OR/Prabhupada 0127 - ଏକ ମାହାନ ସଂସ୍ଥା ଖାମଖିଆଲି ଯୋଗୁଁ ହଜିଯାଇଛି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0127 - in all Languages Category:OR-Quotes - 1972 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in India, Vrndavana]]
[[Category:OR-Quotes - in India, Vrndavana]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0126 - କେବଳ ମୋ ଗୁରୁ ମାହାରାଜଙ୍କର ସନ୍ତୁଷ୍ଟି ପାଇଁ|0126|OR/Prabhupada 0128 - ମୁଁ କେବେ ମରିବି ନାହିଁ|0128}}
{{1080 videos navigation - All Languages|Oriya|OR/Prabhupada 0126 - କେବଳ ମୋ ଗୁରୁ ମାହାରାଜଙ୍କର ସନ୍ତୁଷ୍ଟି ପାଇଁ|0126|OR/Prabhupada 0128 - ମୁଁ କେବେ ମରିବି ନାହିଁ|0128}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|6-NkxTMtyKs|ଏକ ମାହାନ ସଂସ୍ଥା ଖାମଖିଆଲି ଯୋଗୁଁ ହଜିଯାଇଛି<br />- Prabhupāda 0127}}
{{youtube_right|lfTan9kGskc|ଏକ ମାହାନ ସଂସ୍ଥା ଖାମଖିଆଲି ଯୋଗୁଁ ହଜିଯାଇଛି<br />- Prabhupāda 0127}}
<!-- END VIDEO LINK -->
<!-- END VIDEO LINK -->


Line 30: Line 30:


