OR/Prabhupada 0108 - ଛପେଇବା ଏବଂ ଅନୁବାଦ କରିବା ଜାରି ରହିବା ଉଚିତ୍: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0108 - in all Languages Category:OR-Quotes - 1977 Category:OR-Quotes - Con...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in India]]
[[Category:OR-Quotes - in India]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0107 - ପୁନଃ କୌଣସି ଭୌତିକ ଶରୀର ଗ୍ରହଣ କର ନାହିଁ|0107|OR/Prabhupada 0109 - ଆମେ କୌଣସି ଅଳସୁଆ ବ୍ୟକ୍ତିକୁ ଅନୁମତି ଦେଉନାହୁଁ|0109}}
{{1080 videos navigation - All Languages|Oriya|OR/Prabhupada 0107 - ପୁନଃ କୌଣସି ଭୌତିକ ଶରୀର ଗ୍ରହଣ କର ନାହିଁ|0107|OR/Prabhupada 0109 - ଆମେ କୌଣସି ଅଳସୁଆ ବ୍ୟକ୍ତିକୁ ଅନୁମତି ଦେଉନାହୁଁ|0109}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|QIYglRMrtXE|ଛପେଇବା ଏବଂ ଅନୁବାଦ କରିବା ଜାରି ରହିବା ଉଚିତ୍<br />- Prabhupāda 0108}}
{{youtube_right|qT0izVqNOvA|ଛପେଇବା ଏବଂ ଅନୁବାଦ କରିବା ଜାରି ରହିବା ଉଚିତ୍<br />- Prabhupāda 0108}}
<!-- END VIDEO LINK -->
<!-- END VIDEO LINK -->



Latest revision as of 15:57, 16 October 2018



Room Conversation "GBC Resolutions" -- March 1, 1977, Mayapura

ପ୍ରଭୁପାଦ: ତେଣୁ ଯେ କୌଣସି ପ୍ରକାରରେ, ଛପେଇବା ଏବଂ ଅନୁବାଦ କରିବା ଜାରି ରହିବା ଉଚିତ୍ । ତାହା ହେଉଛି ଆମର ମୁଖ୍ୟ କାମ । ଏହା ବନ୍ଦ ହୋଇପାରିବ ନାହିଁ । ଚାଲୁଥିବା ଉଚିତ୍ । ଯେପରି ଦୃଢ଼ ରହିବା, ବର୍ତ୍ତମାନ ଆମ ପାଖରେ ଅନେକ ହିନ୍ଦୀ ସାହିତ୍ୟ ଅଛି । ମୁଁ କେବଳ ଦୃଢ଼ ହୋଇ ରହିଲି, "କେଉଁଠାରେ ହିନ୍ଦୀ ଅଛି? କେଉଁଠାରେ ହିନ୍ଦୀ ଅଛି?" ତେଣୁ ଏହା ଏକ ବାସ୍ତବିକ ରୂପକୁ ଆସିଲା । ଏବଂ ମୁଁ କେବଳ ତାକୁ ବାହାର କରୁଥିଲି: "ହିନ୍ଦୀ କେଉଁଠାରେ ଅଛି? ହିନ୍ଦୀ କେଉଁଠାରେ ଅଛି?" ତେଣୁ ସେ ଏହାକୁ ତଥ୍ୟ ରୂପରେ ଆଣିଛି । ସେହିପରି ଫ୍ରେଞ୍ଚ୍ ଭାଷା ପାଇଁ ମଧ୍ୟ, ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ, ଯେତେ ଅଧିକ ହୋଇପାରିବ ଆମେ ପୁସ୍ତକଗୁଡ଼ିକୁ ଅନୁବାଦ ଏବଂ ଛପେଇବା ଉଚିତ୍ । "ପୁସ୍ତକଗୁଡ଼ିକୁ ଛାପିବା" ଅର୍ଥାତ୍ ଅମ ପାଖରେ ପୂର୍ବରୁ ପୁସ୍ତକ ଅଛି । କେବଳ ଏକ ନିର୍ଦ୍ଧିଷ୍ଟ ଭାଷାରେ ଏହାକୁ ଅନୁବାଦ କର ଏବଂ ଏହାକୁ ପ୍ରକାଶିତ କର । ବାସ୍ । ଉପାୟ ପୂର୍ବରୁ ଅଛି । ତୁମକୁ ଉପାୟ ନିର୍ମାଣ କରିବାର ଆବଶ୍ୟକତା ନାହିଁ । ତେଣୁ ଫ୍ରେଞ୍ଚ୍ ହେଉଛି ଏକ ମହତ୍ତ୍ଵପୂର୍ଣ୍ଣ ଦେଶ । ତେଣୁ ଛପେଇବା ଏବଂ ଅନୁବାଦ କରିବା ଜାରୀ ରହିବା ଉଚିତ୍ । ତାହା ହେଉଛି ମୋର ଅନୁରୋଧ ।