OR/Prabhupada 0070 - ଭଲଭାବରେ ସଂଚାଳନ କର: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0070 - in all Languages Category:OR-Quotes - 1977 Category:OR-Quotes - Con...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in USA, New York]]
[[Category:OR-Quotes - in USA, New York]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0069 - ମୁଁ ମରିବି ନାହିଁ|ପୂର୍ବ ପୃଷ୍ଠା - ବିଡିଓ 0069|OR/Prabhupada 0071 - ଆମେମାନେ ସମସ୍ତେ ଭଗବାନଙ୍କର ବେଖାତିର୍ ଅପବ୍ୟୟୀ ପୁତ୍ର ଅଟୁ|ପର ପୃଷ୍ଠା - ବିଡିଓ 0071}}
{{1080 videos navigation - All Languages|Oriya|OR/Prabhupada 0069 - ମୁଁ ମରିବି ନାହିଁ|0069|OR/Prabhupada 0071 - ଆମେମାନେ ସମସ୍ତେ ଭଗବାନଙ୍କର ବେଖାତିର୍ ଅପବ୍ୟୟୀ ପୁତ୍ର ଅଟୁ|0071}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|JeJP5SY8SaY|ଭଲଭାବରେ ସଂଚାଳନ କର<br />- Prabhupāda 0070}}
{{youtube_right|yMWIrp5JKqs|ଭଲଭାବରେ ସଂଚାଳନ କର<br />- Prabhupāda 0070}}
<!-- END VIDEO LINK -->
<!-- END VIDEO LINK -->



Latest revision as of 15:38, 16 October 2018



Room Conversation -- April 22, 1977, Bombay

ଆମ ସିଦ୍ଧାନ୍ତରେ ଲାଗିରୁହ ଏବଂ ଦେଖିବ ଯେ ଆମ ଜୀବୀସୀ ସତର୍କ ରହୁ । ତେବେ ସବୁକିଛି ଚାଲି ଥିବ, ମୁଁ ଉପସ୍ଥିତ ନ ଥିଲେ ମଧ୍ୟ । ତାହା କର । ତାହା ମୋର ଅନୁରୋଧ ଅଟେ । ଯାହା ଅଳ୍ପ କିଛି ମୁଁ ତୁମକୁ ଶିଖେଇଛି, ତାକୁ ଅନୁସରଣ କର, ଏବଂ କେହି ପୀଡ଼ିତ ହେବେ ନାହିଁ । କୌଣସି ପ୍ରକାରର ମାୟା ତୁମକୁ ଛୁଇଁ ପାରିବ ନାହିଁ । ବର୍ତ୍ତମାନ କୃଷ୍ଣ ଆମକୁ ଦେଇଛନ୍ତି, ଏବଂ ଟଙ୍କାର କୌଣସି ଅଭାବ ହେବ ନାହିଁ । ତୁମେ ପୁସ୍ତକ ପ୍ରକାଶିତ କର ଏବଂ ବିକ୍ରୟ କର । ତେଣୁ ସବୁକିଛି ଅଛି । ସାରା ଦୁନିଆରେ ଆମର ଭଲ ଆଶ୍ରୟ ସ୍ଥଳି ଅଛି । ଆମର ଆୟ ଅଛି । ତୁମେ ଆମ ସିଦ୍ଧାନ୍ତରେ ଲାଗିରୁହ, ଅନୁସରଣ କର... ଏପରିକି ଯଦି ମୁଁ ଆକସ୍ମିକ ମୃତ୍ୟୁ ବରଣ କରିଲେ ମଧ୍ୟ, ତୁମେ ସମ୍ଭାଳି ନେବ । ବାସ୍ । ତାହା ମୁଁ ଚାହେଁ । ଭଲଭାବରେ ସଂଚାଳନ କର ଏବଂ ଆନ୍ଦୋଳନକୁ ଆଗକୁ ନିଅ । ବର୍ତ୍ତମାନ ବ୍ୟବସ୍ଥା କର । ପଛକୁ ଯାଅ ନାହିଁ । ସତର୍କ ରୁହ । ଆପନୀ ଆଚାରି ପ୍ରଭୁ ଜୀବେରି ଶିକ୍ଷାୟ ।