OR/Prabhupada 0107 - ପୁନଃ କୌଣସି ଭୌତିକ ଶରୀର ଗ୍ରହଣ କର ନାହିଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 French Pages with Videos Category:Prabhupada 0107 - in all Languages Category:OR-Quotes - 1974 Category:OR-Quotes - Le...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 French Pages with Videos]]
[[Category:1080 Oriya Pages with Videos]]
[[Category:Prabhupada 0107 - in all Languages]]

[[Category:OR-Quotes - 1974]]
[[Category:OR-Quotes - 1974]]
Line 7: Line 7:
[[Category:OR-Quotes - in India]]
[[Category:OR-Quotes - in India]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0106 - ଭକ୍ତିରେ ଉନ୍ନତ ହେଲେ କୃଷ୍ଣଙ୍କର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିପାରିବ|0106|OR/Prabhupada 0108 - ଛପେଇବା ଏବଂ ଅନୁବାଦ କରିବା ଜାରି ରହିବା ଉଚିତ୍|0108}}

<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|wNrA9UAjbc0|ପୁନଃ କୌଣସି ଭୌତିକ ଶରୀର ଗ୍ରହଣ କର ନାହିଁ<br />- Prabhupāda 0107}}
{{youtube_right|iMAbZsP1Zhw|ପୁନଃ କୌଣସି ଭୌତିକ ଶରୀର ଗ୍ରହଣ କର ନାହିଁ<br />- Prabhupāda 0107}}
<!-- END VIDEO LINK -->
<!-- END VIDEO LINK -->

Line 32: Line 32:
ଧନୀ ଶରୀର କିମ୍ଵା ଗରିବ ଶରୀର କିଛି ଫରକ ପଡ଼େ ନାହିଁ । ସମସ୍ତଙ୍କୁ ଜୀବନର ତିନିଗୁଣ ଦୟନୀୟ ଅବସ୍ଥା ଦେଇ ଗତି କରିବାକୁ ପଡ଼େ । ଯେତେବେଳେ ଆନ୍ତ୍ରିକଜ୍ଵର ହୁଏ, ଏହା ଭେଦଭାବ କରେ ନାହିଁ ଯେ "ଏଠାରେ ଏକ ଧନୀ ଶରୀର ଅଛି । ମୁଁ ତାକୁ ଅଳ୍ପ ଯନ୍ତ୍ରଣା ଦେବା ଉଚିତ୍ । ନା । ଯେତେବେଳେ ତୁମକୁ ଆନ୍ତ୍ରିକଜ୍ଵର ହୁଏ,  ତୁମର ଶରୀର ଧନୀ ଶରୀର ହେଉ କିମ୍ଵା ଗରିବ ଶରୀର ହେଉ, ତୁମକୁ ସମାନ ଯନ୍ତ୍ରଣା ଭୋଗିବାକୁ ହେବ । ଯେତେବେଳେ ତୁମେ ତୁମ ମାତା ଗର୍ଭରେ ଥାଅ, ତୁମେ ସମାନ ଯନ୍ତ୍ରଣା ଭୋଗକର, ତୁମେ ରାଣୀର ଗର୍ଭରେ ଥାଅ କିମ୍ଵା ମୋଚିର ସ୍ତ୍ରୀ ଗର୍ଭରେ । ସେହି  ଅବରୁଦ୍ଧ ଅବସ୍ଥା...ସେମାନେ ଜାଣି ନାହାଁନ୍ତି । ଜନ୍ମ-ମୃତ୍ୟୁ-ଜରା । ଅନେକ ଯନ୍ତ୍ରଣା ଅଛି । ଜନ୍ମର ପ୍ରକ୍ରିୟାରେ । ଜନ୍ମ ଏବଂ ମୃତ୍ୟୁ ଏବଂ ବୃଦ୍ଧାବସ୍ଥା ପ୍ରକ୍ରିୟାରେ ଅନେକ ଯନ୍ତ୍ରଣା ଅଛି । ଧନୀ ହେଉ କିମ୍ଵା ଗରିବ ହେଉ, ଯେତେବେଳେ ଆମେ ବୁଢ଼ା ହୋଇଯିବା, ଅମକୁ ଅନେକ କଷ୍ଟ ଭୋଗ କରିବାକୁ ପଡିବ ।  

