) । ଯେତେବେଳେ ଅର୍ଜୁନଙ୍କ ଏବଂ କୃଷ୍ଣଙ୍କ ମଧ୍ୟରେ ଯୁକ୍ତିହେଲା , ଏବଂ ଯେତେବେଳେ ସମସ୍ୟାର ସମାଧାନ ହେଲା ନାହିଁ, ସେତେବେଳେ ଅର୍ଜୁନ କୃଷ୍ଣଙ୍କୁ ସମର୍ପଣ କଲେ, “ମୋର ପ୍ରିୟ କୃଷ୍ଣ, ଏବେ ଆମେ ସାଙ୍ଗ ହିସାବରେ କଥା ହେଉଛୁ । ଆଉ ବନ୍ଧୁ ସଦୃଶ କଥା ନାହିଁ । ମୁଁ ତୁମକୁ ମୋର ଆଧ୍ୟାତ୍ମିକ ଗୁରୁ ଭାବେ ଗ୍ରହଣ କରୁଛି । ଦୟା କରି ମୋର କର୍ତ୍ତବ୍ୟ କଣ ତାହା ମତେ ଶିକ୍ଷା ଦିଅ । ତାହା ହେଉଛି ଭଗବଦ୍ ଗୀତା ।
ତେଣୁ, ଜଣକୁ ଶିଖିବାକୁ ପଡିବ । ତଦ୍-ବିଜ୍ଞାନାର୍ଥମ୍ ସ ଗୁରୁମ୍ ଏବ ଅଭିଗଚ୍ଛେତ (MU 1.2.12) । ଏହା ହେଉଛି ବୈଦିକ ଆଦେଶ, ଯେ ଜୀବନ ର ମୂଲ୍ୟ କଣ ? କେମିତି ଏହା ପରିବର୍ତ୍ତନ ହେଉଛି ? କେମିତି ଆମେ ଗୋଟେ ଶରୀର ରୁ ଆଉ ଗୋଟେ ଶରୀର କୁ ସ୍ଥାନାନ୍ତରିତ ହେଉଛୁ ? ମୁଁ କଣ? ମୁଁ ଏହି ଶରୀର ବା ଆର ପାଖରେ ଆଉ କିଛି ? ଏହି ସବୁ ଜିନିଷ ପଚାରିବାକୁ ହେବ । ତାହା ହେଉଛି ମାନବ ଜୀବନ । ଅଥାତୋ ବ୍ରହ୍ମ ଜିଜ୍ଞାସା । ଏହି ତଦନ୍ତ କରିବା ଦରକାର । ତେଣୁ, ଏହି କଳି ଯୁଗ ରେ, କୌଣସି ଜ୍ଞାନ ବିନା, କୌଣସି ତଦନ୍ତ ବିନା, କୌଣସି ଗୁରୁ ବିନା, କୌଣସି ପୁସ୍ତକ ବିନା, ସମସ୍ତେ ଭଗବାନ । ବସ ସେତିକି । ଏହା ଚାଲିଛି, ନିର୍ବୋଧ ମାନଙ୍କ ସ୍ଵର୍ଗ । ତେଣୁ ଏହା ସାହାଯ୍ୟ କରିବା ନାହିଁ, ଏଠି ବିଦୂରଙ୍କ ବିଷୟ ରେ... ସେ ମଧ୍ୟ
- ବିଦୂରୋପି ପରିତ୍ୟଜ୍ୟ
- ପ୍ରଭାସେ ଦେହମ୍ ଆତ୍ମନଃ
- କୃଷ୍ଣାବେସେନ ତଚ୍ଚିତଃ
- ପିତୃଭିଃ ସ୍ଵ-କ୍ଷୟମ୍ ୟୟୌ
- (SB 1.15.49)
ସେ...ମୁଁ ବିଦୂର ବିଷୟରେ କହୁଥିଲି । ବିଦୂର ଯମରାଜ ଥିଲେ । ତେଣୁ ଏକ ସାଧୁବ୍ୟକ୍ତିଙ୍କୁ ଯମରାଜ ନିକଟକୁ ଦଣ୍ଡ ପାଇଁ ଅଣାଗଲା । ଯେତେବେଳେ ସେହି ସାଧୁବ୍ୟକ୍ତି ଯମରାଜଙ୍କୁ ପଚାରିଲା, ଯେ “ମୁଁ ହେଲି...ମୋର ମନେ ପଡୁନି ଯେ ମୁଁ ମୋ ଜୀବନରେ କିଛି ପାପ କରିଛି । ମତେ କାହିଁକି ଏଠି ବିଚାର ପାଇଁ ଅଣାଯାଇଛି ?” ତେଣୁ ଯମରାଜ କହିଲେ, ତୋର ମନେ ପଡୁନି । ତୋର ବାଲ୍ୟାବସ୍ଥାରେ ତୁ ଗୋଟେ ପିମ୍ପୁଡିର ମଳଦ୍ଵାର ଦେଇ ଛୁଞ୍ଚିଫୋଡି ଦେଇଥିଲୁ, ଏବଂ ସେ ମରିଯାଇଥିଲା । ସେଥିପାଇଁ ତୋତେ ଦଣ୍ଡିତ ହେବାକୁ ପଡିବ । ଖାଲି ଦେଖ । ବାଲ୍ୟାବସ୍ଥାରେ, ଅଜ୍ଞାନରେ, କାରଣ ସେ କିଛି ପାପକଳା, ତାକୁ ଦଣ୍ଡ ଦିଆଯିବ । ଏବଂ ଆମେ ଇଚ୍ଛୁକ ଭାବରେ, ଧାର୍ମିକ ନିୟମ ବିରୁଦ୍ଧରେ ଯେ “ତୁମେ କାହାକୁ ମାରିବ ନାହିଁ” ଆମେ କେତେ ହଜାର କଂସାଇଖାନା ଖୋଲି ଦେଇଛୁ, ଗୋଟେ ନିରର୍ଥକ ସିଦ୍ଧାନ୍ତ ଦେଇ ଯେ ପଶୁର କୌଣସି ଆତ୍ମା ନାହିଁ । ଖାଲି ମଜା ଦେଖ । ଏବଂ ଏହି ସବୁ ଚାଲିଛି । ଏବଂ ଆମେ ଶାନ୍ତିରେ ରହିବାକୁ ଚାହୁଞ୍ଚୁ ।