OR/Prabhupada 0056 - ଶାସ୍ତ୍ରରେ ବାର ଜଣ ଅଧିକାରିଙ୍କ ବିଷୟରେ ଉଲ୍ଲେଖ କରାଯାଇଛି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0056 - in all Languages Category:OR-Quotes - 1976 Category:OR-Quotes - Mor...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in India]]
[[Category:OR-Quotes - in India]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0055 - ଶ୍ରବଣ ଦ୍ଵାରା କୃଷ୍ଣଙ୍କୁ ସ୍ପର୍ଶ କରିବା|ପୂର୍ବ ପୃଷ୍ଠା - ବିଡିଓ 0055|OR/Prabhupada 0057 - ହୃଦୟ ମାର୍ଜନ କରିବା|ପର ପୃଷ୍ଠା - ବିଡିଓ 0057}}
{{1080 videos navigation - All Languages|Oriya|OR/Prabhupada 0055 - ଶ୍ରବଣ ଦ୍ଵାରା କୃଷ୍ଣଙ୍କୁ ସ୍ପର୍ଶ କରିବା|0055|OR/Prabhupada 0057 - ହୃଦୟ ମାର୍ଜନ କରିବା|0057}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|8hcPNJAy0Dg|ଶାସ୍ତ୍ରରେ ବାର ଜଣ ଅଧିକାରିଙ୍କ ବିଷୟରେ ଉଲ୍ଲେଖ କରାଯାଇଛି<br />- Prabhupāda 0056}}
{{youtube_right|1Ch3wfPjbdQ|ଶାସ୍ତ୍ରରେ ବାର ଜଣ ଅଧିକାରିଙ୍କ ବିଷୟରେ ଉଲ୍ଲେଖ କରାଯାଇଛି<br />- Prabhupāda 0056}}
<!-- END VIDEO LINK -->
<!-- END VIDEO LINK -->


Line 43: Line 43:
:ପ୍ରହଲାଦେ ଜନକେ ଭୀଷ୍ମେ  
:ପ୍ରହଲାଦେ ଜନକେ ଭୀଷ୍ମେ  
:ବଳିର ବୈୟ୍ୟାସକିର ବୟମ୍  
:ବଳିର ବୈୟ୍ୟାସକିର ବୟମ୍  
:([[Vanisource:SB 6.3.20|SB 6.3.20]])  
:([[Vanisource:SB 6.3.20-21|SB 6.3.20]])  


ଧର୍ମର ଅଧିକାରିମାନଙ୍କ ସମ୍ଵନ୍ଧରେ ଏହା ହେଉଛି ୟମରାଜଙ୍କର ଉକ୍ତି । ଧର୍ମ ଅର୍ଥାତ୍ ଭାଗବତ- ଧର୍ମ । ମୁଁ ଭାବୁଛି ମୁଁ ଗତକାଲି ରାତିରେ ବର୍ଣ୍ଣନା କରିଥିଲି, ଧର୍ମ ଅର୍ଥାତ୍ ଭାଗବତ ଅଟେ । ଧର୍ମଂ ତୁ ସାକ୍ଷାଦ୍ ଭଗବତ୍-ପ୍ରଣୀତଂ ([[Vanisource:SB 6.3.19|SB 6.3.19]]) । ଯେପରିକି ଆମର ଶ୍ରୀ ମୂଖ୍ୟ ନ୍ୟାୟାଧିଶ ଆଇନ୍ ଉପରେ ମତ ଦିଅନ୍ତି । ତେଣୁ ଆଇନ ସାଧାରଣ ଲୋକ କିମ୍ଵା କୌଣସି ବ୍ୟାପାରି ଦ୍ଵାରା ନିର୍ମାଣ କରାଯାଇପାରିବ ନାହିଁ । ନା । ଆଇନ କେବଳ ରାଜ୍ୟ ଦ୍ଵାରା, ସରକାରଙ୍କ ଦ୍ଵାରା ନିର୍ମାଣ କରାଯାଇପାରିବ । କେହି ନିର୍ମାଣ କରିପାରିବେ ନାହିଁ । ତାହା ହୋଇପାରିବ ନାହିଁ... ଯଦି ଉଚ୍ଚ ନ୍ୟାୟାଳୟରେ, କେହି ଓକିଲାତି କରେ, "ମହାଶୟ, ମୋର ନିଜର ଆଇନ ଅଛି," ତାହା ଶ୍ରୀ ନ୍ୟାୟାଧିଶ ଗ୍ରହଣ କରିବେ ନାହିଁ । ତେଣୁ ସେହିପରି, ଧର୍ମ ତୁମେ ନିର୍ମାଣ କରିପାରିବ ନାହିଁ । ତୁମେ ଜଣେ ବଡ଼ ମଣିଷ ହୋଇପାର... ଏପରିକି ପ୍ରଧାନ ବିଚାରପତି, ସେ ମଧ୍ୟ ଆଇନ ବନେଇପାରନ୍ତି ନାହିଁ ।  ଆଇନ ରାଜ୍ୟ ଦ୍ଵାରା ଦିଆଯାଏ । ସେହିପରି, ଧର୍ମ ର ଅର୍ଥ ଭାଗବଦ୍ ଧର୍ମ ଏବଂ ଅନ୍ୟ ତଥାକଥିତ ଧର୍ମ ଗୁଡ଼ିକ, ସେଗୁଡିକ ଧର୍ମ ନୁହେଁ । ସେଗୁଡିକୁ ଗ୍ରହଣ କରାଯିବ ନାହିଁ । ଠିକ୍ ସେହିପରି, ତୁମ ଘରେ ଦିଆଯାଇଥିବା ଆଇନକୁ ଗ୍ରହଣ କରାଯିବ ନାହିଁ । ସେଥିପାଇଁ ଧରମମ୍ ତୁ ସାକ୍ସାଦ୍ ଭଗବଦ୍ ପ୍ରଣିତାମ ([[Vanisource:SB 6.3.19|SB 6.3.19]]) ।  
ଧର୍ମର ଅଧିକାରିମାନଙ୍କ ସମ୍ଵନ୍ଧରେ ଏହା ହେଉଛି ୟମରାଜଙ୍କର ଉକ୍ତି । ଧର୍ମ ଅର୍ଥାତ୍ ଭାଗବତ- ଧର୍ମ । ମୁଁ ଭାବୁଛି ମୁଁ ଗତକାଲି ରାତିରେ ବର୍ଣ୍ଣନା କରିଥିଲି, ଧର୍ମ ଅର୍ଥାତ୍ ଭାଗବତ ଅଟେ । ଧର୍ମଂ ତୁ ସାକ୍ଷାଦ୍ ଭଗବତ୍-ପ୍ରଣୀତଂ ([[Vanisource:SB 6.3.19|SB 6.3.19]]) । ଯେପରିକି ଆମର ଶ୍ରୀ ମୂଖ୍ୟ ନ୍ୟାୟାଧିଶ ଆଇନ୍ ଉପରେ ମତ ଦିଅନ୍ତି । ତେଣୁ ଆଇନ ସାଧାରଣ ଲୋକ କିମ୍ଵା କୌଣସି ବ୍ୟାପାରି ଦ୍ଵାରା ନିର୍ମାଣ କରାଯାଇପାରିବ ନାହିଁ । ନା । ଆଇନ କେବଳ ରାଜ୍ୟ ଦ୍ଵାରା, ସରକାରଙ୍କ ଦ୍ଵାରା ନିର୍ମାଣ କରାଯାଇପାରିବ । କେହି ନିର୍ମାଣ କରିପାରିବେ ନାହିଁ । ତାହା ହୋଇପାରିବ ନାହିଁ... ଯଦି ଉଚ୍ଚ ନ୍ୟାୟାଳୟରେ, କେହି ଓକିଲାତି କରେ, "ମହାଶୟ, ମୋର ନିଜର ଆଇନ ଅଛି," ତାହା ଶ୍ରୀ ନ୍ୟାୟାଧିଶ ଗ୍ରହଣ କରିବେ ନାହିଁ । ତେଣୁ ସେହିପରି, ଧର୍ମ ତୁମେ ନିର୍ମାଣ କରିପାରିବ ନାହିଁ । ତୁମେ ଜଣେ ବଡ଼ ମଣିଷ ହୋଇପାର... ଏପରିକି ପ୍ରଧାନ ବିଚାରପତି, ସେ ମଧ୍ୟ ଆଇନ ବନେଇପାରନ୍ତି ନାହିଁ ।  