ସେହିପାରି, ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି ([[Vanisource:BG 13.9|BG 13.9]]) । ଜରା ଏବଂ ବ୍ୟାଧି ଏବଂ ମୃତ୍ୟୁ । ତେଣୁ ଆମେ ଏହି ଭୌତିକ ଶରୀରର ପୀଡ଼ିତ ସ୍ଥିତି ସମ୍ଵନ୍ଧରେ ସଚେତନ ନାହୁଁ । ଶାସ୍ତ୍ର କୁହଁନ୍ତି, "ପୁନଃ କୌଣସି ଭୌତିକ ଶରୀର ଗ୍ରହଣ କର ନାହିଁ ।" ନ ସାଧୁ ମନ୍ୟେ: "ଏହା ଭଲ ନୁହେଁ, ଯେ ତୁମେ ବାରମ୍ଵାର ଏହି ଭୌତିକ ଶରୀର ପ୍ରାପ୍ତ କରୁଛ .." ନ ସାଧୁ ମନ୍ୟେ ଯତ ଆତ୍ମନଃ । ଆତ୍ମନଃ, ଆତ୍ମା ଏହି ଭୌତିକ ଶରୀରରେ ବନ୍ଦ ହୋଇ ରହିଛି । ଯତ ଆତ୍ମନୋ ଯମ୍ ଆସନ୍ନ୍ ଅପି । ଯଦିଓ କ୍ଷଣସ୍ଥାୟୀ ମୁଁ ଏହି ଶରୀର ପାଇଛି । କ୍ଳେଶଦ ଆସ ଦେହ ।  
ସେହିପାରି, ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି ([[Vanisource:BG 13.8-12 (1972)|BG 13.9]]) । ଜରା ଏବଂ ବ୍ୟାଧି ଏବଂ ମୃତ୍ୟୁ । ତେଣୁ ଆମେ ଏହି ଭୌତିକ ଶରୀରର ପୀଡ଼ିତ ସ୍ଥିତି ସମ୍ଵନ୍ଧରେ ସଚେତନ ନାହୁଁ । ଶାସ୍ତ୍ର କୁହଁନ୍ତି, "ପୁନଃ କୌଣସି ଭୌତିକ ଶରୀର ଗ୍ରହଣ କର ନାହିଁ ।" ନ ସାଧୁ ମନ୍ୟେ: "ଏହା ଭଲ ନୁହେଁ, ଯେ ତୁମେ ବାରମ୍ଵାର ଏହି ଭୌତିକ ଶରୀର ପ୍ରାପ୍ତ କରୁଛ .." ନ ସାଧୁ ମନ୍ୟେ ଯତ ଆତ୍ମନଃ । ଆତ୍ମନଃ, ଆତ୍ମା ଏହି ଭୌତିକ ଶରୀରରେ ବନ୍ଦ ହୋଇ ରହିଛି । ଯତ ଆତ୍ମନୋ ଯମ୍ ଆସନ୍ନ୍ ଅପି । ଯଦିଓ କ୍ଷଣସ୍ଥାୟୀ ମୁଁ ଏହି ଶରୀର ପାଇଛି । କ୍ଳେଶଦ ଆସ ଦେହ ।  

