OR/Prabhupada 0077 - ତୁମେ ବୈଜ୍ଞାନିକ ଏବଂ ଦାର୍ଶନିକ ଦୃଷ୍ଟିରୁ ପଢ଼ିପାରିବ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0077 - in all Languages Category:OR-Quotes - 1971 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in USA]]
[[Category:OR-Quotes - in USA]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0076 - କୃଷ୍ଣଙ୍କୁ ସବୁଜାଗାରେ ଦେଖ|ପୂର୍ବ ପୃଷ୍ଠା - ବିଡିଓ 0076|OR/Prabhupada 0078 - ଏଥିରେ ମୋର କୌଣସି ଶ୍ରେୟ ନାହିଁ|ପର ପୃଷ୍ଠା - ବିଡିଓ 0078}}
{{1080 videos navigation - All Languages|Oriya|OR/Prabhupada 0076 - କୃଷ୍ଣଙ୍କୁ ସବୁଜାଗାରେ ଦେଖ|0076|OR/Prabhupada 0078 - ବିଶ୍ଵାସର ସହିତ ଶୁଣିବାକୁ ଚେଷ୍ଟା କର|0078}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|I31z9tgDRWM|ତୁମେ ବୈଜ୍ଞାନିକ ଏବଂ ଦାର୍ଶନିକ ଦୃଷ୍ଟିରୁ ପଢ଼ିପାରିବ<br />- Prabhupāda 0077}}
{{youtube_right|5nsNOPEWCB0|ତୁମେ ବୈଜ୍ଞାନିକ ଏବଂ ଦାର୍ଶନିକ ଦୃଷ୍ଟିରୁ ପଢ଼ିପାରିବ<br />- Prabhupāda 0077}}
<!-- END VIDEO LINK -->
<!-- END VIDEO LINK -->

Line 30: Line 30:

<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
କୃଷ୍ଣ କୁହନ୍ତି, ଯେଉଁମାନେ ନିରନ୍ତର ଭାବରେ, ଚବିଶ ଘଣ୍ଟା କୃଷ୍ଣ ସେବାରେ ନିଯୁକ୍ତ... ଯେପରି ଏହି ଛାତ୍ରମାନେ, କୃଷ୍ଣ ଚେତନା ସଂଘର ସଦସ୍ୟ, ତମେ ପାଇବ ସେମାନେ ଚବିଶ ଘଣ୍ଟା କୃଷ୍ଣ ଚେତନାରେ ନିଯୁକ୍ତ । ତାହା ହେଉଛି, ମୁଁ କହିବାର ଅର୍ଥ ହେଲା, କୃଷ୍ଣ ଚେତନାଶୀଳ ହେବାର ମହତ୍ଵ । ସେମାନେ ସର୍ବଦା ବ୍ୟସ୍ତ ରୁହନ୍ତି । ଏହି ରଥଯାତ୍ରା ସମାରୋହ ମଧ୍ୟ ଏକ ଏପରି ଦିନ, ଅତି କମରେ, ଗୋଟେ ଦିନ, ତୁମେ ସମସ୍ତେ କୃଷ୍ଣ ଚେତନାରେ ନିଯୁକ୍ତ ହେବା ପାଇଁ ସମର୍ଥ ହୋଇପାରିବ । ତେଣୁ ଏହା କେବଳ ଅଭ୍ୟାସ ଅଟେ, ଏବଂ ତୁମେ ଯଦି ସାରା ଜୀବନ ଏହାକୁ ଅଭ୍ୟାସ କରିବ, ତେବେ ମୃତ୍ୟୁ ସମୟରେ, ଯଦି ତୁମେ ସୌଭାଗ୍ୟ ବଶତଃ କୃଷ୍ଣଙ୍କୁ ସ୍ମରଣ କରିପାରିବ, ତେବେ ତୁମର ଜୀବନ ସଫଳ ହେବ । ସେହି ଅଭ୍ୟାସ ଆବଶ୍ୟକ । ଯଂ ଯଂ ବାପି ସ୍ମରନ୍ ଭାବଂ ତ୍ୟଜତ୍ୟନ୍ତେ କଳେବରମ୍ ([[Vanisource:BG 8.6|BG 8.6]]) । ଆମକୁ ଏହି ଶରୀର ତ୍ୟାଗ କରିବାକୁ ପଡ଼ିବ, ଏହା ସୁନିଶ୍ଚିତ । କିନ୍ତୁ ମୃତ୍ୟୁ ସମୟରେ, ଯଦି ଆମେ କୃଷ୍ଣଙ୍କୁ ସ୍ମରଣ କରିବା, ତୂରନ୍ତ ତୁମେ କୃଷ୍ଣଙ୍କର ଧାମକୁ ଚାଲିଯିବ । କୃଷ୍ଣ ସର୍ବତ୍ର ଅଛନ୍ତି, କିନ୍ତୁ ତଥାପି କୃଷ୍ଣଙ୍କର ଏକ ବିଶେଷ ଧାମ ଅଛି, ଯାହାକୁ ଗୋଲକ ବୃନ୍ଦାବନ କୁହାଯାଏ । ତୁମେ ବୁଝିପାରିବ ଯେ ଅାମର ଶରୀର, ଶରୀର ଅର୍ଥାତ୍ ଇନ୍ଦ୍ରିୟମାନେ, ଏବଂ ଇନ୍ଦ୍ରିୟମାନଙ୍କ ଉପରେ ମନ ଅଛି, ଯାହା ଅତିସୂକ୍ଷ୍ମ ଅଟେ, ଯାହା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରେ, ଏବଂ ମନ ଉପରେ ବୁଦ୍ଧି ଅଛି, ଏବଂ ବୁଦ୍ଧି ଉପରେ ଆତ୍ମା ଅଛି । ଆମ ପାଖରେ କୌଣସି ସୂଚନା ନାହିଁ, କିନ୍ତୁ ଆମେ ଯଦି ଏହି ଭକ୍ତି ଯୋଗ ପ୍ରଣାଳୀ ଅଭ୍ୟାସ କରିବା, କ୍ରମଶଃ ଆମେ ବୁଝିପାରିବା ଯେ ମୁଁ କିଏ । ମୁଁ ଏହି ଶରୀର ନୁହେଁ । ସାଧାରଣତଃ ବଡ଼ ବଡ଼ ବିଦ୍ଵାନମାନେ, ବଡ଼ ବଡ଼ ଦାର୍ଶନିକମାନେ, ବୈଜ୍ଞାନିକମାନେ, ସେମାନେ ମଧ୍ୟ ଏହି ଶରୀର ସଂକ୍ପନାରେ ଅଛନ୍ତି । ସମସ୍ତେ ଭାବୁଛନ୍ତି, "ମୁଁ ଏହି ଶରୀର ଅଟେ," କିନ୍ତୁ ତାହା ଭୁଲ୍ ଧାରଣା ଅଟେ । ଆମେ ଏହି ଶରୀର ନାହୁଁ । ମୁଁ ବୁଝଉଛି । ଶରୀର ଅର୍ଥାତ୍ ଇନ୍ଦ୍ରିୟମାନେ, କିନ୍ତୁ ଇନ୍ଦ୍ରିୟମାନେ ମନ ଦ୍ଵାରା ନିୟନ୍ତ୍ରିତ, ଏବଂ ମନ ବୁଦ୍ଧି ଦ୍ଵାରା ନିୟନ୍ତ୍ରିତ, ଏବଂ ବୁଦ୍ଧି ଆତ୍ମା ଦ୍ଵାରା ନିୟନ୍ତ୍ରିତ ତାହା ତୁମେ ଜାଣିନାହଁ । ସାରା ଦୁନିଆରେ ଆତ୍ମାର ଅସ୍ତିତ୍ଵକୁ କିପରି ବୁଝି ହେବ ସେଥିପାଇଁ କୌଣସି ଶିକ୍ଷା ପ୍ରଣାଳୀ ନାହିଁ, ଯାହାକୁ ବୁଝିବା ମାନବ ଜାତି ପାଇଁ ମୂଖ୍ୟ ଆବଶ୍ୟକତା ଅଟେ । ଏକ ମନୁଷ୍ୟ ପଶୁମାନଙ୍କ ପରି ନିଜର ସମୟ ନଷ୍ଟ କରିବା ଉଚିତ୍ ନୁହେଁ । କେବଳ ଖାଇବା, ଶୋଇବା, ମୈଥୁନ ଏବଂ ଆତ୍ମରକ୍ଷା । ତାହା ପଶୁର ଜୀବନ ଅଟେ । ମନୁଷ୍ୟ ପାଖରେ ଥିବା ଅତିରିକ୍ତ ବୁଦ୍ଧିର ଉପଯୋଗ କରିବା ଉଚିତ୍ ଏହା ବୁଝିବା ପାଇଁ ଯେ "ମୁଁ...ମୁଁ କିଏ? ମୁଁ ଏକ ଆତ୍ମା ଅଟେ ।" ଯଦି ଆମେ ତାହା ବୁଝିପାରିବା ଯେ "ମୁଁ ଏକ ଆତ୍ମା ଅଟେ," ଜୀବନର ଏହି ଶାରୀରିକ ସଂକଳ୍ପନା, ଯାହା ଦୁନିଆର ବିନାଶ କରିଛି... ଜୀବନର ଶାରୀରିକ ସଂକଳ୍ପନା ଯୋଗଁ ମୁଁ ଭାବୁଛି "ମୁଁ ଭାରତୀୟ," ତୁମେ ଭାବୁଛ "ତୁମେ ଆମେରିକୀୟ," ସେ କିଛି ଭାବୁଛି । କିନ୍ତୁ ଆମେ ସମସ୍ତେ ଏକ ଅଟୁ । ଆମେମାନେ ଜୀବ ଆତ୍ମା ଅଟୁ । ଆମେ ସମସ୍ତେ କୃଷ୍ଣଙ୍କର ଶାଶ୍ଵତ ସେବକ ଅଟୁ, ଜଗନ୍ନାଥ ।  
କୃଷ୍ଣ କୁହନ୍ତି, ଯେଉଁମାନେ ନିରନ୍ତର ଭାବରେ, ଚବିଶ ଘଣ୍ଟା କୃଷ୍ଣ ସେବାରେ ନିଯୁକ୍ତ... ଯେପରି ଏହି ଛାତ୍ରମାନେ, କୃଷ୍ଣ ଚେତନା ସଂଘର ସଦସ୍ୟ, ତମେ ପାଇବ ସେମାନେ ଚବିଶ ଘଣ୍ଟା କୃଷ୍ଣ ଚେତନାରେ ନିଯୁକ୍ତ । ତାହା ହେଉଛି, ମୁଁ କହିବାର ଅର୍ଥ ହେଲା, କୃଷ୍ଣ ଚେତନାଶୀଳ ହେବାର ମହତ୍ଵ । ସେମାନେ ସର୍ବଦା ବ୍ୟସ୍ତ ରୁହନ୍ତି । ଏହି ରଥଯାତ୍ରା ସମାରୋହ ମଧ୍ୟ ଏକ ଏପରି ଦିନ, ଅତି କମରେ, ଗୋଟେ ଦିନ, ତୁମେ ସମସ୍ତେ କୃଷ୍ଣ ଚେତନାରେ ନିଯୁକ୍ତ ହେବା ପାଇଁ ସମର୍ଥ ହୋଇପାରିବ । ତେଣୁ ଏହା କେବଳ ଅଭ୍ୟାସ ଅଟେ, ଏବଂ ତୁମେ ଯଦି ସାରା ଜୀବନ ଏହାକୁ ଅଭ୍ୟାସ କରିବ, ତେବେ ମୃତ୍ୟୁ ସମୟରେ, ଯଦି ତୁମେ ସୌଭାଗ୍ୟ ବଶତଃ କୃଷ୍ଣଙ୍କୁ ସ୍ମରଣ କରିପାରିବ, ତେବେ ତୁମର ଜୀବନ ସଫଳ ହେବ । ସେହି ଅଭ୍ୟାସ ଆବଶ୍ୟକ । ଯଂ ଯଂ ବାପି ସ୍ମରନ୍ ଭାବଂ ତ୍ୟଜତ୍ୟନ୍ତେ କଳେବରମ୍ ([[Vanisource:BG 8.6 (1972)|BG 8.6]]) । ଆମକୁ ଏହି ଶରୀର ତ୍ୟାଗ କରିବାକୁ ପଡ଼ିବ, ଏହା ସୁନିଶ୍ଚିତ । କିନ୍ତୁ ମୃତ୍ୟୁ ସମୟରେ, ଯଦି ଆମେ କୃଷ୍ଣଙ୍କୁ ସ୍ମରଣ କରିବା, ତୂରନ୍ତ ତୁମେ କୃଷ୍ଣଙ୍କର ଧାମକୁ ଚାଲିଯିବ । କୃଷ୍ଣ ସର୍ବତ୍ର ଅଛନ୍ତି, କିନ୍ତୁ ତଥାପି କୃଷ୍ଣଙ୍କର ଏକ ବିଶେଷ ଧାମ ଅଛି, ଯାହାକୁ ଗୋଲକ ବୃନ୍ଦାବନ କୁହାଯାଏ । ତୁମେ ବୁଝିପାରିବ ଯେ ଅାମର ଶରୀର, ଶରୀର ଅର୍ଥାତ୍ ଇନ୍ଦ୍ରିୟମାନେ, ଏବଂ ଇନ୍ଦ୍ରିୟମାନଙ୍କ ଉପରେ ମନ ଅଛି, ଯାହା ଅତିସୂକ୍ଷ୍ମ ଅଟେ, ଯାହା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରେ, ଏବଂ ମନ ଉପରେ ବୁଦ୍ଧି ଅଛି, ଏବଂ ବୁଦ୍ଧି ଉପରେ ଆତ୍ମା ଅଛି । ଆମ ପାଖରେ କୌଣସି ସୂଚନା ନାହିଁ, କିନ୍ତୁ ଆମେ ଯଦି ଏହି ଭକ୍ତି ଯୋଗ ପ୍ରଣାଳୀ ଅଭ୍ୟାସ କରିବା, କ୍ରମଶଃ ଆମେ ବୁଝିପାରିବା ଯେ ମୁଁ କିଏ । ମୁଁ ଏହି ଶରୀର ନୁହେଁ । ସାଧାରଣତଃ ବଡ଼ ବଡ଼ ବିଦ୍ଵାନମାନେ, ବଡ଼ ବଡ଼ ଦାର୍ଶନିକମାନେ, ବୈଜ୍ଞାନିକମାନେ, ସେମାନେ ମଧ୍ୟ ଏହି ଶରୀର ସଂକ୍ପନାରେ ଅଛନ୍ତି । ସମସ୍ତେ ଭାବୁଛନ୍ତି, "ମୁଁ ଏହି ଶରୀର ଅଟେ," କିନ୍ତୁ ତାହା ଭୁଲ୍ ଧାରଣା ଅଟେ । ଆମେ ଏହି ଶରୀର ନାହୁଁ । ମୁଁ ବୁଝଉଛି । ଶରୀର ଅର୍ଥାତ୍ ଇନ୍ଦ୍ରିୟମାନେ, କିନ୍ତୁ ଇନ୍ଦ୍ରିୟମାନେ ମନ ଦ୍ଵାରା ନିୟନ୍ତ୍ରିତ, ଏବଂ ମନ ବୁଦ୍ଧି ଦ୍ଵାରା ନିୟନ୍ତ୍ରିତ, ଏବଂ ବୁଦ୍ଧି ଆତ୍ମା ଦ୍ଵାରା ନିୟନ୍ତ୍ରିତ ତାହା ତୁମେ ଜାଣିନାହଁ । ସାରା ଦୁନିଆରେ ଆତ୍ମାର ଅସ୍ତିତ୍ଵକୁ କିପରି ବୁଝି ହେବ ସେଥିପାଇଁ କୌଣସି ଶିକ୍ଷା ପ୍ରଣାଳୀ ନାହିଁ, ଯାହାକୁ ବୁଝିବା ମାନବ ଜାତି ପାଇଁ ମୂଖ୍ୟ ଆବଶ୍ୟକତା ଅଟେ । ଏକ ମନୁଷ୍ୟ ପଶୁମାନଙ୍କ ପରି ନିଜର ସମୟ ନଷ୍ଟ କରିବା ଉଚିତ୍ ନୁହେଁ । କେବଳ ଖାଇବା, ଶୋଇବା, ମୈଥୁନ ଏବଂ ଆତ୍ମରକ୍ଷା । ତାହା ପଶୁର ଜୀବନ ଅଟେ । ମନୁଷ୍ୟ ପାଖରେ ଥିବା ଅତିରିକ୍ତ ବୁଦ୍ଧିର ଉପଯୋଗ କରିବା ଉଚିତ୍ ଏହା ବୁଝିବା ପାଇଁ ଯେ "ମୁଁ...ମୁଁ କିଏ? ମୁଁ ଏକ ଆତ୍ମା ଅଟେ ।" ଯଦି ଆମେ ତାହା ବୁଝିପାରିବା ଯେ "ମୁଁ ଏକ ଆତ୍ମା ଅଟେ," ଜୀବନର ଏହି ଶାରୀରିକ ସଂକଳ୍ପନା, ଯାହା ଦୁନିଆର ବିନାଶ କରିଛି... ଜୀବନର ଶାରୀରିକ ସଂକଳ୍ପନା ଯୋଗଁ ମୁଁ ଭାବୁଛି "ମୁଁ ଭାରତୀୟ," ତୁମେ ଭାବୁଛ "ତୁମେ ଆମେରିକୀୟ," ସେ କିଛି ଭାବୁଛି । କିନ୍ତୁ ଆମେ ସମସ୍ତେ ଏକ ଅଟୁ । ଆମେମାନେ ଜୀବ ଆତ୍ମା ଅଟୁ । ଆମେ ସମସ୍ତେ କୃଷ୍ଣଙ୍କର ଶାଶ୍ଵତ ସେବକ ଅଟୁ, ଜଗନ୍ନାଥ ।  

ତେଣୁ ଆଜି ଏକ ବହୁତ ଭଲ ଦିନ, ଶୁଭ ଦିନ । ଏହି ଦିନ ଭଗବାନ କୃଷ୍ଣ, ଯେତେବେଳେ ସେ ଏହି ପୃଥିବୀରେ ଉପସ୍ଥିତ ଥିଲେ, ସେ କୁରୁକ୍ଷେତ୍ରରେ ଏକ ସୂର୍ଯ୍ୟପରାଗ ସମାରୋହରେ ଯୋଗ ଦେଇଥିଲେ, ଏବଂ କୃଷ୍ଣ, ତାଙ୍କର ବଡ଼ ଭାଇ ବଳରାମ, ଏବଂ ଭଉଣୀ, ସୁଭଦ୍ରାଙ୍କ ସହିତ, କୁରୁକ୍ଷେତ୍ର ଅସିଥିଲେ । ସେହି କୁରୁକ୍ଷେତ୍ର ଭୂମି ଏବେ ପର୍ଯ୍ୟନ୍ତ ଭାରତରେ ଉପସ୍ଥିତ ଅଛି । ଯଦି ତୁମେ କେବେ ଭାରତ ଯିବ ତୁମେ ଏହି କୁରୁକ୍ଷେତ୍ର ଭୂମି ଏବେ ମଧ୍ୟ ସେଠାରେ ପାଇବ । ତେଣୁ ଏହି ରଥଯାତ୍ରା ସମାରୋହ ତାହାର ସ୍ମୃତିରେ ପାଳନ କରାଯାଉଛି ଯେ କୃଷ୍ଣ ତାଙ୍କ ଭାଇ ଏବଂ ଭଉଣୀ ସହିତ କୁରୁକ୍ଷେତ୍ରକୁ ଆସିଥିଲେ । ତେଣୁ ଭଗବାନ ଜଗନ୍ନାଥ, ଭଗବାନ ଚୈତନ୍ୟ ମହାପ୍ରଭୁ, ସେ ପରମାନନ୍ଦରେ ଥିଲେ । ସେ ରାଧାରାଣୀଙ୍କ ପରି ପ୍ରେମ ଭାବନାରେ ଥିଲେ, ତେଣୁ ସେ ଭାବୁଥିଲେ, "କୃଷ୍ଣ, ଦୟାକରି ପୁଣି ଥରେ ବୃନ୍ଦାବନ ଫେରିଆସ ।" ତେଣୁ ସେ ରଥଯାତ୍ରା ସମ୍ମୁଖରେ ନୃତ୍ୟ କରୁଥିଲେ, ଏବଂ ତୁମେ ବୁଝିବ ଯଦି ତୁମେ ତୁମ ଦ୍ଵାରା ପ୍ରକାଶିତ କିଛି ପୁସ୍ତକ ପଢ଼ିବ...ଆମ ସଂସ୍ଥା ଦ୍ଵାରା ପ୍ରକାଶିତ । ଏକ ପୁସ୍ତକକୁ "ଭଗବାନ ଚୈତନ୍ୟଙ୍କର ଶିକ୍ଷା" କୁହାଯାଏ । ଏହା ଏକ ମହତ୍ଵପୂର୍ଣ୍ଣ ପୁସ୍ତକ ଅଟେ । ଯଦି ତୁମେ ଏହି କୃଷ୍ଣ ଚେତନା ଆନ୍ଦୋଳନ ଶିଖିବାକୁ ଚାହୁଁଛ, ଆମ ପାଖରେ ଯଥେଷ୍ଟ ପୁସ୍ତକ ଅଛି । ତୁମେ ବୈଜ୍ଞାନିକ ଏବଂ ଦାର୍ଶନିକ ଦୃଷ୍ଟିରୁ ପଢ଼ିପାରିବ । କିନ୍ତୁ ଯଦି ପଢ଼ିବା ପାଇଁ ତୁମର କୌଣସି ରୁଚି ନାହିଁ, ଯଦି ତୁମେ କେବଳ ହରେ କୃଷ୍ଣ ମନ୍ତ୍ର ଜପ କରିବ, କ୍ରମଶଃ ସବୁକିଛି ତୁମକୁ ବୋଧ ହୋଇଯିବ, ଏବଂ ତୁମେ କୃଷ୍ଣଙ୍କ ସହିତ ତୁମର ସମ୍ପର୍କ ବୁଝିପାରିବ । ଏହି ସମାରୋହରେ ଯୋଗ ଦେଇଥିବାରୁ ମୁଁ ତୁମକୁ ବହୁତ ଧନ୍ୟବାଦ ଜଣାଉଛି । ବର୍ତ୍ତମାନ ଆମେମାନେ ହରେ କୃଷ୍ଣ ମନ୍ତ୍ର ଜପ କରିବା ଏବଂ ଜଗନ୍ନାଥ ସ୍ଵାମୀଙ୍କ ସହିତ ଆଗକୁ ବଢ଼ିଚାଲିବା । ହରେ କୃଷ୍ଣ ।  

<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 15:41, 16 October 2018

