OR/Prabhupada 0132 - ଶ୍ରେଣୀ ବିହୀନ ସମାଜ ହେଉଛି ନିରର୍ଥକ ସମାଜ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0132 - in all Languages Category:OR-Quotes - 1974 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in India]]
[[Category:OR-Quotes - in India]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0131 - ପିତାଙ୍କୁ ଆତ୍ମସମର୍ପଣ କରିବା ସ୍ଵାଭାବିକ|0131|OR/Prabhupada 0133 - ମୁଁ ଏକ ଛାତ୍ର ଚାହେଁ ଯିଏ ମୋ ନିର୍ଦ୍ଦେଶ ଅନୁସରଣ କରିବ|0133}}
{{1080 videos navigation - All Languages|Oriya|OR/Prabhupada 0131 - ପିତାଙ୍କୁ ଆତ୍ମସମର୍ପଣ କରିବା ସ୍ଵାଭାବିକ|0131|OR/Prabhupada 0133 - ମୁଁ ଏକ ଛାତ୍ର ଚାହେଁ ଯିଏ ମୋ ନିର୍ଦ୍ଦେଶ ଅନୁସରଣ କରିବ|0133}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|soXt0fiSZkA|ଶ୍ରେଣୀ ବିହୀନ ସମାଜ ହେଉଛି ନିରର୍ଥକ ସମାଜ<br />- Prabhupāda 0132}}
{{youtube_right|pl7E4CaU0s8|ଶ୍ରେଣୀ ବିହୀନ ସମାଜ ହେଉଛି ନିରର୍ଥକ ସମାଜ<br />- Prabhupāda 0132}}
<!-- END VIDEO LINK -->
<!-- END VIDEO LINK -->


Line 30: Line 30:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ଭଗବଦ୍ ଗୀତାରେ ଆମେ ମନୁଷ୍ୟର ସମସ୍ତ ସମସ୍ୟାର ସମାଧାନ ପାଇବା, ସମସ୍ତ ସମସ୍ୟା । ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟି ଗୁଣକର୍ମବିଭାଗଶଃ ([[Vanisource:BG 4.13|BG 4.13]]) ଯେ ପର୍ଯ୍ୟନ୍ତ ତୁମେ ସମଗ୍ର ମାନବ ସମାଜକୁ ଚାରି ଭାଗରେ ବିଭକ୍ତ କରି ନାହଁ, ବ୍ରାହ୍ମଣ, କ୍ଷେତ୍ରିୟ, ବେଶ୍ୟ ଏବଂ ଶୂଦ୍ର... ତୁମକୁ ବିଭକ୍ତ କରିବାକୁ ପଡ଼ିବ । ତୁମେ କହିପାରିବ ନାହିଁ "ଶ୍ରେଣୀ ବିହୀନ ସମାଜ ।" ତାହା ହେଉଛି ନିରର୍ଥକ ସମାଜ । ଶ୍ରେଣୀ ବିହୀନ ସମାଜ ଅର୍ଥାତ୍ ନିରର୍ଥକ ସମାଜ । ଏକ ବୁଦ୍ଧିମାନ ଉଚ୍ଚ ଶ୍ରେଣୀ ରହିବା ଉଚିତ୍, ପୁରୁଷଙ୍କର ଆଦର୍ଶ ଶ୍ରେଣୀ ଦେଖିବା ପାଇଁ "ଏଠାରେ ମାନବ ସଭ୍ୟତା ଅଛି ।" ସେ ହେଉଛି ବ୍ରାହ୍ମଣ । ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟି ଗୁଣକର୍ମ...