OR/Prabhupada 0087 - ଭୌତିକ ପ୍ରକୃତିର ନିୟମ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0087 - in all Languages Category:OR-Quotes - 1970 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in USA]]
[[Category:OR-Quotes - in USA]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0086 - ଏତେ ଅସମାନତା କାହିଁକି ଅଛି|0086|OR/Prabhupada 0088 - ଯେଉଁ ଛାତ୍ରମାନେ ଆମ ସହିତ ଯୋଗ ଦିଅନ୍ତି|0088}}
{{1080 videos navigation - All Languages|Oriya|OR/Prabhupada 0086 - ଏତେ ଅସମାନତା କାହିଁକି ଅଛି|0086|OR/Prabhupada 0088 - ଯେଉଁ ଛାତ୍ରମାନେ ଆମ ସହିତ ଯୋଗ ଦେଇଛନ୍ତି, ସେମାନେ ଶ୍ରବଣ କରିଛନ୍ତି, ଶୁଣିବା ଦ୍ଵାରା|0088}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|GJ-ntP22Hrw|ଭୌତିକ ପ୍ରକୃତିର ନିୟମ <br />- Prabhupāda 0087}}
{{youtube_right|6e581KghnAY|ଭୌତିକ ପ୍ରକୃତିର ନିୟମ <br />- Prabhupāda 0087}}
<!-- END VIDEO LINK -->
<!-- END VIDEO LINK -->


Line 30: Line 30:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ହଁ । ଭୌତିକ ଜଗତରେ ସବୁଜିନିଷ, ଏକ ନିର୍ଦ୍ଧିଷ୍ଟ ସମୟରେ ସୀମିତ । ଏବଂ ସେହି ନର୍ଦ୍ଧିଷ୍ଟ ସମୟ ମଧ୍ୟରେ ଛଅ ପ୍ରକାରର ପରିବର୍ତ୍ତନ ଘଟେ । ପ୍ରଥମେ ଜନ୍ମ, ତାପରେ ବୃଦ୍ଧି, ତାପରେ ପତନ ଘଟିବା, ତାପରେ ଉତ୍ପାଦନ କରିବା, ତାପରେ ବାସ କରିବା, ତାପରେ ବିଲୁପ୍ତ ହେଇଯିବା । ଏହା ହେଉଛି ଭୌତିକ ପ୍ରକୃତିର ନିୟମ । ଏହି ଫୁଲ ଫୁଟେ, ଏକ କଢ଼ ରୂପରେ, ତାପରେ ବଢ଼େ, ଏବଂ ଦୁଇ, ତିନି ଦିନ ପାଇଁ ରହେ, ତାପରେ ଏହା ବୀଜ ଉତ୍ପାଦନ କରେ, ତାପରେ ଧିରେ ଧିରେ ଶୁଖିଯାଏ, ତାପରେ ବିଲୁପ୍ତ ହୋଇଯାଏ । (ଏକ ତରଫା:) ତୁମେ ଏହିପରି ଭାବରେ ବସ । ତେଣୁ ଏହାକୁ ଷଡ଼-ବିକାର କୁହାଯାଏ, ଛଅ ପ୍ରକାରର ପରିବର୍ତ୍ତନ । ତୁମେ ଏହାକୁ ରୋକିପାରିବ ନାହିଁ, ତଥାକଥିତ ଭୌତିକ ବିଜ୍ଞାନ ଦ୍ଵାରା । ନା । ଏହା ଅବିଦ୍ୟା ଅଟେ । ଲୋକମାନେ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି, ଏବଂ ବେଳେବେଳେ ମୂର୍ଖ ଭଳିଆ କଥା କୁହନ୍ତି ଯେ ବୌଜ୍ଞାନିକ ଜ୍ଞାନ ଦ୍ଵାରା ମଣିଷ ଅମର ହୋଇଯିବେ । ରୂଷବାସୀ ମାନେ କୁହନ୍ତି, ଏହିପରି । ତେଣୁ ଏହା ହେଉଛି ଅବିଦ୍ୟା, ଅଜ୍ଞାନ । ତୁମେ ଏହି ଭୌତିକ ପ୍ରକ୍ରିୟାର ନିୟମଗୁଡ଼ିକୁ ରୋକିପାରିବ ନାହିଁ । ସେଥିପାଇଁ ଭଗବଦ୍ ଗୀତାରେ କୁହାଯାଇଛି, ଦୈବି ହ୍ୟେଷା ଗୁଣମୟୀ ମମ ମାୟା ଦୁର୍ତ୍ୟୟା ([[Vanisource:BG 7.14|BG 7.14]]) । ଭୌତିକ ପ୍ରକୃତିର ପ୍ରକ୍ରିୟା, ଯାହା ତିନି ଗୁଣରୁ ନର୍ମିତ- ସତ୍ଵ-ଗୁଣ, ରଜୋ-ଗୁଣ, ତମୋ-ଗୁଣ...ତ୍ରି-ଗୁଣ । ଗୁଣର ଅନ୍ୟ ନାମ ହେଉଛି ରସି । ଯେପରିକି ତୁମେ ରସି ଦେଖିଛ, ତାହା ତିନି ପ୍ରକାରରେ ମୋଡ଼ା ହେଇଥାଏ । ପ୍ରଥମତଃ ପତଳା ରସି, ତାପରେ ସେପରି ତିନଟି ରସି ମୋଡ଼ାଯାଏ, ତାପରେ ପୁଣିଥରେ ତିନଟି ରସି ମୋଡ଼ାଯାଏ, ତାପରେ ପୁଣିଥରେ ତିନଟି । ଏହା ବହୁତ ଶକ୍ତିଶାଳୀ ହୋଇଯାଏ । ତେଣୁ ଏହି ତିନି ଗୁଣ, ସତ୍ଵ, ରଜୋ, ତମୋ-ଗୁଣ, ଏଗୁଡ଼ିକ ମିଶ୍ରିତ ଅଟେ । ପୁଣିଥରେ ସେମାନେ ଉପ-ଉତ୍ପାଦ ତିଆରି କରନ୍ତି, ପୁନଃ ମିଶ୍ରଣ, ପୁନଃ ମିଶ୍ରଣ । ଏହିପରି ଭାବରେ ଏକାଅଶି ଥର ସେଗୁଡିକ ମୋଡା ଯାଏ । ତେଣୁ ଗୁଣମୟୀ ମାୟା, ବାରମ୍ବାର ତୁମକୁ ବନ୍ଧିତ କରେ । ତେଣୁ ତୁମେ ଏହି ଭୌତିକ ଜଗତର ବନ୍ଧନରୁ ବାହାରକୁ ଯାଇପାରିବ ନାହିଁ । ବନ୍ଧନ । ତେଣୁ ଏହାକୁ ଅପବର୍ଗ କୁହାଯାଏ । ଏହି କୃଷ୍ଣ ଚେତନା ପ୍ରକ୍ରିୟାର ଅର୍ଥ ହେଉଛି ପବର୍ଗ ପ୍ରକ୍ରିୟାକୁ ସମାପ୍ତ କରିବା ।  
ହଁ । ଭୌତିକ ଜଗତରେ ସବୁଜିନିଷ, ଏକ ନିର୍ଦ୍ଧିଷ୍ଟ ସମୟରେ ସୀମିତ । ଏବଂ ସେହି ନର୍ଦ୍ଧିଷ୍ଟ ସମୟ ମଧ୍ୟରେ ଛଅ ପ୍ରକାରର ପରିବର୍ତ୍ତନ ଘଟେ । ପ୍ରଥମେ ଜନ୍ମ, ତାପରେ ବୃଦ୍ଧି, ତାପରେ ପତନ ଘଟିବା, ତାପରେ ଉତ୍ପାଦନ କରିବା, ତାପରେ ବାସ କରିବା, ତାପରେ ବିଲୁପ୍ତ ହେଇଯିବା । ଏହା ହେଉଛି ଭୌତିକ ପ୍ରକୃତିର ନିୟମ । ଏହି ଫୁଲ ଫୁଟେ, ଏକ କଢ଼ ରୂପରେ, ତାପରେ ବଢ଼େ, ଏବଂ ଦୁଇ, ତିନି ଦିନ ପାଇଁ ରହେ, ତାପରେ ଏହା ବୀଜ ଉତ୍ପାଦନ କରେ, ତାପରେ ଧିରେ ଧିରେ ଶୁଖିଯାଏ, ତାପରେ ବିଲୁପ୍ତ ହୋଇଯାଏ । (ଏକ ତରଫା:) ତୁମେ ଏହିପରି ଭାବରେ ବସ । ତେଣୁ ଏହାକୁ ଷଡ଼-ବିକାର କୁହାଯାଏ, ଛଅ ପ୍ରକାରର ପରିବର୍ତ୍ତନ । ତୁମେ ଏହାକୁ ରୋକିପାରିବ ନାହିଁ, ତଥାକଥିତ ଭୌତିକ ବିଜ୍ଞାନ ଦ୍ଵାରା । ନା । ଏହା ଅବିଦ୍ୟା ଅଟେ । ଲୋକମାନେ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି, ଏବଂ ବେଳେବେଳେ ମୂର୍ଖ ଭଳିଆ କଥା କୁହନ୍ତି ଯେ ବୌଜ୍ଞାନିକ ଜ୍ଞାନ ଦ୍ଵାରା ମଣିଷ ଅମର ହୋଇଯିବେ । ରୂଷବାସୀ ମାନେ କୁହନ୍ତି, ଏହିପରି । ତେଣୁ ଏହା ହେଉଛି ଅବିଦ୍ୟା, ଅଜ୍ଞାନ । ତୁମେ ଏହି ଭୌତିକ ପ୍ରକ୍ରିୟାର ନିୟମଗୁଡ଼ିକୁ ରୋକିପାରିବ ନାହିଁ । ସେଥିପାଇଁ ଭଗବଦ୍ ଗୀତାରେ କୁହାଯାଇଛି, ଦୈବି ହ୍ୟେଷା ଗୁଣମୟୀ ମମ ମାୟା ଦୁର୍ତ୍ୟୟା ([[Vanisource:BG 7.14 (1972)|BG 7.14]]) । ଭୌତିକ ପ୍ରକୃତିର ପ୍ରକ୍ରିୟା, ଯାହା ତିନି ଗୁଣରୁ ନର୍ମିତ- ସତ୍ଵ-ଗୁଣ, ରଜୋ-ଗୁଣ, ତମୋ-ଗୁଣ...