Ratha-yatra -- San Francisco, June 27, 1971

କୃଷ୍ଣ କୁହନ୍ତି, ଯେଉଁମାନେ ନିରନ୍ତର ଭାବରେ, ଚବିଶ ଘଣ୍ଟା କୃଷ୍ଣ ସେବାରେ ନିଯୁକ୍ତ... ଯେପରି ଏହି ଛାତ୍ରମାନେ, କୃଷ୍ଣ ଚେତନା ସଂଘର ସଦସ୍ୟ, ତମେ ପାଇବ ସେମାନେ ଚବିଶ ଘଣ୍ଟା କୃଷ୍ଣ ଚେତନାରେ ନିଯୁକ୍ତ । ତାହା ହେଉଛି, ମୁଁ କହିବାର ଅର୍ଥ ହେଲା, କୃଷ୍ଣ ଚେତନାଶୀଳ ହେବାର ମହତ୍ଵ । ସେମାନେ ସର୍ବଦା ବ୍ୟସ୍ତ ରୁହନ୍ତି । ଏହି ରଥଯାତ୍ରା ସମାରୋହ ମଧ୍ୟ ଏକ ଏପରି ଦିନ, ଅତି କମରେ, ଗୋଟେ ଦିନ, ତୁମେ ସମସ୍ତେ କୃଷ୍ଣ ଚେତନାରେ ନିଯୁକ୍ତ ହେବା ପାଇଁ ସମର୍ଥ ହୋଇପାରିବ । ତେଣୁ ଏହା କେବଳ ଅଭ୍ୟାସ ଅଟେ, ଏବଂ ତୁମେ ଯଦି ସାରା ଜୀବନ ଏହାକୁ ଅଭ୍ୟାସ କରିବ, ତେବେ ମୃତ୍ୟୁ ସମୟରେ, ଯଦି ତୁମେ ସୌଭାଗ୍ୟ ବଶତଃ କୃଷ୍ଣଙ୍କୁ ସ୍ମରଣ କରିପାରିବ, ତେବେ ତୁମର ଜୀବନ ସଫଳ ହେବ । ସେହି ଅଭ୍ୟାସ ଆବଶ୍ୟକ । ଯଂ ଯଂ ବାପି ସ୍ମରନ୍ ଭାବଂ ତ୍ୟଜତ୍ୟନ୍ତେ କଳେବରମ୍ (BG 8.6) । ଆମକୁ ଏହି ଶରୀର ତ୍ୟାଗ କରିବାକୁ ପଡ଼ିବ, ଏହା ସୁନିଶ୍ଚିତ । କିନ୍ତୁ ମୃତ୍ୟୁ ସମୟରେ, ଯଦି ଆମେ କୃଷ୍ଣଙ୍କୁ ସ୍ମରଣ କରିବା, ତୂରନ୍ତ ତୁମେ କୃଷ୍ଣଙ୍କର ଧାମକୁ ଚାଲିଯିବ । କୃଷ୍ଣ ସର୍ବତ୍ର ଅଛନ୍ତି, କିନ୍ତୁ ତଥାପି କୃଷ୍ଣଙ୍କର ଏକ ବିଶେଷ ଧାମ ଅଛି, ଯାହାକୁ ଗୋଲକ ବୃନ୍ଦାବନ କୁହାଯାଏ । ତୁମେ ବୁଝିପାରିବ ଯେ ଅାମର ଶରୀର, ଶରୀର ଅର୍ଥାତ୍ ଇନ୍ଦ୍ରିୟମାନେ, ଏବଂ ଇନ୍ଦ୍ରିୟମାନଙ୍କ ଉପରେ ମନ ଅଛି, ଯାହା ଅତିସୂକ୍ଷ୍ମ ଅଟେ, ଯାହା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରେ, ଏବଂ ମନ ଉପରେ ବୁଦ୍ଧି ଅଛି, ଏବଂ ବୁଦ୍ଧି ଉପରେ ଆତ୍ମା ଅଛି । ଆମ ପାଖରେ କୌଣସି