([[Vanisource:BG 4.13|BG 4.13]]) ଯେ ପର୍ଯ୍ୟନ୍ତ ଲୋକମାନେ ଆଦର୍ଶ ପୁରୁଷଙ୍କୁ ଦେଖିବେ ନାହିଁ, ସେମାନେ କିପରି ଅନୁସରଣ କରିବେ? ଯଦ୍ ଯଦାଚରତି ଶ୍ରେଷ୍ଠସ୍ଥତ୍ତ, ଲୋକସ୍ତଦନୁବର୍ତତେ ([[Vanisource:BG 3.21|BG 3.21]]) ବ୍ରାହ୍ମଣଙ୍କୁ ଶରୀରର ମସ୍ତିଷ୍କ ସହିତ ତୁଳନା କରାଯାଏ । ମସ୍ତିଷ୍କ ବିନା, ହାତ ଏବଂ ଗୋଡ଼ର ଉପଯୋଗ କ'ଣ? ଯଦି ଜଣଙ୍କର ମସ୍ତଷ୍କ କର୍କଶ ହୋଇଯାଏ, ପାଗଳ, ସେ କିଛି କରି ପାରେ ନାହିଁ । ତେଣୁ ବର୍ତ୍ତମାନ ସମୟରେ, କାରଣ ସମଗ୍ର ବ୍ରାହ୍ମଣ ସମାଜରେ ହେବା ପାଇଁ ଯୋଗ୍ୟ ପୁରୁଷଙ୍କର ଅଭାବ ଅଛି,... ଏହାର ଅର୍ଥ ନୁହେଁ...ବ୍ରାହ୍ମଣ କେବଳ ଭାରତର ହିନ୍ଦୁମାନଙ୍କ ପାଇଁ ନୁହଁନ୍ତି । ସମଗ୍ର ମାନବ ସମାଜ ପାଇଁ । କୃଷ୍ଣ କଦାପି କହି ନାହାଁନ୍ତି ଯେ ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ([[Vanisource:BG 4.13|BG 4.13]]) ଭାରତ ପାଇଁ, କିମ୍ଵା ହିନ୍ଦୁମାନଙ୍କ ପାଇଁ, କିମ୍ଵା ଏକ ଶ୍ରେଣୀର ଲୋକମାନଙ୍କ ପାଇଁ । ସମଗ୍ର ମାନବ ଜାତି ପାଇଁ, ଏକ ଆଦର୍ଶ ବୁଦ୍ଧିଯିବି ପୁରୁଷ ରହିବା ଦରକାର, ଯାହାକୁ ଲୋକେ ଅନୁସରଣ କରିପାରିବା । ମସ୍ତିଷ୍କ, ସମାଜର ମସ୍ତିଷ୍କ । ତାହା ହେଉଛି ଭଗବଦ୍ ଗୀତାର ଉପଦେଶ । ତୁମେ କହିପାରିବ ନାହିଁ ଯେ "ଆମେ ମସ୍ତିଷ୍କ ବିନା କାମ କରିପାରିବୁ ।" ଯଦି ତୁମର ଶରୀରରୁ ମସ୍ତିଷ୍କ କଟିଯାଏ, ତୁମର ମୁଣ୍ଡ କଟିଯାଏ, ତେବେ ତୁମେ ସମାପ୍ତ ହୋଇଯିବ । ମସ୍ତିଷ୍କ ଥିଲେ ହାତ ଏବଂ ଗୋଡ କ'ଣ କରିବେ, ଯଦି ମସ୍ତିଷ୍କ ନ ଥିବ? ତେଣୁ ବର୍ତ୍ତମାନ୍ ସମୟରେ ସମଗ୍ର ମାନବ ସମାଜରେ ମସ୍ତିଷ୍କର ଅଭାବ ଅଛି । ସେଥିପାଇଁ, ଏହା ବିଶୃଙ୍ଖଳିତ ଅଛି । ତେଣୁ ଯାହା ଭଗବଦ୍ ଗୀତାରେ କୁହାଯାଇଛି ତାହାର ଆବଶ୍ୟକତା ଅଛି । ମାନବ ସମାଜ,  ସମଗ୍ର ମାନବ ସଭ୍ୟତା, ଏହି ପରି ଭାବରେ ପୁନଃ ସ୍ଥାପନ କରିବା ଉଚିତ୍ । ସ୍ଵାଭାବିକ ବୁଦ୍ଧିଜୀବି ଶ୍ରେଣୀର ଲୋକ ଅଛନ୍ତି । ଲୋକମାନଙ୍କର ପ୍ରଥମ ଶ୍ରେଣୀର ବୁଦ୍ଧିଜୀବି ବର୍ଗ, ଦ୍ଵିତୀୟ ଶ୍ରେଣୀର ବୁଦ୍ଧିଜୀବି, ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ, ଏହିପରି । ତେଣୁ ପ୍ରଥମ ଶ୍ରେଣୀର ବୁଦ୍ଧିଜୀବି ପୁରୁଷ, ସେମାନେ ବ୍ରହ୍ମଣ ହେବା ଉଚିତ୍, ବ୍ରହ୍ମଣ ହେବାର ଯୋଗ୍ୟତାରେ, ଏବଂ ସେମାନେ କୃଷ୍ଣ ଚେତନାଶୀଳ ହେବା ଉଚିତ୍ । ତେବେ ସେମାନେ ସମଗ୍ର ମାନବ ସମାଜକୁ ଠିକ୍ ଭାବରେ ମାର୍ଗ ଦର୍ଶନ କରାଇ ପାରିବେ, ଏବଂ କୌଣସି ଅସୁବିଧା ରହିବ ନାହିଁ । ଏହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ ।  
ଭଗବଦ୍ ଗୀତାରେ ଆମେ ମନୁଷ୍ୟର ସମସ୍ତ ସମସ୍ୟାର ସମାଧାନ ପାଇବା, ସମସ୍ତ ସମସ୍ୟା । ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟି ଗୁଣକର୍ମବିଭାଗଶଃ ([[Vanisource:BG 4.13 (1972)|BG 4.13]]) ଯେ ପର୍ଯ୍ୟନ୍ତ ତୁମେ ସମଗ୍ର ମାନବ ସମାଜକୁ ଚାରି ଭାଗରେ ବିଭକ୍ତ କରି ନାହଁ, ବ୍ରାହ୍ମଣ, କ୍ଷେତ୍ରିୟ, ବେଶ୍ୟ ଏବଂ ଶୂଦ୍ର... ତୁମକୁ ବିଭକ୍ତ କରିବାକୁ ପଡ଼ିବ । ତୁମେ କହିପାରିବ ନାହିଁ "ଶ୍ରେଣୀ ବିହୀନ ସମାଜ ।" ତାହା ହେଉଛି ନିରର୍ଥକ ସମାଜ । ଶ୍ରେଣୀ ବିହୀନ ସମାଜ ଅର୍ଥାତ୍ ନିରର୍ଥକ ସମାଜ । ଏକ ବୁଦ୍ଧିମାନ ଉଚ୍ଚ ଶ୍ରେଣୀ ରହିବା ଉଚିତ୍, ପୁରୁଷଙ୍କର ଆଦର୍ଶ ଶ୍ରେଣୀ ଦେଖିବା ପାଇଁ "ଏଠାରେ ମାନବ ସଭ୍ୟତା ଅଛି ।" ସେ ହେଉଛି ବ୍ରାହ୍ମଣ । ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟି ଗୁଣକର୍ମ...([[Vanisource:BG 4.13 (1972)|BG 4.13]]) ଯେ ପର୍ଯ୍ୟନ୍ତ ଲୋକମାନେ ଆଦର୍ଶ ପୁରୁଷଙ୍କୁ ଦେଖିବେ ନାହିଁ, ସେମାନେ କିପରି ଅନୁସରଣ କରିବେ? ଯଦ୍ ଯଦାଚରତି ଶ୍ରେଷ୍ଠସ୍ଥତ୍ତ, ଲୋକସ୍ତଦନୁବର୍ତତେ ([[Vanisource:BG 3.21 (1972)|BG 3.21]]) ବ୍ରାହ୍ମଣଙ୍କୁ ଶରୀରର ମସ୍ତିଷ୍କ ସହିତ ତୁଳନା କରାଯାଏ । ମସ୍ତିଷ୍କ ବିନା, ହାତ ଏବଂ ଗୋଡ଼ର ଉପଯୋଗ କ'ଣ? ଯଦି ଜଣଙ୍କର ମସ୍ତଷ୍କ କର୍କଶ ହୋଇଯାଏ, ପାଗଳ, ସେ କିଛି କରି ପାରେ ନାହିଁ । ତେଣୁ ବର୍ତ୍ତମାନ ସମୟରେ, କାରଣ ସମଗ୍ର ବ୍ରାହ୍ମଣ ସମାଜରେ ହେବା ପାଇଁ ଯୋଗ୍ୟ ପୁରୁଷଙ୍କର ଅଭାବ ଅଛି,... ଏହାର ଅର୍ଥ ନୁହେଁ...ବ୍ରାହ୍ମଣ କେବଳ ଭାରତର ହିନ୍ଦୁମାନଙ୍କ ପାଇଁ ନୁହଁନ୍ତି । ସମଗ୍ର ମାନବ ସମାଜ ପାଇଁ । କୃଷ୍ଣ କଦାପି କହି ନାହାଁନ୍ତି ଯେ ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ([[Vanisource:BG 4.13 (1972)|BG 4.13]]) ଭାରତ ପାଇଁ, କିମ୍ଵା ହିନ୍ଦୁମାନଙ୍କ ପାଇଁ, କିମ୍ଵା ଏକ ଶ୍ରେଣୀର ଲୋକମାନଙ୍କ ପାଇଁ । ସମଗ୍ର ମାନବ ଜାତି ପାଇଁ, ଏକ ଆଦର୍ଶ ବୁଦ୍ଧିଯିବି ପୁରୁଷ ରହିବା ଦରକାର, ଯାହାକୁ ଲୋକେ ଅନୁସରଣ କରିପାରିବା । ମସ୍ତିଷ୍କ, ସମାଜର ମସ୍ତିଷ୍କ । ତାହା ହେଉଛି ଭଗବଦ୍ ଗୀତାର ଉପଦେଶ । ତୁମେ କହିପାରିବ ନାହିଁ ଯେ "ଆମେ ମସ୍ତିଷ୍କ ବିନା କାମ କରିପାରିବୁ ।" ଯଦି ତୁମର ଶରୀରରୁ ମସ୍ତିଷ୍କ କଟିଯାଏ, ତୁମର ମୁଣ୍ଡ କଟିଯାଏ, ତେବେ ତୁମେ ସମାପ୍ତ ହୋଇଯିବ । ମସ୍ତିଷ୍କ ଥିଲେ ହାତ ଏବଂ ଗୋଡ କ'ଣ କରିବେ, ଯଦି ମସ୍ତିଷ୍କ ନ ଥିବ? ତେଣୁ ବର୍ତ୍ତମାନ୍ ସମୟରେ ସମଗ୍ର ମାନବ ସମାଜରେ ମସ୍ତିଷ୍କର ଅଭାବ ଅଛି । ସେଥିପାଇଁ, ଏହା ବିଶୃଙ୍ଖଳିତ ଅଛି । ତେଣୁ ଯାହା ଭଗବଦ୍ ଗୀତାରେ କୁହାଯାଇଛି ତାହାର ଆବଶ୍ୟକତା ଅଛି । ମାନବ ସମାଜ,  ସମଗ୍ର ମାନବ ସଭ୍ୟତା, ଏହି ପରି ଭାବରେ ପୁନଃ ସ୍ଥାପନ କରିବା ଉଚିତ୍ । ସ୍ଵାଭାବିକ ବୁଦ୍ଧିଜୀବି ଶ୍ରେଣୀର ଲୋକ ଅଛନ୍ତି । ଲୋକମାନଙ୍କର ପ୍ରଥମ ଶ୍ରେଣୀର ବୁଦ୍ଧିଜୀବି ବର୍ଗ, ଦ୍ଵିତୀୟ ଶ୍ରେଣୀର ବୁଦ୍ଧିଜୀବି, ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ, ଏହିପରି । ତେଣୁ ପ୍ରଥମ ଶ୍ରେଣୀର ବୁଦ୍ଧିଜୀବି ପୁରୁଷ, ସେମାନେ ବ୍ରହ୍ମଣ ହେବା ଉଚିତ୍, ବ୍ରହ୍ମଣ ହେବାର ଯୋଗ୍ୟତାରେ, ଏବଂ ସେମାନେ କୃଷ୍ଣ ଚେତନାଶୀଳ ହେବା ଉଚିତ୍ । ତେବେ ସେମାନେ ସମଗ୍ର ମାନବ ସମାଜକୁ ଠିକ୍ ଭାବରେ ମାର୍ଗ ଦର୍ଶନ କରାଇ ପାରିବେ, ଏବଂ କୌଣସି ଅସୁବିଧା ରହିବ ନାହିଁ । ଏହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ ।  


ତେଣୁ ଏଠାରେ କୃଷ୍ଣ କହୁଛନ୍ତ କି କିପରି କୃଷ୍ଣ ଚେତନାଶୀଳ ହୋଇପାରିବ । ତାହା ହେଉଛି ବ୍ରାହ୍ମଣଙ୍କ ପାଇଁ, କିମ୍ଵା ବୁଦ୍ଧିଜୀବି ପୁରୁଷମାନଙ୍କ ପାଇଁ । ତାହା କୃଷ୍ଣଙ୍କ ଦ୍ଵାରା ବର୍ଣ୍ଣନା କରାଯାଉଛି । ତାହା କ'ଣ? ମୟ୍ୟାସକ୍ତ-ମନାଃ । ମନ ମୋ ସହିତ ସଂଲଗ୍ନ ହେବା ଉଚିତ୍, କୃଷ୍ଣ ।" ଏହା ହେଉଛି ଆରମ୍ଭ । ଯେ କୌଣସି ପ୍ରକାରରେ ଆମକୁ... ଆମ ମନ ଅନ୍ୟ କିଛି କାମରେ ସଂଲଗ୍ନ । ମନକୁ ଅଲଗା କରାଯାଇ ପାରିବ ନାହିଁ । ଆମର ଅନେକ ଇଛା ଅଛି । ତେଣୁ ମନର କାମ ହେଉଛି - ସଂଲଗ୍ନ ହେବା । ସେଥିପାଇଁ, ମୁଁ କିଛି ସ୍ଵୀକାର କରେ, ମୁଁ କିଛି ଅସ୍ଵୀକାର କରେ । ଏହା ହେଉଛି ମନର କାମ । ତେଣୁ ତୁମେ ଶୂନ୍ୟ ହୋଇପାରିବ ନାହିଁ, ତୁମେ ଇଛା ବିହୀନ ହୋଇପାରିବ ନାହିଁ । ତାହା ସମ୍ଭବ ନୁହେଁ । ଆମର ପ୍ରକ୍ରିୟା...ଯେପରି ଅନ୍ୟମାନେ, ସେମାନେ କୁହଁନ୍ତି, "ତୁମେ ଇଛା ବିହୀନ ହୋଇଯାଅ ।" ତାହା ହେଉଛି ଏକ ମୂର୍ଖ ପ୍ରସ୍ତାବ । କିଏ ଇଛା ବିହୀନ ହୋଇପାରିବ? ଏହା ସମ୍ଭବ ନୁହେଁ । ଯଦି ମୁଁ  ଇଛା ବିହୀନ ଅଟେ, ତେବେ ମୁଁ ଏକ ମୃତ ବ୍ୟକ୍ତି । ଏକ ମୃତ ବ୍ୟକ୍ତିର କୌଣସି ଇଛା ନ ଥାଏ । ତେଣୁ ତାହା ସମ୍ଭବ ନୁହେଁ । ଆମକୁ ଇଛାଗିଡିକୁ ଶୁଦ୍ଧ କରିବାକୁ ହେବ । ତାହା ଆବଶ୍ୟକ । ଇଛାଗୁଡିକୁ ଶୁଦ୍ଧ କରିବା । ର୍ସବୋପାଧି ବିନିର୍ମୁକ୍ତମ୍ ତତ୍ ପରତ୍ଵେନ-ନିର୍ମଳମ୍ ([[Vanisource:CC Madhya 19.170|CC Madhya 19.170]]) । ଏହାକୁ ଶୁଦ୍ଧିକରଣ କୁହାଯାଏ । ନିର୍ମଳମ୍ । ତତ୍-ପରତ୍ଵେନ । ତତ୍ଵ-ପରତ୍ଵେନ ଅର୍ଥାତ୍ ଯେତେବେଳେ ଭଗବତ ଚେତନା, କୃଷ୍ଣ ଚେତନା, ତେବେ ଇଛାଗୁଡ଼ିକ ଶୁଦ୍ଧ ହୋଇଯାଆନ୍ତି ।  
ତେଣୁ ଏଠାରେ କୃଷ୍ଣ କହୁଛନ୍ତ କି କିପରି କୃଷ୍ଣ ଚେତନାଶୀଳ ହୋଇପାରିବ । ତାହା ହେଉଛି ବ୍ରାହ୍ମଣଙ୍କ ପାଇଁ, କିମ୍ଵା ବୁଦ୍ଧିଜୀବି ପୁରୁଷମାନଙ୍କ ପାଇଁ । ତାହା କୃଷ୍ଣଙ୍କ ଦ୍ଵାରା ବର୍ଣ୍ଣନା କରାଯାଉଛି । ତାହା କ'ଣ? ମୟ୍ୟାସକ୍ତ-ମନାଃ । ମନ ମୋ ସହିତ ସଂଲଗ୍ନ ହେବା ଉଚିତ୍, କୃଷ୍ଣ ।" ଏହା ହେଉଛି ଆରମ୍ଭ । ଯେ କୌଣସି ପ୍ରକାରରେ ଆମକୁ... ଆମ ମନ ଅନ୍ୟ କିଛି କାମରେ ସଂଲଗ୍ନ । ମନକୁ ଅଲଗା କରାଯାଇ ପାରିବ ନାହିଁ । ଆମର ଅନେକ ଇଛା ଅଛି । ତେଣୁ ମନର କାମ ହେଉଛି - ସଂଲଗ୍ନ ହେବା । ସେଥିପାଇଁ, ମୁଁ କିଛି ସ୍ଵୀକାର କରେ, ମୁଁ କିଛି ଅସ୍ଵୀକାର କରେ । ଏହା ହେଉଛି ମନର କାମ । ତେଣୁ ତୁମେ ଶୂନ୍ୟ ହୋଇପାରିବ ନାହିଁ, ତୁମେ ଇଛା ବିହୀନ ହୋଇପାରିବ ନାହିଁ । ତାହା ସମ୍ଭବ ନୁହେଁ । ଆମର ପ୍ରକ୍ରିୟା...