OR/Prabhupada 0089 - କୃଷ୍ଣଙ୍କର ତେଜ ହେଉଛି ସମସ୍ତଙ୍କର ଉତ୍ପତିର ସ୍ରୋତ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0089 - in all Languages Category:OR-Quotes - 1976 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 6: Line 6:
[[Category:OR-Quotes - in France]]
[[Category:OR-Quotes - in France]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0088 - ଯେଉଁ ଛାତ୍ରମାନେ ଆମ ସହିତ ଯୋଗ ଦେଇଛନ୍ତି, ସେମାନେ ଶ୍ରବଣ କରିଛନ୍ତି, ଶୁଣିବା ଦ୍ଵାରା|0088|OR/Prabhupada 0090 - ବ୍ୟବସ୍ଥିତ ପ୍ରବନ୍ଧ - ଅନ୍ୟଥା ଇସ୍କନ୍ କିପରି ଚାଲିବ|0090}}
{{1080 videos navigation - All Languages|Oriya|OR/Prabhupada 0088 - ଯେଉଁ ଛାତ୍ରମାନେ ଆମ ସହିତ ଯୋଗ ଦେଇଛନ୍ତି, ସେମାନେ ଶ୍ରବଣ କରିଛନ୍ତି, ଶୁଣିବା ଦ୍ଵାରା|0088|OR/Prabhupada 0090 - ବ୍ୟବସ୍ଥିତ ପ୍ରବନ୍ଧ - ଅନ୍ୟଥା ଇସ୍କନ୍ କିପରି ଚାଲିବ|0090}}
<!-- END NAVIGATION BAR -->
<!-- END NAVIGATION BAR -->
Line 17: Line 17:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|8aBlVR-i3oc|କୃଷ୍ଣଙ୍କର ତେଜ ହେଉଛି ସମସ୍ତଙ୍କର ଉତ୍ପତିର ସ୍ରୋତ <br />- Prabhupāda 0089}}
{{youtube_right|rgoyaMjIitw|କୃଷ୍ଣଙ୍କର ତେଜ ହେଉଛି ସମସ୍ତଙ୍କର ଉତ୍ପତିର ସ୍ରୋତ <br />- Prabhupāda 0089}}
<!-- END VIDEO LINK -->
<!-- END VIDEO LINK -->



Latest revision as of 15:47, 16 October 2018



Lecture on BG 4.24 -- August 4, 1976, New Mayapur (French farm)

ଫ୍ରେନ୍ଚ ଭକ୍ତ: ଯେତେବେଳେ କୃଷ୍ଣ କୁହଁନ୍ତି "ମୁଁ ସେମାନଙ୍କ ମଧ୍ୟରେ ନାହିଁ" ଏହାର ଅର୍ଥ କ'ଣ?

ପ୍ରଭୁପାଦ: କ'ଣ? "ମୁଁ ସେମାନଙ୍କ ମଧ୍ୟରେ ନାହିଁ" କାରଣ ତୁମେ ସେଠାରେ ଦେଖିପାର ନାହିଁ । କୃଷ୍ଣ ସେଠାରେ ଅଛନ୍ତି, କିନ୍ତୁ ତୁମେ ତାଙ୍କୁ ଦେଖିପାର ନାହିଁ, ତୁମେ ଉନ୍ନତ ନୁହଁ । ଯେପରିକି ଅନ୍ୟ ଏକ ଉଦାହରଣ । ଏଠାରେ ସୂର୍ଯ୍ୟ କିରଣ ଅଛି । ସମସ୍ତେ ଅନୁଭବ କରୁଛନ୍ତି । କିନ୍ତୁ ତାହା ମାନେ ନୁହେଁ ଯେ ସୂର୍ଯ୍ୟ ଏଠାରେ ଅଛନ୍ତି । ଏହା ସ୍ପଷ୍ଟ ଅଟେ । ସୂର୍ଯ୍ୟ ଏଠାରେ ଅଛନ୍ତି ଅର୍ଥାତ୍... ଖରା ଏଠାରେ ଅଛି ଅର୍ଥାତ୍ ସୂର୍ଯ୍ୟ ଏଠାରେ ଅଛନ୍ତି । କିନ୍ତୁ ତଥାପି, କାରଣ ତୁମେମାନେ ଖରାରେ ଅଛ, ତୁମେ କହିପାରିବ ନାହିଁ "ଏବେ ମୁଁ ସୂର୍ଯ୍ୟଙ୍କୁ ଧରିଦେଲି ।" ସୂର୍ଯ୍ୟକିରଣ ସୂର୍ଯ୍ୟରେ ବିଦ୍ୟମାନ, କିନ୍ତୁ ସୂର୍ଯ୍ୟ ସୂର୍ଯ୍ୟକିରଣରେ ଉପସ୍ଥିତ ନୁହଁନ୍ତି । ସୂର୍ଯଙ୍କ ବିନା ସୂର୍ଯ୍ୟକିରଣ ନ ଥାଏ । ତାହା ମାନେ ନୁହେଁ ଯେ ସୂର୍ଯ୍ୟକିରଣ ସୂର୍ଯ୍ୟ ଅଟେ । ସେହି ସମୟରେ, ତୁମେ କହିପାରିବ ଯେ ସୂର୍ଯ୍ୟକିରଣ ଅର୍ଥାତ୍ ସୂର୍ଯ୍ୟ ଅଟେ ।

ଏହାକୁ ଅଚିନ୍ତ୍ୟ-ଭେଦଭାବ କୁହାଯାଏ, ଏକ ସମାନ ଏବଂ ଭିନ୍ନ । ସୂର୍ଯ୍ୟକିରଣରେ ତୁମେ ସୂର୍ଯ୍ୟର ଉପସ୍ଥିତି ଅନୁଭବ କରିପାରିବ, କିନ୍ତୁ ତୁମେ ଯଦି ସୂର୍ଯ୍ୟ ଗ୍ରହରେ ପ୍ରବେଶ କରିବା ପାଇଁ ସମର୍ଥ ହୋଇଯାଅ, ତୁମେ ସୂର୍ଯ୍ୟ ଦେବତାଙ୍କ ସହ ସାକ୍ଷାତ ମଧ୍ୟ କରିପାରିବ । ବାସ୍ତବରେ, ସୂର୍ଯ୍ୟକିରଣ ଅର୍ଥାତ୍ ସୂର୍ଯ୍ୟ ଗ୍ରହରେ ରହୁଥିବା ଲୋକମାନଙ୍କ ଶରୀର ର କିରଣ । ତାହା ବ୍ରହ୍ମ ସଂହିତାରେ ବର୍ଣ୍ଣନା କରାଯାଇଛି, ଯସ୍ୟ ପ୍ରଭା ପ୍ରଭବତୋ ଜଗଦ-ଅଂଡ-କୋଟି (ବ୍ର.ସଂ ୫.୪୦) । କୃଷ୍ଣଙ୍କ ଯୋଗୁଁ... ତୁମେ ଦେଖିଛ କୃଷ୍ଣଙ୍କର ତେଜ ଆସୁଛି । ତାହା ସମସ୍ତଙ୍କର ସ୍ରୋତ ଅଟେ । ସେହି ତେଜର ବିସ୍ତାର ବ୍ରହ୍ମ ଜ୍ୟୋତି ଅଟେ, ଏବଂ ସେହି ବ୍ରହ୍ମ ଜ୍ୟୋତିରେ, ଅସଂଖ୍ୟ ଆଧ୍ୟାତ୍ମିକ ଗ୍ରହ, ଭୌତିକ ଗ୍ରହ, ଉତ୍ପନ ହେଉଛନ୍ତି । ଏବଂ ପ୍ରତ୍ୟେକ ଗ୍ରହର ବିଭିନ୍ନ ଉପସ୍ଥାପନା ଅଛି । ବାସ୍ତବରେ, ମୂଳ ହେଉଛି କୃଷ୍ଣଙ୍କ ଶରୀର ର କିରଣ, ଏବଂ କିରଣଗୁଡ଼ିକର ଉତ୍ପତିର ମୂଳ ହେଉଛନ୍ତି କୃଷ୍ଣ ।