ଆଇନ ରାଜ୍ୟ ଦ୍ଵାରା ଦିଆଯାଏ । ସେହିପରି, ଧର୍ମ ର ଅର୍ଥ ଭାଗବଦ୍ ଧର୍ମ ଏବଂ ଅନ୍ୟ ତଥାକଥିତ ଧର୍ମ ଗୁଡ଼ିକ, ସେଗୁଡିକ ଧର୍ମ ନୁହେଁ । ସେଗୁଡିକୁ ଗ୍ରହଣ କରାଯିବ ନାହିଁ । ଠିକ୍ ସେହିପରି, ତୁମ ଘରେ ଦିଆଯାଇଥିବା ଆଇନକୁ ଗ୍ରହଣ କରାଯିବ ନାହିଁ । ସେଥିପାଇଁ ଧରମମ୍ ତୁ ସାକ୍ସାଦ୍ ଭଗବଦ୍ ପ୍ରଣିତାମ ([[Vanisource:SB 6.3.19|SB 6.3.19]]) ।  


ଆଉ ଭଗବଦ୍ ପ୍ରଣିତାମ ଧର୍ମ କ'ଣ? ଏହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି, ଆମେ ଜାଣିଛୁ, ସମସ୍ତେ । ସେ ଆସିଥିଲେ, କୃଷ୍ଣ ଆସିଥିଲେ । ତାଙ୍କ ଲକ୍ଷ୍ୟ ଥିଲା ଧର୍ମସଂସ୍ଥାପନାର୍ଥାୟ, ଧାର୍ମିକ ସିଦ୍ଧାନ୍ତ ମାନଙ୍କର ସ୍ଥାପନା ପାଇଁ, ବା ପୁନଃସ୍ଥାପନା । ଧର୍ମସ୍ୟ  ଗ୍ଲାନିର୍ଭବତି ଭାରତ । ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ([[Vanisource:BG 4.7|BG 4.7]]) । ତେଣୁ ବେଳେବେଳେ ଗ୍ଲାନି ହୁଏ, ଧର୍ମର ସିଦ୍ଧାନ୍ତ ମାନଙ୍କୁ ନର୍ବାହନ ସମୟରେ ଗ୍ଲାନି ଘଟେ । ସେହି ସମୟରେ କୃଷ୍ଣ ଆସନ୍ତି, ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍ ([[Vanisource:BG 4.8|BG 4.8]]) । ଯୁଗେ ଯୁଗେ ସମ୍ଭବାମି । ତେଣୁ ଏହି ଧର୍ମ, ଶ୍ରୀ କୃଷ୍ଣ ତଥାକଥିତ ଧର୍ମ ଗୁଡିକୁ ପୁନଃ ସଂଗଠନ କରିବା ପାଇଁ ଆସିନଥିଲେ: ହିନ୍ଦୁ ଧର୍ମ, ମୁସଲମାନ୍ ଧର୍, ଇଶାଇ ଧର୍ମ, ବୌଦ୍ଧ ଧର୍ମ । ନୁହେଁ । ଶ୍ରୀମଦ୍ ଭାଗବତ ଅନୁସାର କୁହାଯାଇଛି, ଧର୍ମଃ ପ୍ରୋଜିତାଃ କୌତବ ([[Vanisource:SB 1.1.2|SB 1.1.2]]) । ଏହି ଧର୍ମ ଯାହା ଏକ ପ୍ରକାରର ଠକିବା ପ୍ରକ୍ରିୟା, ସେହି ଭଳି ଧର୍ମକୁ ପ୍ରୋଜ୍ଜହିତ । ପ୍ରକୃଷ୍ଟ ରୂପେନ ଉଜ୍ଜହିତ, ମାନେ ଏହାକୁ ବାହାରକୁ ଫିଙ୍ଗିଦେବା ଉଚିତ୍, ବା ବାଦାରକୁ ତଡ଼ିଦେବା ଉଚିତ୍ ତେଣୁ ପ୍ରକୃତ ଧର୍ମ ହେଉଛି ଭଗବଦ୍ ଧର୍ମ, ପ୍ରକୃତ ଧର୍ମ । ସେଥିପାଇଁ ପ୍ରହଲାଦ ମହାରାଜା କହିଥିଲେ, କୌମାର ଆଚରେତ ପ୍ରାଜ୍ଞୋ ଧର୍ମାନ୍ ଭାଗବତାନ୍ ଇହ ([[Vanisource:SB 7.6.1|SB 7.6.1]]) । ପ୍ରକୃତରେ ଧର୍ମ ମାନେ ଭଗବାନ୍, ଆମର ଭଗବାନ୍ ଙ୍କ ସହ ସମ୍ବନ୍ଧ, ଏବଂ ସେହି ସମ୍ବନ୍ଧ ଅନୁସାରେ ଆମକୁ ଚାଲିବାକୁ ହେବ, ତେବେ ଆମେ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ପାଇପାରିବା । ଏହାହିଁ ଧର୍ମ ଅଟେ  
ଆଉ ଭଗବଦ୍ ପ୍ରଣିତାମ ଧର୍ମ କ'ଣ? ଏହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି, ଆମେ ଜାଣିଛୁ, ସମସ୍ତେ । ସେ ଆସିଥିଲେ, କୃଷ୍ଣ ଆସିଥିଲେ । ତାଙ୍କ ଲକ୍ଷ୍ୟ ଥିଲା ଧର୍ମସଂସ୍ଥାପନାର୍ଥାୟ, ଧାର୍ମିକ ସିଦ୍ଧାନ୍ତ ମାନଙ୍କର ସ୍ଥାପନା ପାଇଁ, ବା ପୁନଃସ୍ଥାପନା । ଧର୍ମସ୍ୟ  ଗ୍ଲାନିର୍ଭବତି ଭାରତ । ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ([[Vanisource:BG 4.7 (1972)|BG 4.7]]) । ତେଣୁ ବେଳେବେଳେ ଗ୍ଲାନି ହୁଏ, ଧର୍ମର ସିଦ୍ଧାନ୍ତ ମାନଙ୍କୁ ନର୍ବାହନ ସମୟରେ ଗ୍ଲାନି ଘଟେ । ସେହି ସମୟରେ କୃଷ୍ଣ ଆସନ୍ତି, ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍ ([[Vanisource:BG 4.8 (1972)|BG 4.8]]) । ଯୁଗେ ଯୁଗେ ସମ୍ଭବାମି । ତେଣୁ ଏହି ଧର୍ମ, ଶ୍ରୀ କୃଷ୍ଣ ତଥାକଥିତ ଧର୍ମ ଗୁଡିକୁ ପୁନଃ ସଂଗଠନ କରିବା ପାଇଁ ଆସିନଥିଲେ: ହିନ୍ଦୁ ଧର୍ମ, ମୁସଲମାନ୍ ଧର୍, ଇଶାଇ ଧର୍ମ, ବୌଦ୍ଧ ଧର୍ମ । ନୁହେଁ । ଶ୍ରୀମଦ୍ ଭାଗବତ ଅନୁସାର କୁହାଯାଇଛି, ଧର୍ମଃ ପ୍ରୋଜିତାଃ କୌତବ ([[Vanisource:SB 1.1.2|SB 1.1.2]]) । ଏହି ଧର୍ମ ଯାହା ଏକ ପ୍ରକାରର ଠକିବା ପ୍ରକ୍ରିୟା, ସେହି ଭଳି ଧର୍ମକୁ ପ୍ରୋଜ୍ଜହିତ । ପ୍ରକୃଷ୍ଟ ରୂପେନ ଉଜ୍ଜହିତ, ମାନେ ଏହାକୁ ବାହାରକୁ ଫିଙ୍ଗିଦେବା ଉଚିତ୍, ବା ବାଦାରକୁ ତଡ଼ିଦେବା ଉଚିତ୍ ତେଣୁ ପ୍ରକୃତ ଧର୍ମ ହେଉଛି ଭଗବଦ୍ ଧର୍ମ, ପ୍ରକୃତ ଧର୍ମ । ସେଥିପାଇଁ ପ୍ରହଲାଦ ମହାରାଜା କହିଥିଲେ, କୌମାର ଆଚରେତ ପ୍ରାଜ୍ଞୋ ଧର୍ମାନ୍ ଭାଗବତାନ୍ ଇହ ([[Vanisource:SB 7.6.1|SB 7.6.1]]) । ପ୍ରକୃତରେ ଧର୍ମ ମାନେ ଭଗବାନ୍, ଆମର ଭଗବାନ୍ ଙ୍କ ସହ ସମ୍ବନ୍ଧ, ଏବଂ ସେହି ସମ୍ବନ୍ଧ ଅନୁସାରେ ଆମକୁ ଚାଲିବାକୁ ହେବ, ତେବେ ଆମେ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ପାଇପାରିବା । ଏହାହିଁ ଧର୍ମ ଅଟେ  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 15:31, 16 October 2018



Lecture on SB 7.6.1 -- Madras, January 2, 1976

ଶ୍ରୀ ପ୍ରହରାଦ ଉବାଚ
କୋମାର ଆଚରେତ ପ୍ରାଜ୍ଞେ
ଧର୍ମାନ୍ ଭାଗବତାନ୍ ଇହ
ଦୁର୍ଲଭଂ ମାନୁଷଂ ଜନ୍ମ
ତଦ ଅପି ଅଧ୍ରୁବମ୍ ଅର୍ଥଦମ୍
(SB 7.6.1)

ସେ ହେଉଛନ୍ତି ପ୍ରହଲାଦ ମାହାରାଜା । କୃଷ୍ଣ ଚେତନା ଅଧିକାରୀମାନଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ । ଶାସ୍ତ୍ରରେ ବାରଜଣ ଅଧିକାରିଙ୍କ ବିଷୟରେ ଉଲ୍ଲେଖ କରାଯାଇଛି

ସ୍ଵୟମ୍ଭୁର ନାରଦଃ ଶମ୍ଭୁଃ
କୁମାରଃ କପିଳେ ମନୁଃ
ପ୍ରହଲାଦେ ଜନକେ ଭୀଷ୍ମେ
ବଳିର ବୈୟ୍ୟାସକିର ବୟମ୍
(SB 6.3.20)

ଧର୍ମର ଅଧିକାରିମାନଙ୍କ ସମ୍ଵନ୍ଧରେ ଏହା ହେଉଛି ୟମରାଜଙ୍କର ଉକ୍ତି । ଧର୍ମ ଅର୍ଥାତ୍ ଭାଗବତ- ଧର୍ମ । ମୁଁ ଭାବୁଛି ମୁଁ ଗତକାଲି ରାତିରେ ବର୍ଣ୍ଣନା କରିଥିଲି, ଧର୍ମ ଅର୍ଥାତ୍ ଭାଗବତ ଅଟେ । ଧର୍ମଂ ତୁ ସାକ୍ଷାଦ୍ ଭଗବତ୍-ପ୍ରଣୀତଂ (SB 6.3.19) । ଯେପରିକି ଆମର ଶ୍ରୀ ମୂଖ୍ୟ ନ୍ୟାୟାଧିଶ ଆଇନ୍ ଉପରେ ମତ ଦିଅନ୍ତି । ତେଣୁ ଆଇନ ସାଧାରଣ ଲୋକ କିମ୍ଵା କୌଣସି ବ୍ୟାପାରି ଦ୍ଵାରା ନିର୍ମାଣ କରାଯାଇପାରିବ ନାହିଁ । ନା । ଆଇନ କେବଳ ରାଜ୍ୟ ଦ୍ଵାରା, ସରକାରଙ୍କ ଦ୍ଵାରା ନିର୍ମାଣ କରାଯାଇପାରିବ । କେହି ନିର୍ମାଣ କରିପାରିବେ ନାହିଁ । ତାହା ହୋଇପାରିବ ନାହିଁ... ଯଦି ଉଚ୍ଚ ନ୍ୟାୟାଳୟରେ, କେହି ଓକିଲାତି କରେ, "ମହାଶୟ, ମୋର ନିଜର ଆଇନ ଅଛି," ତାହା ଶ୍ରୀ ନ୍ୟାୟାଧିଶ ଗ୍ରହଣ କରିବେ ନାହିଁ । ତେଣୁ ସେହିପରି, ଧର୍ମ ତୁମେ ନିର୍ମାଣ କରିପାରିବ ନାହିଁ । ତୁମେ ଜଣେ ବଡ଼ ମଣିଷ ହୋଇପାର... ଏପରିକି ପ୍ରଧାନ ବିଚାରପତି, ସେ ମଧ୍ୟ ଆଇନ ବନେଇପାରନ୍ତି ନାହିଁ । ଆଇନ ରାଜ୍ୟ ଦ୍ଵାରା ଦିଆଯାଏ । ସେହିପରି, ଧର୍ମ ର ଅର୍ଥ ଭାଗବଦ୍ ଧର୍ମ ଏବଂ ଅନ୍ୟ ତଥାକଥିତ ଧର୍ମ ଗୁଡ଼ିକ, ସେଗୁଡିକ ଧର୍ମ ନୁହେଁ । ସେଗୁଡିକୁ ଗ୍ରହଣ କରାଯିବ ନାହିଁ । ଠିକ୍ ସେହିପରି, ତୁମ ଘରେ ଦିଆଯାଇଥିବା ଆଇନକୁ ଗ୍ରହଣ କରାଯିବ ନାହିଁ । ସେଥିପାଇଁ ଧରମମ୍ ତୁ ସାକ୍ସାଦ୍ ଭଗବଦ୍ ପ୍ରଣିତାମ (SB 6.3.19) ।