ଯେପରି ଅନ୍ୟମାନେ, ସେମାନେ କୁହଁନ୍ତି, "ତୁମେ ଇଛା ବିହୀନ ହୋଇଯାଅ ।" ତାହା ହେଉଛି ଏକ ମୂର୍ଖ ପ୍ରସ୍ତାବ । କିଏ ଇଛା ବିହୀନ ହୋଇପାରିବ? ଏହା ସମ୍ଭବ ନୁହେଁ । ଯଦି ମୁଁ  ଇଛା ବିହୀନ ଅଟେ, ତେବେ ମୁଁ ଏକ ମୃତ ବ୍ୟକ୍ତି । ଏକ ମୃତ ବ୍ୟକ୍ତିର କୌଣସି ଇଛା ନ ଥାଏ । ତେଣୁ ତାହା ସମ୍ଭବ ନୁହେଁ । ଆମକୁ ଇଛାଗିଡିକୁ ଶୁଦ୍ଧ କରିବାକୁ ହେବ । ତାହା ଆବଶ୍ୟକ । ଇଛାଗୁଡିକୁ ଶୁଦ୍ଧ କରିବା । ର୍ସବୋପାଧି ବିନିର୍ମୁକ୍ତମ୍ ତତ୍ ପରତ୍ଵେନ-ନିର୍ମଳମ୍ ([[Vanisource:CC Madhya 19.170|CC Madhya 19.170]]) । ଏହାକୁ ଶୁଦ୍ଧିକରଣ କୁହାଯାଏ । ନିର୍ମଳମ୍ । ତତ୍-ପରତ୍ଵେନ । ତତ୍ଵ-ପରତ୍ଵେନ ଅର୍ଥାତ୍ ଯେତେବେଳେ ଭଗବତ ଚେତନା, କୃଷ୍ଣ ଚେତନା, ତେବେ ଇଛାଗୁଡ଼ିକ ଶୁଦ୍ଧ ହୋଇଯାଆନ୍ତି ।  


ତେଣୁ ଆମେ ଇଛା ବିହୀନ ହେବା ଆବଶ୍ୟକ ନାହିଁ, କିନ୍ତୁ ଇଛାଗୁଡ଼ିକୁ ଶୁଦ୍ଧ କରିବା ଆବଶ୍ୟକ । ତାହା ଆବଶ୍ୟକ । ସେଥିପାଇଁ ଏଠାରେ କୁହାଯାଇଛି, ମୟ୍ୟାସକ୍ତ-ମନାଃ । "ତୁମେ ତୁମ ମନକୁ ଇଛା ବିହୀନ କରିପାରିବ ନାହିଁ, କିନ୍ତୁ ତୁମର ମନକୁ ମୋ ଉପରେ ଲଗେଇ ପାରିବ ।" ତାହା ଆବଶ୍ୟକ । ମୟ୍ୟାସକ୍ତ-ମନାଃ ପାର୍ଥ । ଏହା ହେଉଛି ଯୋଗ ପ୍ରଣାଳୀ । ଏହାକୁ ଭକ୍ତି ଯୋଗ କୁହାଯାଏ, ଏବଂ ଏହାକୁ ପ୍ରଥମ ଶ୍ରେଣୀ ଯୋଗ କୁହାଯାଏ । ତାହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି, ଯେ ଯୋଗିନାମପି ସର୍ବେଷାଂ ମଦ୍ ଗତେନାନ୍ତରାତ୍ମନା ([[Vanisource:BG 6.47|BG 6.47]]) ଯୋଗୀ, ପ୍ରଥମ ଶ୍ରେଣୀର ଯୋଗୀ, ଯୋଗୀନାମପି ସର୍ବେଷାଂ... ବିଭିନ୍ନ ପ୍ରକାରର ଯୋଗ ପ୍ରଣାଳୀ ଅଛି, କିନ୍ତୁ ଯେଉଁ ବ୍ୟକ୍ତି ଏହି ଭକ୍ତି ଯୋଗ ଗ୍ରହଣ କରେ, ସେ ମୋ ବିଷୟରେ ସର୍ବଦା ଭାବୁଥାଏ ।" ଯେପରି ଏହି ବାଳକ ଏବଂ ବାଳିକାମାନେ ସେମାନଙ୍କୁ କୃଷ୍ଣଙ୍କ ବିଷୟରେ ସର୍ବଦା ଭାବିବା ଶିଖାଯାଉଛି, "ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ ରାମ ରାମ ହରେ ହରେ ।" ତେଣୁ ତୁମେ ଯଦି ଭଗବଦ୍ ଗୀତା ପଢ଼ିବ ଏଵଂ ହରେ କୃଷ୍ଣ ଜପ କରିବ, ତୂରନ୍ତ ତୁମେ ସଂପୂର୍ଣ୍ଣ ବିଜ୍ଞାନ ଜାଣି ପାରିବ, କୃଷ୍ଣଙ୍କ ସହିତ କିପରି ସଂଲଗ୍ନ ହୋଇ ରହିବ । ଏହାକୁ  ମୟ୍ୟାସକ୍ତ-ମନାଃ କୁହାଯାଏ । ମୟ୍ୟାସକ୍ତ-ମନାଃ ପାର୍ଥ ଯୋଗଂ ଯୁଞନ୍ମ, ଯୋଗ ଅଭ୍ୟାସ କରିବା...ଏହାକୁ ଭକ୍ତି ଯୋଗ କୁହାଯାଏ । ମଦ୍-ଆଶ୍ରୟଃ । ମଦ୍-ଆଶ୍ରୟଃ ଅର୍ଥାତ୍ "ମୋ ନିର୍ଦ୍ଦେଶ ଅଧିନରେ," କିମ୍ଵା ମୋ ସୁରକ୍ଷା ଅଧିନରେ ।" ଆଶ୍ରୟଃ ।  