ତେଣୁ ଆମେ ଯଦି ଅନ୍ୟ ଏକ ଭୌତିକ ଶରୀର ପାଇବାର ଦୟନୀୟ ଅବସ୍ଥା ରୋକିବାକୁ ଚାହୁଁ, ତେବେ ଆମେ ଜାଣିବା ଉଚିତ୍ କର୍ମ କ'ଣ, ବିକର୍ମ କ'ଣ । ଏହା ହେଉଛି କୃଷ୍ଣଙ୍କର ପ୍ରସ୍ତାବ । କର୍ମଣୋ ହ୍ୟ ଅପି ବୋଦାବ୍ୟୟଂ ଚ ବିକର୍ମଣଃ ଅକର୍ମଣଶ୍ ଚ ବୋଦ୍ଧବ୍ୟମ୍ । ଅକର୍ମଣ ଅର୍ଥାତ୍ କୌଣସି ପ୍ରତିକ୍ରିୟା ନ ହେବା । ପ୍ରତିକ୍ରିୟା । କର୍ମ, ଯଦି ତୁମେ ଭଲ କାମ କରିବ, ଏହାର ଭଲ ପ୍ରତିକ୍ରିୟା ମିଳିବ । ଭଲ ଶରୀର, ଭଲ ଶିକ୍ଷା, ଭଲ ପରିବାର, ଭଲ ଧନ ସମ୍ପତ୍ତି । ଏହା ମଧ୍ୟ ଭଲ ଅଟେ । ଆମେ ଏହାକୁ ଭକ ଭାବୁ । ଆମେ ସ୍ଵର୍ଗ ଲୋକକୁ ଯିବାକୁ ଚାହୁଁ । କିନ୍ତୁ ସେମାନେ ଜାଣି ନାହାଁନ୍ତି ଯେ ସ୍ଵର୍ଗରେ ମଧ୍ୟ ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି ଅଛି ।  

ସେଥିପାଇଁ କୃଷ୍ଣ ପରାମର୍ଶ ଦେଇନାହାଁନ୍ତି ଯେ ତୁମେ ସ୍ଵର୍ଗକୁ ଯାଅ । ସେ କୁହଁନ୍ତି, ଆବ୍ରହ୍ମଭୂବନାଲ୍ଲୋକାଃ ପୁନରାନର୍ତିନୋଽର୍ଜନ ([[Vanisource:BG 8.16|BG 8.16]]) ଏପରିକି ତୁମେ ଯଦି ବ୍ରହ୍ମଲୋକ ଯାଅ, ତଥାପି, ଜନ୍ମ ଏବଂ ମୃତ୍ୟୁର ପୁନରାବୃତ୍ତି.. ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ([[Vanisource:BG 15.6|BG 15.6]]) ଯଦ୍ ଗତ୍ଵା ନ ନିବର୍ତନ୍ତେ । କିନ୍ତୁ ଆମେ ଜାଣି ନାହୁଁ ଯେ ଏକ ଧାମ ଅଛି । ଯଦି ଆମେ କୌଣସି ପ୍ରକାରରେ, ଯଦି ଆମେ ନିଜକୁ ସେହି ଧାମକୁ ଉନ୍ନତ କରିପାରିବା, ତେବେ ନ ନିବର୍ତନ୍ତେ, ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ । ଅନ୍ୟ ଏକ ଜାଗାରେ କହିଛନ୍ତି, ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି ମାମେତି ([[Vanisource:BG 4.9|BG 4.9]])  
ସେଥିପାଇଁ କୃଷ୍ଣ ପରାମର୍ଶ ଦେଇନାହାଁନ୍ତି ଯେ ତୁମେ ସ୍ଵର୍ଗକୁ ଯାଅ । ସେ କୁହଁନ୍ତି, ଆବ୍ରହ୍ମଭୂବନାଲ୍ଲୋକାଃ ପୁନରାନର୍ତିନୋଽର୍ଜନ ([[Vanisource:BG 8.16 (1972)|BG 8.16]]) ଏପରିକି ତୁମେ ଯଦି ବ୍ରହ୍ମଲୋକ ଯାଅ, ତଥାପି, ଜନ୍ମ ଏବଂ ମୃତ୍ୟୁର ପୁନରାବୃତ୍ତି.. ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ([[Vanisource:BG 15.6 (1972)|BG 15.6]]) ଯଦ୍ ଗତ୍ଵା ନ ନିବର୍ତନ୍ତେ । କିନ୍ତୁ ଆମେ ଜାଣି ନାହୁଁ ଯେ ଏକ ଧାମ ଅଛି । ଯଦି ଆମେ କୌଣସି ପ୍ରକାରରେ, ଯଦି ଆମେ ନିଜକୁ ସେହି ଧାମକୁ ଉନ୍ନତ କରିପାରିବା, ତେବେ ନ ନିବର୍ତନ୍ତେ, ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ । ଅନ୍ୟ ଏକ ଜାଗାରେ କହିଛନ୍ତି, ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି ମାମେତି ([[Vanisource:BG 4.9 (1972)|BG 4.9]])  

ତେଣୁ ଲୋକମାନଙ୍କ ପାଖରେ ସୂଚନା ନାହିଁ ଯେ କୃଷ୍ଣ, କିମ୍ଵା ପରମ ପୁରୁଷ ଭଗବାନ, ତାଙ୍କର ନିଜର ନିବାସ ସ୍ଥଳି ଅଛି ଏବଂ ଯେ କୌଣସି ବ୍ୟକ୍ତି ସେଠାକୁ ଯାଇପାରିବ । ଜଣେ କିପରି ଯିବ?  

Line 44: Line 44:
:ଭୂତାନି ଯାନ୍ତି ଭୁତରଜ୍ୟା  
:ଭୂତାନି ଯାନ୍ତି ଭୁତରଜ୍ୟା  
:ଯାନ୍ତି ମଦ୍ ଯାଜିନୋଽପି ମାମ୍  
:ଯାନ୍ତି ମଦ୍ ଯାଜିନୋଽପି ମାମ୍  
:([[Vanisource:BG 9.25|BG 9.25]])
:([[Vanisource:BG 9.25 (1972)|BG 9.25]])

ଯଦି ଜଣେ ମୋ ପୂଜାରେ, ମୋ କାମ, ଭକ୍ତି ଯୋଗରେ ଆସକ୍ତ, ସେ ମୋ ପାଖକୁ ଆସେ ।" ଅନ୍ୟ ଏକ ସ୍ଥାନରେ ସେ କୁହଁନ୍ତି, ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି ([[Vanisource:BG 18.55|BG 18.55]])  
ଯଦି ଜଣେ ମୋ ପୂଜାରେ, ମୋ କାମ, ଭକ୍ତି ଯୋଗରେ ଆସକ୍ତ, ସେ ମୋ ପାଖକୁ ଆସେ ।" ଅନ୍ୟ ଏକ ସ୍ଥାନରେ ସେ କୁହଁନ୍ତି, ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି ([[Vanisource:BG 18.55 (1972)|BG 18.55]])  