<!-- BEGIN TRANSLATED TEXT -->     
<!-- BEGIN TRANSLATED TEXT -->     
ତାପରେ...ମୋ ଗୁରୁ ମାହାରାଜ କହୁଥିଲେ ଯେ "କୃଷ୍ଣଙ୍କୁ ଦେଖିବାକୁ ଚେଷ୍ଟା କର ନାହିଁ ; କିଛି କର ଯେ କୃଷ୍ଣ ତୁମକୁ ଦେଖିବାକୁ ଚାହିଁବେ ।" ତାହା ଆବଶ୍ୟକ । ଯଦି କୃଷ୍ଣ, ଯଦି ତୁମେ କୃଷ୍ଣଙ୍କର ଟିକିଏ ଧ୍ୟାନ ଅକର୍ଷିତ କରିପାର, ଯତ୍ କାରୁଣ୍ୟ କଟାକ୍ଷ ବୈଭବବତାମ୍, କଟାକ୍ଷ ବୈଭବବତାମ୍... ପ୍ରଭୋଦାନନ୍ଦ ସରସ୍ଵତୀ କୁହଁନ୍ତି, ଯଦି ତୁମେ କୌଣସି ପ୍ରକାରରେ କୃଷ୍ଣଙ୍କର ଟିକିଏ ଧ୍ୟାନ ଆକର୍ଷିତ କରିପାରିବ, ତେବେ ତୁମର ଜୀବନ ସଫଳ ହେବ । ତୂରନ୍ତ । ଏବଂ ତୁମେ କିପରି ଆକର୍ଷିତ କରିବ? ଭକ୍ତ୍ୟା ମାମଭିଜାନାତି ([[Vanisource:BG 18.55|BG 18.55]]) । କେବଳ କୃଷ୍ଣଙ୍କର ସେବା କରି । ସେବା କର, କୃଷ୍ଣଙ୍କର ସେବା କର, ଯାହା ଆଧ୍ୟାତ୍ମିକ ଗୁରୁଙ୍କ ଦ୍ଵାରା ନିର୍ଦ୍ଦେଶ ଦିଆଯାଇଛି । କାରଣ ଆଧ୍ୟାତ୍ମିକ ଗୁରୁ କୃଷ୍ଣଙ୍କର ପ୍ରତିନିଧି ଅଟନ୍ତି । ଆମେ ପ୍ରତ୍ୟକ୍ଷ ଭାବରେ କୃଷ୍ଣଙ୍କ ପାଖରେ ପହଁଞ୍ଚି ପାରିବା ନାହିଁ । ଯସ୍ୟ ପ୍ରସାଦଦ୍ ଭଗବତ ପ୍ରସାଦଃ । ଯଦି ତୁମ ପାଖରେ ଯର୍ଥାଥ ଆଧ୍ୟାତ୍ମିକ ଗୁରୁ ଅଛନ୍ତି, କୃଷ୍ଣଙ୍କର ପ୍ରତିନିଧି, ଏହା ମଧ୍ୟ ଅତି କଷ୍ଟକର ନୁହେଁ । ସମସ୍ତେ କୃଷ୍ଣଙ୍କର ପ୍ରତିନିଧି ହୋଇପାରିବେ । କିପରି? ଯଦି ତୁମେ କେବଳ କୃଷ୍ଣଙ୍କର ସନ୍ଦେଶ କୌଣସି ଅପମିଶ୍ରଣ ବିନା ପ୍ରଚାର କରିବ । ବାସ୍ ।  
ତାପରେ...ମୋ ଗୁରୁ ମାହାରାଜ କହୁଥିଲେ ଯେ "କୃଷ୍ଣଙ୍କୁ ଦେଖିବାକୁ ଚେଷ୍ଟା କର ନାହିଁ ; କିଛି କର ଯେ କୃଷ୍ଣ ତୁମକୁ ଦେଖିବାକୁ ଚାହିଁବେ ।" ତାହା ଆବଶ୍ୟକ । ଯଦି କୃଷ୍ଣ, ଯଦି ତୁମେ କୃଷ୍ଣଙ୍କର ଟିକିଏ ଧ୍ୟାନ ଅକର୍ଷିତ କରିପାର, ଯତ୍ କାରୁଣ୍ୟ କଟାକ୍ଷ ବୈଭବବତାମ୍, କଟାକ୍ଷ ବୈଭବବତାମ୍... ପ୍ରଭୋଦାନନ୍ଦ ସରସ୍ଵତୀ କୁହଁନ୍ତି, ଯଦି ତୁମେ କୌଣସି ପ୍ରକାରରେ କୃଷ୍ଣଙ୍କର ଟିକିଏ ଧ୍ୟାନ ଆକର୍ଷିତ କରିପାରିବ, ତେବେ ତୁମର ଜୀବନ ସଫଳ ହେବ । ତୂରନ୍ତ । ଏବଂ ତୁମେ କିପରି ଆକର୍ଷିତ କରିବ? ଭକ୍ତ୍ୟା ମାମଭିଜାନାତି ([[Vanisource:BG 18.55 (1972)|BG 18.55]]) । କେବଳ କୃଷ୍ଣଙ୍କର ସେବା କରି । ସେବା କର, କୃଷ୍ଣଙ୍କର ସେବା କର, ଯାହା ଆଧ୍ୟାତ୍ମିକ ଗୁରୁଙ୍କ ଦ୍ଵାରା ନିର୍ଦ୍ଦେଶ ଦିଆଯାଇଛି । କାରଣ ଆଧ୍ୟାତ୍ମିକ ଗୁରୁ କୃଷ୍ଣଙ୍କର ପ୍ରତିନିଧି ଅଟନ୍ତି । ଆମେ ପ୍ରତ୍ୟକ୍ଷ ଭାବରେ କୃଷ୍ଣଙ୍କ ପାଖରେ ପହଁଞ୍ଚି ପାରିବା ନାହିଁ । ଯସ୍ୟ ପ୍ରସାଦଦ୍ ଭଗବତ ପ୍ରସାଦଃ । ଯଦି ତୁମ ପାଖରେ ଯର୍ଥାଥ ଆଧ୍ୟାତ୍ମିକ ଗୁରୁ ଅଛନ୍ତି, କୃଷ୍ଣଙ୍କର ପ୍ରତିନିଧି, ଏହା ମଧ୍ୟ ଅତି କଷ୍ଟକର ନୁହେଁ । ସମସ୍ତେ କୃଷ୍ଣଙ୍କର ପ୍ରତିନିଧି ହୋଇପାରିବେ । କିପରି? ଯଦି ତୁମେ କେବଳ କୃଷ୍ଣଙ୍କର ସନ୍ଦେଶ କୌଣସି ଅପମିଶ୍ରଣ ବିନା ପ୍ରଚାର କରିବ । ବାସ୍ ।  