ତେଣୁ ଆମେ ଇଛା ବିହୀନ ହେବା ଆବଶ୍ୟକ ନାହିଁ, କିନ୍ତୁ ଇଛାଗୁଡ଼ିକୁ ଶୁଦ୍ଧ କରିବା ଆବଶ୍ୟକ । ତାହା ଆବଶ୍ୟକ । ସେଥିପାଇଁ ଏଠାରେ କୁହାଯାଇଛି, ମୟ୍ୟାସକ୍ତ-ମନାଃ । "ତୁମେ ତୁମ ମନକୁ ଇଛା ବିହୀନ କରିପାରିବ ନାହିଁ, କିନ୍ତୁ ତୁମର ମନକୁ ମୋ ଉପରେ ଲଗେଇ ପାରିବ ।" ତାହା ଆବଶ୍ୟକ । ମୟ୍ୟାସକ୍ତ-ମନାଃ ପାର୍ଥ । ଏହା ହେଉଛି ଯୋଗ ପ୍ରଣାଳୀ । ଏହାକୁ ଭକ୍ତି ଯୋଗ କୁହାଯାଏ, ଏବଂ ଏହାକୁ ପ୍ରଥମ ଶ୍ରେଣୀ ଯୋଗ କୁହାଯାଏ । ତାହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି, ଯେ ଯୋଗିନାମପି ସର୍ବେଷାଂ ମଦ୍ ଗତେନାନ୍ତରାତ୍ମନା ([[Vanisource:BG 6.47 (1972)|BG 6.47]]) ଯୋଗୀ, ପ୍ରଥମ ଶ୍ରେଣୀର ଯୋଗୀ, ଯୋଗୀନାମପି ସର୍ବେଷାଂ... ବିଭିନ୍ନ ପ୍ରକାରର ଯୋଗ ପ୍ରଣାଳୀ ଅଛି, କିନ୍ତୁ ଯେଉଁ ବ୍ୟକ୍ତି ଏହି ଭକ୍ତି ଯୋଗ ଗ୍ରହଣ କରେ, ସେ ମୋ ବିଷୟରେ ସର୍ବଦା ଭାବୁଥାଏ ।" ଯେପରି ଏହି ବାଳକ ଏବଂ ବାଳିକାମାନେ ସେମାନଙ୍କୁ କୃଷ୍ଣଙ୍କ ବିଷୟରେ ସର୍ବଦା ଭାବିବା ଶିଖାଯାଉଛି, "ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ ରାମ ରାମ ହରେ ହରେ ।" ତେଣୁ ତୁମେ ଯଦି ଭଗବଦ୍ ଗୀତା ପଢ଼ିବ ଏଵଂ ହରେ କୃଷ୍ଣ ଜପ କରିବ, ତୂରନ୍ତ ତୁମେ ସଂପୂର୍ଣ୍ଣ ବିଜ୍ଞାନ ଜାଣି ପାରିବ, କୃଷ୍ଣଙ୍କ ସହିତ କିପରି ସଂଲଗ୍ନ ହୋଇ ରହିବ । ଏହାକୁ  ମୟ୍ୟାସକ୍ତ-ମନାଃ କୁହାଯାଏ । ମୟ୍ୟାସକ୍ତ-ମନାଃ ପାର୍ଥ ଯୋଗଂ ଯୁଞନ୍ମ, ଯୋଗ ଅଭ୍ୟାସ କରିବା...ଏହାକୁ ଭକ୍ତି ଯୋଗ କୁହାଯାଏ । ମଦ୍-ଆଶ୍ରୟଃ । ମଦ୍-ଆଶ୍ରୟଃ ଅର୍ଥାତ୍ "ମୋ ନିର୍ଦ୍ଦେଶ ଅଧିନରେ," କିମ୍ଵା ମୋ ସୁରକ୍ଷା ଅଧିନରେ ।" ଆଶ୍ରୟଃ ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 13:28, 17 October 2018



Lecture on BG 7.1 -- Hyderabad, April 27, 1974

ଭଗବଦ୍ ଗୀତାରେ ଆମେ ମନୁଷ୍ୟର ସମସ୍ତ ସମସ୍ୟାର ସମାଧାନ ପାଇବା, ସମସ୍ତ ସମସ୍ୟା । ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟି ଗୁଣକର୍ମବିଭାଗଶଃ (BG 4.13) ଯେ ପର୍ଯ୍ୟନ୍ତ ତୁମେ ସମଗ୍ର ମାନବ ସମାଜକୁ ଚାରି ଭାଗରେ ବିଭକ୍ତ କରି ନାହଁ, ବ୍ରାହ୍ମଣ, କ୍ଷେତ୍ରିୟ, ବେଶ୍ୟ ଏବଂ ଶୂଦ୍ର... ତୁମକୁ ବିଭକ୍ତ କରିବାକୁ ପଡ଼ିବ । ତୁମେ କହିପାରିବ ନାହିଁ "ଶ୍ରେଣୀ ବିହୀନ ସମାଜ ।" ତାହା ହେଉଛି ନିରର୍ଥକ ସମାଜ । ଶ୍ରେଣୀ ବିହୀନ ସମାଜ ଅର୍ଥାତ୍ ନିରର୍ଥକ ସମାଜ । ଏକ ବୁଦ୍ଧିମାନ ଉଚ୍ଚ ଶ୍ରେଣୀ ରହିବା ଉଚିତ୍, ପୁରୁଷଙ୍କର ଆଦର୍ଶ ଶ୍ରେଣୀ ଦେଖିବା ପାଇଁ "ଏଠାରେ ମାନବ ସଭ୍ୟତା ଅଛି ।" ସେ ହେଉଛି ବ୍ରାହ୍ମଣ । ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟି ଗୁଣକର୍ମ...(BG 4.13) ଯେ ପର୍ଯ୍ୟନ୍ତ ଲୋକମାନେ ଆଦର୍ଶ ପୁରୁଷଙ୍କୁ ଦେଖିବେ ନାହିଁ, ସେମାନେ କିପରି ଅନୁସରଣ କରିବେ? ଯଦ୍ ଯଦାଚରତି ଶ୍ରେଷ୍ଠସ୍ଥତ୍ତ, ଲୋକସ୍ତଦନୁବର୍ତତେ (BG 3.21) ବ୍ରାହ୍ମଣଙ୍କୁ ଶରୀରର ମସ୍ତିଷ୍କ ସହିତ ତୁଳନା କରାଯାଏ । ମସ୍ତିଷ୍କ ବିନା, ହାତ ଏବଂ ଗୋଡ଼ର ଉପଯୋଗ କ'ଣ? ଯଦି ଜଣଙ୍କର ମସ୍ତଷ୍କ କର୍କଶ ହୋଇଯାଏ, ପାଗଳ, ସେ କିଛି କରି ପାରେ ନାହିଁ । ତେଣୁ ବର୍ତ୍ତମାନ ସମୟରେ, କାରଣ ସମଗ୍ର ବ୍ରାହ୍ମଣ ସମାଜରେ ହେବା ପାଇଁ ଯୋଗ୍ୟ ପୁରୁଷଙ୍କର ଅଭାବ ଅଛି,... ଏହାର ଅର୍ଥ ନୁହେଁ...ବ୍ରାହ୍ମଣ କେବଳ ଭାରତର ହିନ୍ଦୁମାନଙ୍କ ପାଇଁ ନୁହଁନ୍ତି । ସମଗ୍ର ମାନବ ସମାଜ ପାଇଁ । କୃଷ୍ଣ କଦାପି କହି ନାହାଁନ୍ତି ଯେ ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ (BG 4.13) ଭାରତ ପାଇଁ, କିମ୍ଵା ହିନ୍ଦୁମାନଙ୍କ ପାଇଁ, କିମ୍ଵା ଏକ ଶ୍ରେଣୀର ଲୋକମାନଙ୍କ ପାଇଁ । ସମଗ୍ର ମାନବ ଜାତି ପାଇଁ, ଏକ ଆଦର୍ଶ ବୁଦ୍ଧିଯିବି ପୁରୁଷ ରହିବା ଦରକାର, ଯାହାକୁ ଲୋକେ ଅନୁସରଣ କରିପାରିବା । ମସ୍ତିଷ୍କ, ସମାଜର ମସ୍ତିଷ୍କ । ତାହା ହେଉଛି ଭଗବଦ୍ ଗୀତାର ଉପଦେଶ । ତୁମେ କହିପାରିବ ନାହିଁ ଯେ "ଆମେ ମସ୍ତିଷ୍କ ବିନା କାମ କରିପାରିବୁ ।" ଯଦି ତୁମର ଶରୀରରୁ ମସ୍ତିଷ୍କ କଟିଯାଏ, ତୁମର ମୁଣ୍ଡ କଟିଯାଏ, ତେବେ ତୁମେ ସମାପ୍ତ ହୋଇଯିବ । ମସ୍ତିଷ୍କ ଥିଲେ ହାତ ଏବଂ ଗୋଡ କ'ଣ କରିବେ, ଯଦି ମସ୍ତିଷ୍କ ନ ଥିବ? ତେଣୁ ବର୍ତ୍ତମାନ୍ ସମୟରେ ସମଗ୍ର ମାନବ ସମାଜରେ ମସ୍ତିଷ୍କର ଅଭାବ ଅଛି । ସେଥିପାଇଁ, ଏହା ବିଶୃଙ୍ଖଳିତ ଅଛି । ତେଣୁ ଯାହା ଭଗବଦ୍ ଗୀତାରେ କୁହାଯାଇଛି ତାହାର ଆବଶ୍ୟକତା ଅଛି । ମାନବ ସମାଜ, ସମଗ୍ର ମାନବ ସଭ୍ୟତା, ଏହି ପରି ଭାବରେ ପୁନଃ ସ୍ଥାପନ କରିବା ଉଚିତ୍ । ସ୍ଵାଭାବିକ ବୁଦ୍ଧିଜୀବି ଶ୍ରେଣୀର ଲୋକ ଅଛନ୍ତି । ଲୋକମାନଙ୍କର ପ୍ରଥମ ଶ୍ରେଣୀର ବୁଦ୍ଧିଜୀବି ବର୍ଗ, ଦ୍ଵିତୀୟ ଶ୍ରେଣୀର ବୁଦ୍ଧିଜୀବି, ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ, ଏହିପରି । ତେଣୁ ପ୍ରଥମ ଶ୍ରେଣୀର ବୁଦ୍ଧିଜୀବି ପୁରୁଷ, ସେମାନେ ବ୍ରହ୍ମଣ ହେବା ଉଚିତ୍, ବ୍ରହ୍ମଣ ହେବାର ଯୋଗ୍ୟତାରେ, ଏବଂ ସେମାନେ କୃଷ୍ଣ ଚେତନାଶୀଳ ହେବା ଉଚିତ୍ । ତେବେ ସେମାନେ ସମଗ୍ର ମାନବ ସମାଜକୁ ଠିକ୍ ଭାବରେ ମାର୍ଗ ଦର୍ଶନ କରାଇ ପାରିବେ, ଏବଂ କୌଣସି ଅସୁବିଧା ରହିବ ନାହିଁ । ଏହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ ।