ତେଣୁ ଆମର ଏକମାତ୍ର କର୍ତ୍ତବ୍ୟ ହେଉଛି କୃଷ୍ଣଙ୍କୁ ବୁଝିବା । ଯଜ୍ଞାର୍ଥେ କର୍ମ । ଏହା ହେଉଛି କର୍ମ । ଏଠାରେ ଏହା କୁହାଯାଇଛି, ଅକର୍ମଣ, ଅକର୍ମଣଃ ଅପି ବୋଦ୍ଧବ୍ୟମ୍ ଅକର୍ମଣଶ୍ ଚ ବୋଦ୍ଧବ୍ୟମ୍ । ଅର୍କମ ଅର୍ଥାତ୍ ବିନା ପ୍ରତିକ୍ରିୟାରେ । ଏଠାରେ ଆମେ ଯଦି ଆମ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ କାର୍ଯ୍ୟ କରୁ, ପ୍ରତିକ୍ରିୟା... ଯେପରିକି ସୈନିକ ଶତ୍ରୁର ହତ୍ୟା କରିଲେ । ତାକୁ ସ୍ଵର୍ଣ୍ଣ ପଦକ ମିଳେ । ସେହି ସୈନିକ, ଯେତେବେଳେ ଘରକୁ ଆସେ, ଯଦି ସେ ଏକ ବ୍ୟକ୍ତିର ହତ୍ୟା କରେ, ତାକୁ ଫାଶୀ ଦଣ୍ଡ ହୁଏ । କାହିଁକି? ସେ ବିଚାରଳୟରେ କହେ ଯେ, "ମହାଶୟ, ଯେତେବେଳେ ମୁଁ ଯୁଦ୍ଧଭୂମିରେ ଯୁଦ୍ଧକରେ, ମୁଁ ଅନେକଙ୍କୁ ମାରିଛି । ମୋତେ ସେଥିପାଇଁ ସ୍ଵର୍ଣ୍ଣ ପଦକ ମିଳିଛି । ଏବଂ ଏବେ କାହିଁକି ଆପଣ ମୋତେ ଫାଶୀ ଦଣ୍ଡ ଦେଉଛନ୍ତି?" "କାରଣ ଏହି ହତ୍ୟା ତୁମେ ତୁମ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ କରିଛ । ଏବଂ ସେହି ଯୁଦ୍ଧ ପାଇଁ ତୁମକୁ ଅନୁମତି ଦିଆଯାଇଥିଲା ।"  

Line 56: Line 56:
:ଅକର୍ମଣଶ୍ ଚ ବୋଦ୍ଧବ୍ୟଂ  
:ଅକର୍ମଣଶ୍ ଚ ବୋଦ୍ଧବ୍ୟଂ  
:ଗହନା କର୍ମଣୋ ଗତିଃ  
:ଗହନା କର୍ମଣୋ ଗତିଃ  
:([[Vanisource:BG 4.17|BG 4.17]])  
:([[Vanisource:BG 4.17 (1972)|BG 4.17]])  

ଏହା ବୁଝିବା ଅତ୍ୟନ୍ତ କଷ୍ଟକର ଯେ ଆମେ କେଉଁ ପ୍ରକାର ର କାର୍ଯ୍ୟ କରିବା ଉଚିତ୍ । ସେଥିପାଇଁ ଅାମକୁ କୃଷ୍ଣ, ଶାସ୍ତ୍ର, ଗୁରୁଙ୍କ ଠାରୁ ନିର୍ଦ୍ଦେଶ ନେବାକୁ ହେବ । ତେବେ ଆମର ଜୀବନ ସାର୍ଥକ ହେବ । ବହୁତ ବହୁତ ଧନ୍ୟବାଦ । ହରେ କୃଷ୍ଣ ।  