ସୂଚନା ନାହିଁ, କିନ୍ତୁ ଆମେ ଯଦି ଏହି ଭକ୍ତି ଯୋଗ ପ୍ରଣାଳୀ ଅଭ୍ୟାସ କରିବା, କ୍ରମଶଃ ଆମେ ବୁଝିପାରିବା ଯେ ମୁଁ କିଏ । ମୁଁ ଏହି ଶରୀର ନୁହେଁ । ସାଧାରଣତଃ ବଡ଼ ବଡ଼ ବିଦ୍ଵାନମାନେ, ବଡ଼ ବଡ଼ ଦାର୍ଶନିକମାନେ, ବୈଜ୍ଞାନିକମାନେ, ସେମାନେ ମଧ୍ୟ ଏହି ଶରୀର ସଂକ୍ପନାରେ ଅଛନ୍ତି । ସମସ୍ତେ ଭାବୁଛନ୍ତି, "ମୁଁ ଏହି ଶରୀର ଅଟେ," କିନ୍ତୁ ତାହା ଭୁଲ୍ ଧାରଣା ଅଟେ । ଆମେ ଏହି ଶରୀର ନାହୁଁ । ମୁଁ ବୁଝଉଛି । ଶରୀର ଅର୍ଥାତ୍ ଇନ୍ଦ୍ରିୟମାନେ, କିନ୍ତୁ ଇନ୍ଦ୍ରିୟମାନେ ମନ ଦ୍ଵାରା ନିୟନ୍ତ୍ରିତ, ଏବଂ ମନ ବୁଦ୍ଧି ଦ୍ଵାରା ନିୟନ୍ତ୍ରିତ, ଏବଂ ବୁଦ୍ଧି ଆତ୍ମା ଦ୍ଵାରା ନିୟନ୍ତ୍ରିତ ତାହା ତୁମେ ଜାଣିନାହଁ । ସାରା ଦୁନିଆରେ ଆତ୍ମାର ଅସ୍ତିତ୍ଵକୁ କିପରି ବୁଝି ହେବ ସେଥିପାଇଁ କୌଣସି ଶିକ୍ଷା ପ୍ରଣାଳୀ ନାହିଁ, ଯାହାକୁ ବୁଝିବା ମାନବ ଜାତି ପାଇଁ ମୂଖ୍ୟ ଆବଶ୍ୟକତା ଅଟେ । ଏକ ମନୁଷ୍ୟ ପଶୁମାନଙ୍କ ପରି ନିଜର ସମୟ ନଷ୍ଟ କରିବା ଉଚିତ୍ ନୁହେଁ । କେବଳ ଖାଇବା, ଶୋଇବା, ମୈଥୁନ ଏବଂ ଆତ୍ମରକ୍ଷା । ତାହା ପଶୁର ଜୀବନ ଅଟେ । ମନୁଷ୍ୟ ପାଖରେ ଥିବା ଅତିରିକ୍ତ ବୁଦ୍ଧିର ଉପଯୋଗ କରିବା ଉଚିତ୍ ଏହା ବୁଝିବା ପାଇଁ ଯେ "ମୁଁ...ମୁଁ କିଏ? ମୁଁ ଏକ ଆତ୍ମା ଅଟେ ।" ଯଦି ଆମେ ତାହା ବୁଝିପାରିବା ଯେ "ମୁଁ ଏକ ଆତ୍ମା ଅଟେ," ଜୀବନର ଏହି ଶାରୀରିକ ସଂକଳ୍ପନା, ଯାହା ଦୁନିଆର ବିନାଶ କରିଛି... ଜୀବନର ଶାରୀରିକ ସଂକଳ୍ପନା ଯୋଗଁ ମୁଁ ଭାବୁଛି "ମୁଁ ଭାରତୀୟ," ତୁମେ ଭାବୁଛ "ତୁମେ ଆମେରିକୀୟ," ସେ କିଛି ଭାବୁଛି । କିନ୍ତୁ ଆମେ ସମସ୍ତେ ଏକ ଅଟୁ । ଆମେମାନେ ଜୀବ ଆତ୍ମା ଅଟୁ । ଆମେ ସମସ୍ତେ କୃଷ୍ଣଙ୍କର ଶାଶ୍ଵତ ସେବକ ଅଟୁ, ଜଗନ୍ନାଥ ।