ଯେପରି ଚୈତନ୍ୟ ମହାପ୍ରଭୁ କହିଛନ୍ତି, ଅମାର ଅଜ୍ଞାୟ ଗୁରୁ ହୌୟ ([[Vanisource:CC Madhya 7.128|CC Madhya 7.128]]), "ତୁମେ ମୋ ଆଦେଶ ପାଳନ କରି ଏକ ଆଧ୍ୟାତ୍ମିକ ଗୁରୁ ହୋଇପାରିବ ।" ତେଣୁ ତୁମେ ଯଦି ଚୈତନ୍ୟ ମହାପ୍ରଭୁ, କୃଷ୍ଣଙ୍କର ଆଦେଶ ପାଳନ କର ତେବେ ତୁମେ ଗୁରୁ ହୋଇପାରିବ । ଅମାର ଅଜ୍ଞାୟ ଗୁରୁ ହୌୟ । ଦୁର୍ଭାଗ୍ୟବଶତଃ, ଆମେ ଆଚାର୍ଯ୍ୟମାନଙ୍କ ଆଦେଶ ପାଳନ କରିବା ପାଇଁ ଇଛା କରୁ ନାହୁଁ । ଆମେ ନିଜର ଉପାୟ ନିର୍ମାଣ କରୁ । ଆମେ ବ୍ୟବହାରିକ ଅନୁଭବ ପାଇଛୁ କି କିପରି ଏକ ମାହାନ ସଂସ୍ଥା ଖାମଖିଆଲି ଯୋଗୁଁ ହଜିଯାଇଛି । ଆଧ୍ୟାତ୍ମିକ ଗୁରୁଙ୍କର ଆଦେଶ ପାଳନ କରିବା ବିନା, ସେମାନେ କିଛି ନିର୍ମାଣ କରିଲେ ଏବଂ ସବୁକିଛି ହଜିଗଲା । ସେଥିପାଇଁ ବିଶ୍ଵନାଥ ଚକ୍ରବର୍ତ୍ତି ଠାକୁର ଆଧ୍ୟାତ୍ମିକ ଗୁରୁଙ୍କର ଶଦ୍ଦ ଉପରେ ଅଧିକ ଜୋର ଦେଇଛନ୍ତି । ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ ([[Vanisource:BG 2.41|BG 2.41]]) ଯଦି ତୁମେ ଆଧ୍ୟାତ୍ମିକ ଗୁରୁଙ୍କର ଆଦେଶରେ ଲାଗି ରହିବା, ତାପରେ, ନିଜର ସୁବିଧା ଏବଂ ଅସୁବିଧାକୁ ଖାତିର କରିବା ବିନା, ତେବେ ତୁମେ ନିପୁଣ ହୋଇଯିବ ।  
ଯେପରି ଚୈତନ୍ୟ ମହାପ୍ରଭୁ କହିଛନ୍ତି, ଅମାର ଅଜ୍ଞାୟ ଗୁରୁ ହୌୟ ([[Vanisource:CC Madhya 7.128|CC Madhya 7.128]]), "ତୁମେ ମୋ ଆଦେଶ ପାଳନ କରି ଏକ ଆଧ୍ୟାତ୍ମିକ ଗୁରୁ ହୋଇପାରିବ ।" ତେଣୁ ତୁମେ ଯଦି ଚୈତନ୍ୟ ମହାପ୍ରଭୁ, କୃଷ୍ଣଙ୍କର ଆଦେଶ ପାଳନ କର ତେବେ ତୁମେ ଗୁରୁ ହୋଇପାରିବ । ଅମାର ଅଜ୍ଞାୟ ଗୁରୁ ହୌୟ । ଦୁର୍ଭାଗ୍ୟବଶତଃ, ଆମେ ଆଚାର୍ଯ୍ୟମାନଙ୍କ ଆଦେଶ ପାଳନ କରିବା ପାଇଁ ଇଛା କରୁ ନାହୁଁ । ଆମେ ନିଜର ଉପାୟ ନିର୍ମାଣ କରୁ । ଆମେ ବ୍ୟବହାରିକ ଅନୁଭବ ପାଇଛୁ କି କିପରି ଏକ ମାହାନ ସଂସ୍ଥା ଖାମଖିଆଲି ଯୋଗୁଁ ହଜିଯାଇଛି । ଆଧ୍ୟାତ୍ମିକ ଗୁରୁଙ୍କର ଆଦେଶ ପାଳନ କରିବା ବିନା, ସେମାନେ କିଛି ନିର୍ମାଣ କରିଲେ ଏବଂ ସବୁକିଛି ହଜିଗଲା । ସେଥିପାଇଁ ବିଶ୍ଵନାଥ ଚକ୍ରବର୍ତ୍ତି ଠାକୁର ଆଧ୍ୟାତ୍ମିକ ଗୁରୁଙ୍କର ଶଦ୍ଦ ଉପରେ ଅଧିକ ଜୋର ଦେଇଛନ୍ତି । ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ ([[Vanisource:BG 2.41 (1972)|BG 2.41]]) ଯଦି ତୁମେ ଆଧ୍ୟାତ୍ମିକ ଗୁରୁଙ୍କର ଆଦେଶରେ ଲାଗି ରହିବା, ତାପରେ, ନିଜର ସୁବିଧା ଏବଂ ଅସୁବିଧାକୁ ଖାତିର କରିବା ବିନା, ତେବେ ତୁମେ ନିପୁଣ ହୋଇଯିବ ।  