<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 15:56, 16 October 2018

Lecture on BG 4.17 -- Bombay, April 6, 1974

ଧନୀ ଶରୀର କିମ୍ଵା ଗରିବ ଶରୀର କିଛି ଫରକ ପଡ଼େ ନାହିଁ । ସମସ୍ତଙ୍କୁ ଜୀବନର ତିନିଗୁଣ ଦୟନୀୟ ଅବସ୍ଥା ଦେଇ ଗତି କରିବାକୁ ପଡ଼େ । ଯେତେବେଳେ ଆନ୍ତ୍ରିକଜ୍ଵର ହୁଏ, ଏହା ଭେଦଭାବ କରେ ନାହିଁ ଯେ "ଏଠାରେ ଏକ ଧନୀ ଶରୀର ଅଛି । ମୁଁ ତାକୁ ଅଳ୍ପ ଯନ୍ତ୍ରଣା ଦେବା ଉଚିତ୍ । ନା । ଯେତେବେଳେ ତୁମକୁ ଆନ୍ତ୍ରିକଜ୍ଵର ହୁଏ, ତୁମର ଶରୀର ଧନୀ ଶରୀର ହେଉ କିମ୍ଵା ଗରିବ ଶରୀର ହେଉ, ତୁମକୁ ସମାନ ଯନ୍ତ୍ରଣା ଭୋଗିବାକୁ ହେବ । ଯେତେବେଳେ ତୁମେ ତୁମ ମାତା ଗର୍ଭରେ ଥାଅ, ତୁମେ ସମାନ ଯନ୍ତ୍ରଣା ଭୋଗକର, ତୁମେ ରାଣୀର ଗର୍ଭରେ ଥାଅ କିମ୍ଵା ମୋଚିର ସ୍ତ୍ରୀ ଗର୍ଭରେ । ସେହି ଅବରୁଦ୍ଧ ଅବସ୍ଥା...ସେମାନେ ଜାଣି ନାହାଁନ୍ତି । ଜନ୍ମ-ମୃତ୍ୟୁ-ଜରା । ଅନେକ ଯନ୍ତ୍ରଣା ଅଛି । ଜନ୍ମର ପ୍ରକ୍ରିୟାରେ । ଜନ୍ମ ଏବଂ ମୃତ୍ୟୁ ଏବଂ ବୃଦ୍ଧାବସ୍ଥା ପ୍ରକ୍ରିୟାରେ ଅନେକ ଯନ୍ତ୍ରଣା ଅଛି । ଧନୀ ହେଉ କିମ୍ଵା ଗରିବ ହେଉ, ଯେତେବେଳେ ଆମେ ବୁଢ଼ା ହୋଇଯିବା, ଅମକୁ ଅନେକ କଷ୍ଟ ଭୋଗ କରିବାକୁ ପଡିବ ।

ସେହିପାରି, ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି (BG 13.9) । ଜରା ଏବଂ ବ୍ୟାଧି ଏବଂ ମୃତ୍ୟୁ । ତେଣୁ ଆମେ ଏହି ଭୌତିକ ଶରୀରର ପୀଡ଼ିତ ସ୍ଥିତି ସମ୍ଵନ୍ଧରେ ସଚେତନ ନାହୁଁ । ଶାସ୍ତ୍ର କୁହଁନ୍ତି, "ପୁନଃ କୌଣସି ଭୌତିକ ଶରୀର ଗ୍ରହଣ କର ନାହିଁ ।" ନ ସାଧୁ ମନ୍ୟେ: "ଏହା ଭଲ ନୁହେଁ, ଯେ ତୁମେ ବାରମ୍ଵାର ଏହି ଭୌତିକ ଶରୀର ପ୍ରାପ୍ତ କରୁଛ .." ନ ସାଧୁ ମନ୍ୟେ ଯତ ଆତ୍ମନଃ । ଆତ୍ମନଃ, ଆତ୍ମା ଏହି ଭୌତିକ ଶରୀରରେ ବନ୍ଦ ହୋଇ ରହିଛି । ଯତ ଆତ୍ମନୋ ଯମ୍ ଆସନ୍ନ୍ ଅପି । ଯଦିଓ କ୍ଷଣସ୍ଥାୟୀ ମୁଁ ଏହି ଶରୀର ପାଇଛି । କ୍ଳେଶଦ ଆସ ଦେହ ।