ଆଉ ଭଗବଦ୍ ପ୍ରଣିତାମ ଧର୍ମ କ'ଣ? ଏହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି, ଆମେ ଜାଣିଛୁ, ସମସ୍ତେ । ସେ ଆସିଥିଲେ, କୃଷ୍ଣ ଆସିଥିଲେ । ତାଙ୍କ ଲକ୍ଷ୍ୟ ଥିଲା ଧର୍ମସଂସ୍ଥାପନାର୍ଥାୟ, ଧାର୍ମିକ ସିଦ୍ଧାନ୍ତ ମାନଙ୍କର ସ୍ଥାପନା ପାଇଁ, ବା ପୁନଃସ୍ଥାପନା । ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ । ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ (BG 4.7) । ତେଣୁ ବେଳେବେଳେ ଗ୍ଲାନି ହୁଏ, ଧର୍ମର ସିଦ୍ଧାନ୍ତ ମାନଙ୍କୁ ନର୍ବାହନ ସମୟରେ ଗ୍ଲାନି ଘଟେ । ସେହି ସମୟରେ କୃଷ୍ଣ ଆସନ୍ତି, ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍ (BG 4.8) । ଯୁଗେ ଯୁଗେ ସମ୍ଭବାମି । ତେଣୁ ଏହି ଧର୍ମ, ଶ୍ରୀ କୃଷ୍ଣ ତଥାକଥିତ ଧର୍ମ ଗୁଡିକୁ ପୁନଃ ସଂଗଠନ କରିବା ପାଇଁ ଆସିନଥିଲେ: ହିନ୍ଦୁ ଧର୍ମ, ମୁସଲମାନ୍ ଧର୍, ଇଶାଇ ଧର୍ମ, ବୌଦ୍ଧ ଧର୍ମ । ନୁହେଁ । ଶ୍ରୀମଦ୍ ଭାଗବତ ଅନୁସାର କୁହାଯାଇଛି, ଧର୍ମଃ ପ୍ରୋଜିତାଃ କୌତବ (SB 1.1.2) । ଏହି ଧର୍ମ ଯାହା ଏକ ପ୍ରକାରର ଠକିବା ପ୍ରକ୍ରିୟା, ସେହି ଭଳି ଧର୍ମକୁ ପ୍ରୋଜ୍ଜହିତ । ପ୍ରକୃଷ୍ଟ ରୂପେନ ଉଜ୍ଜହିତ, ମାନେ ଏହାକୁ ବାହାରକୁ ଫିଙ୍ଗିଦେବା ଉଚିତ୍, ବା ବାଦାରକୁ ତଡ଼ିଦେବା ଉଚିତ୍ ତେଣୁ ପ୍ରକୃତ ଧର୍ମ ହେଉଛି ଭଗବଦ୍ ଧର୍ମ, ପ୍ରକୃତ ଧର୍ମ । ସେଥିପାଇଁ ପ୍ରହଲାଦ ମହାରାଜା କହିଥିଲେ, କୌମାର ଆଚରେତ ପ୍ରାଜ୍ଞୋ ଧର୍ମାନ୍ ଭାଗବତାନ୍ ଇହ (SB 7.6.1) । ପ୍ରକୃତରେ ଧର୍ମ ମାନେ ଭଗବାନ୍, ଆମର ଭଗବାନ୍ ଙ୍କ ସହ ସମ୍ବନ୍ଧ, ଏବଂ ସେହି ସମ୍ବନ୍ଧ ଅନୁସାରେ ଆମକୁ ଚାଲିବାକୁ ହେବ, ତେବେ ଆମେ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ପାଇପାରିବା । ଏହାହିଁ ଧର୍ମ ଅଟେ