:ଯସ୍ୟ ଦେବେ ପରା ଭକ୍ତିର୍  
:ଯସ୍ୟ ଦେବେ ପରା ଭକ୍ତିର୍  

Latest revision as of 13:26, 17 October 2018



Lecture on SB 1.2.11 -- Vrndavana, October 22, 1972

ତାପରେ...ମୋ ଗୁରୁ ମାହାରାଜ କହୁଥିଲେ ଯେ "କୃଷ୍ଣଙ୍କୁ ଦେଖିବାକୁ ଚେଷ୍ଟା କର ନାହିଁ ; କିଛି କର ଯେ କୃଷ୍ଣ ତୁମକୁ ଦେଖିବାକୁ ଚାହିଁବେ ।" ତାହା ଆବଶ୍ୟକ । ଯଦି କୃଷ୍ଣ, ଯଦି ତୁମେ କୃଷ୍ଣଙ୍କର ଟିକିଏ ଧ୍ୟାନ ଅକର୍ଷିତ କରିପାର, ଯତ୍ କାରୁଣ୍ୟ କଟାକ୍ଷ ବୈଭବବତାମ୍, କଟାକ୍ଷ ବୈଭବବତାମ୍... ପ୍ରଭୋଦାନନ୍ଦ ସରସ୍ଵତୀ କୁହଁନ୍ତି, ଯଦି ତୁମେ କୌଣସି ପ୍ରକାରରେ କୃଷ୍ଣଙ୍କର ଟିକିଏ ଧ୍ୟାନ ଆକର୍ଷିତ କରିପାରିବ, ତେବେ ତୁମର ଜୀବନ ସଫଳ ହେବ । ତୂରନ୍ତ । ଏବଂ ତୁମେ କିପରି ଆକର୍ଷିତ କରିବ? ଭକ୍ତ୍ୟା ମାମଭିଜାନାତି (BG 18.55) । କେବଳ କୃଷ୍ଣଙ୍କର ସେବା କରି । ସେବା କର, କୃଷ୍ଣଙ୍କର ସେବା କର, ଯାହା ଆଧ୍ୟାତ୍ମିକ ଗୁରୁଙ୍କ ଦ୍ଵାରା ନିର୍ଦ୍ଦେଶ ଦିଆଯାଇଛି । କାରଣ ଆଧ୍ୟାତ୍ମିକ ଗୁରୁ କୃଷ୍ଣଙ୍କର ପ୍ରତିନିଧି ଅଟନ୍ତି । ଆମେ ପ୍ରତ୍ୟକ୍ଷ ଭାବରେ କୃଷ୍ଣଙ୍କ ପାଖରେ ପହଁଞ୍ଚି ପାରିବା ନାହିଁ । ଯସ୍ୟ ପ୍ରସାଦଦ୍ ଭଗବତ ପ୍ରସାଦଃ । ଯଦି ତୁମ ପାଖରେ ଯର୍ଥାଥ ଆଧ୍ୟାତ୍ମିକ ଗୁରୁ ଅଛନ୍ତି, କୃଷ୍ଣଙ୍କର ପ୍ରତିନିଧି, ଏହା ମଧ୍ୟ ଅତି କଷ୍ଟକର ନୁହେଁ । ସମସ୍ତେ କୃଷ୍ଣଙ୍କର ପ୍ରତିନିଧି ହୋଇପାରିବେ । କିପରି? ଯଦି ତୁମେ କେବଳ କୃଷ୍ଣଙ୍କର ସନ୍ଦେଶ କୌଣସି ଅପମିଶ୍ରଣ ବିନା ପ୍ରଚାର କରିବ । ବାସ୍ ।