ତେଣୁ ଆମେ ଯଦି ଅନ୍ୟ ଏକ ଭୌତିକ ଶରୀର ପାଇବାର ଦୟନୀୟ ଅବସ୍ଥା ରୋକିବାକୁ ଚାହୁଁ, ତେବେ ଆମେ ଜାଣିବା ଉଚିତ୍ କର୍ମ କ'ଣ, ବିକର୍ମ କ'ଣ । ଏହା ହେଉଛି କୃଷ୍ଣଙ୍କର ପ୍ରସ୍ତାବ । କର୍ମଣୋ ହ୍ୟ ଅପି ବୋଦାବ୍ୟୟଂ ଚ ବିକର୍ମଣଃ ଅକର୍ମଣଶ୍ ଚ ବୋଦ୍ଧବ୍ୟମ୍ । ଅକର୍ମଣ ଅର୍ଥାତ୍ କୌଣସି ପ୍ରତିକ୍ରିୟା ନ ହେବା । ପ୍ରତିକ୍ରିୟା । କର୍ମ, ଯଦି ତୁମେ ଭଲ କାମ କରିବ, ଏହାର ଭଲ ପ୍ରତିକ୍ରିୟା ମିଳିବ । ଭଲ ଶରୀର, ଭଲ ଶିକ୍ଷା, ଭଲ ପରିବାର, ଭଲ ଧନ ସମ୍ପତ୍ତି । ଏହା ମଧ୍ୟ ଭଲ ଅଟେ । ଆମେ ଏହାକୁ ଭକ ଭାବୁ । ଆମେ ସ୍ଵର୍ଗ ଲୋକକୁ ଯିବାକୁ ଚାହୁଁ । କିନ୍ତୁ ସେମାନେ ଜାଣି ନାହାଁନ୍ତି ଯେ ସ୍ଵର୍ଗରେ ମଧ୍ୟ ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି ଅଛି ।

ସେଥିପାଇଁ କୃଷ୍ଣ ପରାମର୍ଶ ଦେଇନାହାଁନ୍ତି ଯେ ତୁମେ ସ୍ଵର୍ଗକୁ ଯାଅ । ସେ କୁହଁନ୍ତି, ଆବ୍ରହ୍ମଭୂବନାଲ୍ଲୋକାଃ ପୁନରାନର୍ତିନୋଽର୍ଜନ (BG 8.16) ଏପରିକି ତୁମେ ଯଦି ବ୍ରହ୍ମଲୋକ ଯାଅ, ତଥାପି, ଜନ୍ମ ଏବଂ ମୃତ୍ୟୁର ପୁନରାବୃତ୍ତି.. ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ (BG 15.6) ଯଦ୍ ଗତ୍ଵା ନ ନିବର୍ତନ୍ତେ । କିନ୍ତୁ ଆମେ ଜାଣି ନାହୁଁ ଯେ ଏକ ଧାମ ଅଛି । ଯଦି ଆମେ କୌଣସି ପ୍ରକାରରେ, ଯଦି ଆମେ ନିଜକୁ ସେହି ଧାମକୁ ଉନ୍ନତ କରିପାରିବା, ତେବେ ନ ନିବର୍ତନ୍ତେ, ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ । ଅନ୍ୟ ଏକ ଜାଗାରେ କହିଛନ୍ତି, ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି ମାମେତି (BG 4.9)

ତେଣୁ ଲୋକମାନଙ୍କ ପାଖରେ ସୂଚନା ନାହିଁ ଯେ କୃଷ୍ଣ, କିମ୍ଵା ପରମ ପୁରୁଷ ଭଗବାନ, ତାଙ୍କର ନିଜର ନିବାସ ସ୍ଥଳି ଅଛି ଏବଂ ଯେ କୌଣସି ବ୍ୟକ୍ତି ସେଠାକୁ ଯାଇପାରିବ । ଜଣେ କିପରି ଯିବ?