ତ୍ରି-ଗୁଣ । ଗୁଣର ଅନ୍ୟ ନାମ ହେଉଛି ରସି । ଯେପରିକି ତୁମେ ରସି ଦେଖିଛ, ତାହା ତିନି ପ୍ରକାରରେ ମୋଡ଼ା ହେଇଥାଏ । ପ୍ରଥମତଃ ପତଳା ରସି, ତାପରେ ସେପରି ତିନଟି ରସି ମୋଡ଼ାଯାଏ, ତାପରେ ପୁଣିଥରେ ତିନଟି ରସି ମୋଡ଼ାଯାଏ, ତାପରେ ପୁଣିଥରେ ତିନଟି । ଏହା ବହୁତ ଶକ୍ତିଶାଳୀ ହୋଇଯାଏ । ତେଣୁ ଏହି ତିନି ଗୁଣ, ସତ୍ଵ, ରଜୋ, ତମୋ-ଗୁଣ, ଏଗୁଡ଼ିକ ମିଶ୍ରିତ ଅଟେ । ପୁଣିଥରେ ସେମାନେ ଉପ-ଉତ୍ପାଦ ତିଆରି କରନ୍ତି, ପୁନଃ ମିଶ୍ରଣ, ପୁନଃ ମିଶ୍ରଣ । ଏହିପରି ଭାବରେ ଏକାଅଶି ଥର ସେଗୁଡିକ ମୋଡା ଯାଏ । ତେଣୁ ଗୁଣମୟୀ ମାୟା, ବାରମ୍ବାର ତୁମକୁ ବନ୍ଧିତ କରେ । ତେଣୁ ତୁମେ ଏହି ଭୌତିକ ଜଗତର ବନ୍ଧନରୁ ବାହାରକୁ ଯାଇପାରିବ ନାହିଁ । ବନ୍ଧନ । ତେଣୁ ଏହାକୁ ଅପବର୍ଗ କୁହାଯାଏ । ଏହି କୃଷ୍ଣ ଚେତନା ପ୍ରକ୍ରିୟାର ଅର୍ଥ ହେଉଛି ପବର୍ଗ ପ୍ରକ୍ରିୟାକୁ ସମାପ୍ତ କରିବା ।  


ଗତକାଲି ମୁଁ ଗର୍ଗମୁନିଙ୍କୁ ବୁଝାଉଥିଲି ଯେ ପବର୍ଗ କ'ଣ । ଏହି ପବର୍ଗର ଅର୍ଥ ହେଉଛି ବର୍ଣମାଳାର ପ । ତୁମେ ଜାଣିଛ, ଯେଉଁମାନେ ଏହି ଦେବନଗରୀ ଅଧ୍ୟୟନ କରିଛନ୍ତି । ଦେବନଗରୀ ବର୍ଣ୍ଣମାଳା ଅଛି, କ ଖ ଗ ଘ ନ ଚ ଛ ଜ ଝ ଣ । ଏହି ପ୍ରକାରରେ ପାଞ୍ଚଟି ବର୍ଗ ଅଛି, ଏକ ପଂକ୍ତିରେ । ତାପରେ ପଞ୍ଚମ ବର୍ଗ ଆସେ, ପ ଫ ବ ଭ ମ । ତେଣୁ ଏହି ପବର୍ଗ ଅର୍ଥାତ୍ ପ । ସର୍ବପ୍ରଥମେ ପ । ପ ଅର୍ଥାତ୍ ପରବ, ପରାସ୍ତ । ସମସ୍ତେ ଚେଷ୍ଟା କରୁଛନ୍ତି, କଠିନ ସଂଘର୍ଷକରି ଜୀବିତ ରହିବା ପାଇଁ, କିନ୍ତୁ ପରାସ୍ତ ହେଉଛନ୍ତି । ପ୍ରଥମେ ପବର୍ଗ, ପ ଅର୍ଥାତ୍ ପରବ । ଏବଂ ତାପରେ ଫ । ଫ ଅର୍ଥାତ୍ ଫେଣ । ଯେପରିକି ଏକ ଘୋଡ଼ା, ଯେତେବେଳେ କଠିନ ପରିଶ୍ରମ କରେ, ତୁମେ ଦେଖିପାରିବ କିଛି ଫେଣ ମୁହଁରୁ ବାହାରୁଛି, ବେଳେବେଳେ ଆମେ ମଧ୍ୟ, ଯେତେବେଳେ ଥକି ଯାଉ କଠିନ ପରିଶ୍ରମ କରିବା ପରେ, ଜିଭ ଶୁଖିଯାଏ ଏବଂ କିଛି ଫେଣ ବାହାରେ । ତେଣୁ ସମସ୍ତେ ଇନ୍ଦ୍ରିୟମାନଙ୍କ ସନ୍ତୁଷ୍ଟି ପାଇଁ କଠିନ ପରିଶ୍ରମ କରୁଛନ୍ତି, କିନ୍ତୁ ପରାସ୍ତ ହେଉଛନ୍ତି । ପ, ଫ, ଏବଂ ବ । ବ ଅର୍ଥାତ୍ ବନ୍ଧନ । ତେଣୁ ପ୍ରଥମେ ପ, ଦ୍ଵିତୀୟ ଫ, ତାପରେ ବନ୍ଧନ ତୃତୀୟ, ତାପରେ ବ, ଭ । ଭ ଅର୍ଥାତ୍ ବାଡ଼େଇବା, ଭୟଭୀତ । ଏବଂ ତାପରେ ମ । ମ ଅର୍ଥାତ୍ ମୃତ୍ୟୁ । କିମ୍ଵା ମରଣ । ତେଣୁ ଏହି କୃଷ୍ଣ ଚେତନା ପ୍ରକ୍ରିୟା ହେଉଛି ଅପବର୍ଗ । ଅପ । ଅ ଅର୍ଥାତ୍ କିଛି ନୁହେଁ । ପବର୍ଗ ହେଉଛି ଏହି ଭୌତିକ ଜଗତର ଲକ୍ଷଣ, ଏବଂ ଯେତେବେଳେ ତୁମେ ଏହି ଅ ଶବ୍ଦ ଲଗାଅ, ଅପବର୍ଗ, ଅର୍ଥାତ୍ ତାହା  ନିଷ୍ଫଳ  ହେଇଯିବ ।
ଗତକାଲି ମୁଁ ଗର୍ଗମୁନିଙ୍କୁ ବୁଝାଉଥିଲି ଯେ ଏହି ପବର୍ଗ କ'ଣ । ଏହି ପବର୍ଗର ଅର୍ଥ ହେଉଛି ବର୍ଣମାଳାର ପ । ତୁମେ ଜାଣିଛ, ଯେଉଁମାନେ ଏହି ଦେବନଗରୀ ଅଧ୍ୟୟନ କରିଛନ୍ତି । ଦେବନଗରୀ ବର୍ଣ୍ଣମାଳା ଅଛି, କ ଖ ଗ ଘ ନ ଚ ଛ ଜ ଝ ଣ । ଏହି ପ୍ରକାରରେ ପାଞ୍ଚଟି ବର୍ଗ ଅଛି, ଏକ ପଂକ୍ତିରେ । ତାପରେ ପଞ୍ଚମ ବର୍ଗ ଆସେ, ପ ଫ ବ ଭ ମ । ତେଣୁ ଏହି ପବର୍ଗ ଅର୍ଥାତ୍ ପ । ସର୍ବପ୍ରଥମେ ପ । ପ ଅର୍ଥାତ୍ ପରବ, ପରାସ୍ତ । ସମସ୍ତେ ଚେଷ୍ଟା କରୁଛନ୍ତି, କଠିନ ସଂଘର୍ଷକରି ଜୀବିତ ରହିବା ପାଇଁ, କିନ୍ତୁ ପରାସ୍ତ ହେଉଛନ୍ତି । ପ୍ରଥମେ ପବର୍ଗ, ପ ଅର୍ଥାତ୍ ପରବ । ଏବଂ ତାପରେ ଫ । ଫ ଅର୍ଥାତ୍ ଫେଣ । ଯେପରିକି ଏକ ଘୋଡ଼ା, ଯେତେବେଳେ କଠିନ ପରିଶ୍ରମ କରେ, ତୁମେ ଦେଖିପାରିବ କିଛି ଫେଣ ମୁହଁରୁ ବାହାରୁଛି, ବେଳେବେଳେ ଆମେ ମଧ୍ୟ, ଯେତେବେଳେ ଥକି ଯାଉ କଠିନ ପରିଶ୍ରମ କରିବା ପରେ, ଜିଭ ଶୁଖିଯାଏ ଏବଂ କିଛି ଫେଣ ବାହାରେ । ତେଣୁ ସମସ୍ତେ ଇନ୍ଦ୍ରିୟମାନଙ୍କ ସନ୍ତୁଷ୍ଟି ପାଇଁ କଠିନ ପରିଶ୍ରମ କରୁଛନ୍ତି, କିନ୍ତୁ ପରାସ୍ତ ହେଉଛନ୍ତି । ପ, ଫ, ଏବଂ ବ । ବ ଅର୍ଥାତ୍ ବନ୍ଧନ । ତେଣୁ ପ୍ରଥମେ ପ, ଦ୍ଵିତୀୟ ଫ, ତାପରେ ବନ୍ଧନ ତୃତୀୟ, ତାପରେ ବ, ଭ । ଭ ଅର୍ଥାତ୍ ବାଡ଼େଇବା, ଭୟଭୀତ । ଏବଂ ତାପରେ ମ । ମ ଅର୍ଥାତ୍ ମୃତ୍ୟୁ । କିମ୍ଵା ମରଣ । ତେଣୁ ଏହି କୃଷ୍ଣ ଚେତନା ପ୍ରକ୍ରିୟା ହେଉଛି ଅପବର୍ଗ । ଅପ । ଅ ଅର୍ଥାତ୍ କିଛି ନୁହେଁ । ପବର୍ଗ ହେଉଛି ଏହି ଭୌତିକ ଜଗତର ଲକ୍ଷଣ, ଏବଂ ଯେତେବେଳେ ତୁମେ ଏହି ଅ ଶବ୍ଦ ଲଗାଅ, ଅପବର୍ଗ, ଅର୍ଥାତ୍ ତାହା  ନିଷ୍ଫଳ  ହେଇଯିବ।
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 15:46, 16 October 2018



Sri Isopanisad Invocation Lecture -- Los Angeles, April 28, 1970

ହଁ । ଭୌତିକ ଜଗତରେ ସବୁଜିନିଷ, ଏକ ନିର୍ଦ୍ଧିଷ୍ଟ ସମୟରେ ସୀମିତ । ଏବଂ ସେହି ନର୍ଦ୍ଧିଷ୍ଟ ସମୟ ମଧ୍ୟରେ ଛଅ ପ୍ରକାରର ପରିବର୍ତ୍ତନ ଘଟେ । ପ୍ରଥମେ ଜନ୍ମ, ତାପରେ ବୃଦ୍ଧି, ତାପରେ ପତନ ଘଟିବା, ତାପରେ ଉତ୍ପାଦନ କରିବା, ତାପରେ ବାସ କରିବା, ତାପରେ ବିଲୁପ୍ତ ହେଇଯିବା । ଏହା ହେଉଛି ଭୌତିକ ପ୍ରକୃତିର ନିୟମ । ଏହି ଫୁଲ ଫୁଟେ, ଏକ କଢ଼ ରୂପରେ, ତାପରେ ବଢ଼େ, ଏବଂ ଦୁଇ, ତିନି ଦିନ ପାଇଁ ରହେ, ତାପରେ ଏହା ବୀଜ ଉତ୍ପାଦନ କରେ, ତାପରେ ଧିରେ ଧିରେ ଶୁଖିଯାଏ, ତାପରେ ବିଲୁପ୍ତ ହୋଇଯାଏ । (ଏକ ତରଫା:) ତୁମେ ଏହିପରି ଭାବରେ ବସ । ତେଣୁ ଏହାକୁ ଷଡ଼-ବିକାର କୁହାଯାଏ, ଛଅ ପ୍ରକାରର ପରିବର୍ତ୍ତନ । ତୁମେ ଏହାକୁ ରୋକିପାରିବ ନାହିଁ, ତଥାକଥିତ ଭୌତିକ ବିଜ୍ଞାନ ଦ୍ଵାରା । ନା । ଏହା ଅବିଦ୍ୟା ଅଟେ । ଲୋକମାନେ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି, ଏବଂ ବେଳେବେଳେ ମୂର୍ଖ ଭଳିଆ କଥା କୁହନ୍ତି ଯେ ବୌଜ୍ଞାନିକ ଜ୍ଞାନ ଦ୍ଵାରା ମଣିଷ ଅମର ହୋଇଯିବେ । ରୂଷବାସୀ ମାନେ କୁହନ୍ତି, ଏହିପରି । ତେଣୁ ଏହା ହେଉଛି ଅବିଦ୍ୟା, ଅଜ୍ଞାନ । ତୁମେ ଏହି ଭୌତିକ ପ୍ରକ୍ରିୟାର ନିୟମଗୁଡ଼ିକୁ ରୋକିପାରିବ ନାହିଁ । ସେଥିପାଇଁ ଭଗବଦ୍ ଗୀତାରେ କୁହାଯାଇଛି, ଦୈବି ହ୍ୟେଷା ଗୁଣମୟୀ ମମ ମାୟା ଦୁର୍ତ୍ୟୟା (BG 7.14) । ଭୌତିକ ପ୍ରକୃତିର ପ୍ରକ୍ରିୟା, ଯାହା ତିନି ଗୁଣରୁ ନର୍ମିତ- ସତ୍ଵ-ଗୁଣ, ରଜୋ-ଗୁଣ, ତମୋ-ଗୁଣ...ତ୍ରି-ଗୁଣ । ଗୁଣର ଅନ୍ୟ ନାମ ହେଉଛି ରସି । ଯେପରିକି ତୁମେ ରସି ଦେଖିଛ, ତାହା ତିନି ପ୍ରକାରରେ ମୋଡ଼ା ହେଇଥାଏ । ପ୍ରଥମତଃ ପତଳା ରସି, ତାପରେ ସେପରି ତିନଟି ରସି ମୋଡ଼ାଯାଏ, ତାପରେ ପୁଣିଥରେ ତିନଟି ରସି ମୋଡ଼ାଯାଏ, ତାପରେ ପୁଣିଥରେ ତିନଟି । ଏହା ବହୁତ ଶକ୍ତିଶାଳୀ ହୋଇଯାଏ । ତେଣୁ ଏହି ତିନି ଗୁଣ, ସତ୍ଵ, ରଜୋ, ତମୋ-ଗୁଣ, ଏଗୁଡ଼ିକ ମିଶ୍ରିତ ଅଟେ । ପୁଣିଥରେ ସେମାନେ ଉପ-ଉତ୍ପାଦ ତିଆରି କରନ୍ତି, ପୁନଃ ମିଶ୍ରଣ, ପୁନଃ ମିଶ୍ରଣ । ଏହିପରି ଭାବରେ ଏକାଅଶି ଥର ସେଗୁଡିକ ମୋଡା ଯାଏ । ତେଣୁ ଗୁଣମୟୀ ମାୟା, ବାରମ୍ବାର ତୁମକୁ ବନ୍ଧିତ କରେ । ତେଣୁ ତୁମେ ଏହି ଭୌତିକ ଜଗତର ବନ୍ଧନରୁ ବାହାରକୁ ଯାଇପାରିବ ନାହିଁ । ବନ୍ଧନ । ତେଣୁ ଏହାକୁ ଅପବର୍ଗ କୁହାଯାଏ । ଏହି କୃଷ୍ଣ ଚେତନା ପ୍ରକ୍ରିୟାର ଅର୍ଥ ହେଉଛି ପବର୍ଗ ପ୍ରକ୍ରିୟାକୁ ସମାପ୍ତ କରିବା ।