ଯେପରି ଚୈତନ୍ୟ ମହାପ୍ରଭୁ କହିଛନ୍ତି, ଅମାର ଅଜ୍ଞାୟ ଗୁରୁ ହୌୟ (CC Madhya 7.128), "ତୁମେ ମୋ ଆଦେଶ ପାଳନ କରି ଏକ ଆଧ୍ୟାତ୍ମିକ ଗୁରୁ ହୋଇପାରିବ ।" ତେଣୁ ତୁମେ ଯଦି ଚୈତନ୍ୟ ମହାପ୍ରଭୁ, କୃଷ୍ଣଙ୍କର ଆଦେଶ ପାଳନ କର ତେବେ ତୁମେ ଗୁରୁ ହୋଇପାରିବ । ଅମାର ଅଜ୍ଞାୟ ଗୁରୁ ହୌୟ । ଦୁର୍ଭାଗ୍ୟବଶତଃ, ଆମେ ଆଚାର୍ଯ୍ୟମାନଙ୍କ ଆଦେଶ ପାଳନ କରିବା ପାଇଁ ଇଛା କରୁ ନାହୁଁ । ଆମେ ନିଜର ଉପାୟ ନିର୍ମାଣ କରୁ । ଆମେ ବ୍ୟବହାରିକ ଅନୁଭବ ପାଇଛୁ କି କିପରି ଏକ ମାହାନ ସଂସ୍ଥା ଖାମଖିଆଲି ଯୋଗୁଁ ହଜିଯାଇଛି । ଆଧ୍ୟାତ୍ମିକ ଗୁରୁଙ୍କର ଆଦେଶ ପାଳନ କରିବା ବିନା, ସେମାନେ କିଛି ନିର୍ମାଣ କରିଲେ ଏବଂ ସବୁକିଛି ହଜିଗଲା । ସେଥିପାଇଁ ବିଶ୍ଵନାଥ ଚକ୍ରବର୍ତ୍ତି ଠାକୁର ଆଧ୍ୟାତ୍ମିକ ଗୁରୁଙ୍କର ଶଦ୍ଦ ଉପରେ ଅଧିକ ଜୋର ଦେଇଛନ୍ତି । ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ (BG 2.41) ଯଦି ତୁମେ ଆଧ୍ୟାତ୍ମିକ ଗୁରୁଙ୍କର ଆଦେଶରେ ଲାଗି ରହିବା, ତାପରେ, ନିଜର ସୁବିଧା ଏବଂ ଅସୁବିଧାକୁ ଖାତିର କରିବା ବିନା, ତେବେ ତୁମେ ନିପୁଣ ହୋଇଯିବ ।

ଯସ୍ୟ ଦେବେ ପରା ଭକ୍ତିର୍
ଯଥା ଦେବେ ତଥା ଗୁରୌ
ତସୈତେ କଥିତା ହି ଅର୍ଥାଃ
ପ୍ରକାଶନ୍ତେ ମହାତ୍ମନଃ
(ŚU 6.23)

ଏହା ସମସ୍ତ ଅଧିକାରୀମାନଙ୍କ ଦ୍ଵାରା ସ୍ଵୀକୃତ । ଆମକୁ ଅତ୍ୟନ୍ତ ବିଶ୍ଵସ୍ଥ ଭାବରେ କୃଷ୍ଣଙ୍କର ଯର୍ଥାଥ ପ୍ରତିନିଧିମାନଙ୍କର ଆଦେଶ ପାଳନ କରିବାକୁ ହେବ । ତେବେ ଆମର ଜୀବନ ସଫଳ ହୋଇପାରିବ । ତେବେ ଆମେ କୃଷ୍ଣଙ୍କୁ ସତରେ ବୁଝିପାରିବା । ବଦନ୍ତି ତତ୍ ତତ୍ଵ-ବିଦସ୍ ତତ୍ଵମ୍ (SB 1.2.11) । ଆମେ ତତ୍ଵବିତଙ୍କ ଠାରୁ ଶୁଣିବା ଉଚିତ୍, ନ କି ତଥା କଥିତ ବିଦ୍ଵାନ୍ ଏବଂ ନେତାମାନଙ୍କ ଠାରୁ । ନା । ଜଣେ ଯିଏ ସତ୍ୟ ଜାଣିଛି, ତୁମେ ତାଙ୍କଠାରୁ ଶୁଣିବା ଉଚିତ୍ । ଏବଂ ତୁମେ ଯଦି ସେହି ସିଦ୍ଧାନ୍ତ ସହିତ ଲାଗି ରହିବ, ତେବେ ତୁମେ ସବୁକିଛି ପରିଷ୍କାର ଭାବରେ ବୁଝିପାରିବ । ବହୁତ ବହୁତ ଧନ୍ୟବାଦ ।