ଯାନ୍ତି ଦେବବ୍ରତା ଦେବାନ୍
ପିତୃନ୍ ଯାନ୍ତି ପିତୃବ୍ରତାଃ
ଭୂତାନି ଯାନ୍ତି ଭୁତରଜ୍ୟା
ଯାନ୍ତି ମଦ୍ ଯାଜିନୋଽପି ମାମ୍
(BG 9.25)

ଯଦି ଜଣେ ମୋ ପୂଜାରେ, ମୋ କାମ, ଭକ୍ତି ଯୋଗରେ ଆସକ୍ତ, ସେ ମୋ ପାଖକୁ ଆସେ ।" ଅନ୍ୟ ଏକ ସ୍ଥାନରେ ସେ କୁହଁନ୍ତି, ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି (BG 18.55)

ତେଣୁ ଆମର ଏକମାତ୍ର କର୍ତ୍ତବ୍ୟ ହେଉଛି କୃଷ୍ଣଙ୍କୁ ବୁଝିବା । ଯଜ୍ଞାର୍ଥେ କର୍ମ । ଏହା ହେଉଛି କର୍ମ । ଏଠାରେ ଏହା କୁହାଯାଇଛି, ଅକର୍ମଣ, ଅକର୍ମଣଃ ଅପି ବୋଦ୍ଧବ୍ୟମ୍ ଅକର୍ମଣଶ୍ ଚ ବୋଦ୍ଧବ୍ୟମ୍ । ଅର୍କମ ଅର୍ଥାତ୍ ବିନା ପ୍ରତିକ୍ରିୟାରେ । ଏଠାରେ ଆମେ ଯଦି ଆମ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ କାର୍ଯ୍ୟ କରୁ, ପ୍ରତିକ୍ରିୟା... ଯେପରିକି ସୈନିକ ଶତ୍ରୁର ହତ୍ୟା କରିଲେ । ତାକୁ ସ୍ଵର୍ଣ୍ଣ ପଦକ ମିଳେ । ସେହି ସୈନିକ, ଯେତେବେଳେ ଘରକୁ ଆସେ, ଯଦି ସେ ଏକ ବ୍ୟକ୍ତିର ହତ୍ୟା କରେ, ତାକୁ ଫାଶୀ ଦଣ୍ଡ ହୁଏ । କାହିଁକି? ସେ ବିଚାରଳୟରେ କହେ ଯେ, "ମହାଶୟ, ଯେତେବେଳେ ମୁଁ ଯୁଦ୍ଧଭୂମିରେ ଯୁଦ୍ଧକରେ, ମୁଁ ଅନେକଙ୍କୁ ମାରିଛି । ମୋତେ ସେଥିପାଇଁ ସ୍ଵର୍ଣ୍ଣ ପଦକ ମିଳିଛି । ଏବଂ ଏବେ କାହିଁକି ଆପଣ ମୋତେ ଫାଶୀ ଦଣ୍ଡ ଦେଉଛନ୍ତି?" "କାରଣ ଏହି ହତ୍ୟା ତୁମେ ତୁମ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ କରିଛ । ଏବଂ ସେହି ଯୁଦ୍ଧ ପାଇଁ ତୁମକୁ ଅନୁମତି ଦିଆଯାଇଥିଲା ।"

ସେଥିପାଇଁ କୌଣସି କର୍ମ, ଯଦି ତୁମେ କୃଷ୍ଣଙ୍କର ସନ୍ତୁଷ୍ଟି ପାଇଁ କର, ତାହା ଅକର୍ମ ଏହାର କୌଣସି ପ୍ରତିକ୍ରିୟା ନ ଥାଏ । କିନ୍ତୁ ତୁମେ ଯଦି ତୁମର ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ କିଛି କର, ତୁମକୁ ଭଲ କିମ୍ଵା ମନ୍ଦ ପ୍ରତିକ୍ରିୟା ଭୋଗିବାକୁ ହେବ । ସେଥିପାଇଁ କୃଷ୍ଣ କୁହଁନ୍ତି,

କର୍ମାଣୋ ହ୍ୟ ଅପି ବୋଦ୍ଧବ୍ୟଂ
ବୋଦ୍ଧବ୍ୟଂ ଚ ବିକର୍ମଣଃ
ଅକର୍ମଣଶ୍ ଚ ବୋଦ୍ଧବ୍ୟଂ
ଗହନା କର୍ମଣୋ ଗତିଃ
(BG 4.17)