ଗତକାଲି ମୁଁ ଗର୍ଗମୁନିଙ୍କୁ ବୁଝାଉଥିଲି ଯେ ଏହି ପବର୍ଗ କ'ଣ । ଏହି ପବର୍ଗର ଅର୍ଥ ହେଉଛି ବର୍ଣମାଳାର ପ । ତୁମେ ଜାଣିଛ, ଯେଉଁମାନେ ଏହି ଦେବନଗରୀ ଅଧ୍ୟୟନ କରିଛନ୍ତି । ଦେବନଗରୀ ବର୍ଣ୍ଣମାଳା ଅଛି, କ ଖ ଗ ଘ ନ ଚ ଛ ଜ ଝ ଣ । ଏହି ପ୍ରକାରରେ ପାଞ୍ଚଟି ବର୍ଗ ଅଛି, ଏକ ପଂକ୍ତିରେ । ତାପରେ ପଞ୍ଚମ ବର୍ଗ ଆସେ, ପ ଫ ବ ଭ ମ । ତେଣୁ ଏହି ପବର୍ଗ ଅର୍ଥାତ୍ ପ । ସର୍ବପ୍ରଥମେ ପ । ପ ଅର୍ଥାତ୍ ପରବ, ପରାସ୍ତ । ସମସ୍ତେ ଚେଷ୍ଟା କରୁଛନ୍ତି, କଠିନ ସଂଘର୍ଷକରି ଜୀବିତ ରହିବା ପାଇଁ, କିନ୍ତୁ ପରାସ୍ତ ହେଉଛନ୍ତି । ପ୍ରଥମେ ପବର୍ଗ, ପ ଅର୍ଥାତ୍ ପରବ । ଏବଂ ତାପରେ ଫ । ଫ ଅର୍ଥାତ୍ ଫେଣ । ଯେପରିକି ଏକ ଘୋଡ଼ା, ଯେତେବେଳେ କଠିନ ପରିଶ୍ରମ କରେ, ତୁମେ ଦେଖିପାରିବ କିଛି ଫେଣ ମୁହଁରୁ ବାହାରୁଛି, ବେଳେବେଳେ ଆମେ ମଧ୍ୟ, ଯେତେବେଳେ ଥକି ଯାଉ କଠିନ ପରିଶ୍ରମ କରିବା ପରେ, ଜିଭ ଶୁଖିଯାଏ ଏବଂ କିଛି ଫେଣ ବାହାରେ । ତେଣୁ ସମସ୍ତେ ଇନ୍ଦ୍ରିୟମାନଙ୍କ ସନ୍ତୁଷ୍ଟି ପାଇଁ କଠିନ ପରିଶ୍ରମ କରୁଛନ୍ତି, କିନ୍ତୁ ପରାସ୍ତ ହେଉଛନ୍ତି । ପ, ଫ, ଏବଂ ବ । ବ ଅର୍ଥାତ୍ ବନ୍ଧନ । ତେଣୁ ପ୍ରଥମେ ପ, ଦ୍ଵିତୀୟ ଫ, ତାପରେ ବନ୍ଧନ ତୃତୀୟ, ତାପରେ ବ, ଭ । ଭ ଅର୍ଥାତ୍ ବାଡ଼େଇବା, ଭୟଭୀତ । ଏବଂ ତାପରେ ମ । ମ ଅର୍ଥାତ୍ ମୃତ୍ୟୁ । କିମ୍ଵା ମରଣ । ତେଣୁ ଏହି କୃଷ୍ଣ ଚେତନା ପ୍ରକ୍ରିୟା ହେଉଛି ଅପବର୍ଗ । ଅପ । ଅ ଅର୍ଥାତ୍ କିଛି ନୁହେଁ । ପବର୍ଗ ହେଉଛି ଏହି ଭୌତିକ ଜଗତର ଲକ୍ଷଣ, ଏବଂ ଯେତେବେଳେ ତୁମେ ଏହି ଅ ଶବ୍ଦ ଲଗାଅ, ଅପବର୍ଗ, ଅର୍ଥାତ୍ ତାହା ନିଷ୍ଫଳ ହେଇଯିବ।