ତେଣୁ ଏଠାରେ କୃଷ୍ଣ କହୁଛନ୍ତ କି କିପରି କୃଷ୍ଣ ଚେତନାଶୀଳ ହୋଇପାରିବ । ତାହା ହେଉଛି ବ୍ରାହ୍ମଣଙ୍କ ପାଇଁ, କିମ୍ଵା ବୁଦ୍ଧିଜୀବି ପୁରୁଷମାନଙ୍କ ପାଇଁ । ତାହା କୃଷ୍ଣଙ୍କ ଦ୍ଵାରା ବର୍ଣ୍ଣନା କରାଯାଉଛି । ତାହା କ'ଣ? ମୟ୍ୟାସକ୍ତ-ମନାଃ । ମନ ମୋ ସହିତ ସଂଲଗ୍ନ ହେବା ଉଚିତ୍, କୃଷ୍ଣ ।" ଏହା ହେଉଛି ଆରମ୍ଭ । ଯେ କୌଣସି ପ୍ରକାରରେ ଆମକୁ... ଆମ ମନ ଅନ୍ୟ କିଛି କାମରେ ସଂଲଗ୍ନ । ମନକୁ ଅଲଗା କରାଯାଇ ପାରିବ ନାହିଁ । ଆମର ଅନେକ ଇଛା ଅଛି । ତେଣୁ ମନର କାମ ହେଉଛି - ସଂଲଗ୍ନ ହେବା । ସେଥିପାଇଁ, ମୁଁ କିଛି ସ୍ଵୀକାର କରେ, ମୁଁ କିଛି ଅସ୍ଵୀକାର କରେ । ଏହା ହେଉଛି ମନର କାମ । ତେଣୁ ତୁମେ ଶୂନ୍ୟ ହୋଇପାରିବ ନାହିଁ, ତୁମେ ଇଛା ବିହୀନ ହୋଇପାରିବ ନାହିଁ । ତାହା ସମ୍ଭବ ନୁହେଁ । ଆମର ପ୍ରକ୍ରିୟା...ଯେପରି ଅନ୍ୟମାନେ, ସେମାନେ କୁହଁନ୍ତି, "ତୁମେ ଇଛା ବିହୀନ ହୋଇଯାଅ ।" ତାହା ହେଉଛି ଏକ ମୂର୍ଖ ପ୍ରସ୍ତାବ । କିଏ ଇଛା ବିହୀନ ହୋଇପାରିବ? ଏହା ସମ୍ଭବ ନୁହେଁ । ଯଦି ମୁଁ ଇଛା ବିହୀନ ଅଟେ, ତେବେ ମୁଁ ଏକ ମୃତ ବ୍ୟକ୍ତି । ଏକ ମୃତ ବ୍ୟକ୍ତିର କୌଣସି ଇଛା ନ ଥାଏ । ତେଣୁ ତାହା ସମ୍ଭବ ନୁହେଁ । ଆମକୁ ଇଛାଗିଡିକୁ ଶୁଦ୍ଧ କରିବାକୁ ହେବ । ତାହା ଆବଶ୍ୟକ । ଇଛାଗୁଡିକୁ ଶୁଦ୍ଧ କରିବା । ର୍ସବୋପାଧି ବିନିର୍ମୁକ୍ତମ୍ ତତ୍ ପରତ୍ଵେନ-ନିର୍ମଳମ୍ (CC Madhya 19.170) । ଏହାକୁ ଶୁଦ୍ଧିକରଣ କୁହାଯାଏ । ନିର୍ମଳମ୍ । ତତ୍-ପରତ୍ଵେନ । ତତ୍ଵ-ପରତ୍ଵେନ ଅର୍ଥାତ୍ ଯେତେବେଳେ ଭଗବତ ଚେତନା, କୃଷ୍ଣ ଚେତନା, ତେବେ ଇଛାଗୁଡ଼ିକ ଶୁଦ୍ଧ ହୋଇଯାଆନ୍ତି ।

ତେଣୁ ଆମେ ଇଛା ବିହୀନ ହେବା ଆବଶ୍ୟକ ନାହିଁ, କିନ୍ତୁ ଇଛାଗୁଡ଼ିକୁ ଶୁଦ୍ଧ କରିବା ଆବଶ୍ୟକ । ତାହା ଆବଶ୍ୟକ । ସେଥିପାଇଁ ଏଠାରେ କୁହାଯାଇଛି, ମୟ୍ୟାସକ୍ତ-ମନାଃ । "ତୁମେ ତୁମ ମନକୁ ଇଛା ବିହୀନ କରିପାରିବ ନାହିଁ, କିନ୍ତୁ ତୁମର ମନକୁ ମୋ ଉପରେ ଲଗେଇ ପାରିବ ।" ତାହା ଆବଶ୍ୟକ । ମୟ୍ୟାସକ୍ତ-ମନାଃ ପାର୍ଥ । ଏହା ହେଉଛି ଯୋଗ ପ୍ରଣାଳୀ । ଏହାକୁ ଭକ୍ତି ଯୋଗ କୁହାଯାଏ, ଏବଂ ଏହାକୁ ପ୍ରଥମ ଶ୍ରେଣୀ ଯୋଗ କୁହାଯାଏ । ତାହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି, ଯେ ଯୋଗିନାମପି ସର୍ବେଷାଂ ମଦ୍ ଗତେନାନ୍ତରାତ୍ମନା (BG 6.47) ଯୋଗୀ, ପ୍ରଥମ ଶ୍ରେଣୀର ଯୋଗୀ, ଯୋଗୀନାମପି ସର୍ବେଷାଂ... ବିଭିନ୍ନ ପ୍ରକାରର ଯୋଗ ପ୍ରଣାଳୀ ଅଛି, କିନ୍ତୁ ଯେଉଁ ବ୍ୟକ୍ତି ଏହି ଭକ୍ତି ଯୋଗ ଗ୍ରହଣ କରେ, ସେ ମୋ ବିଷୟରେ ସର୍ବଦା ଭାବୁଥାଏ ।" ଯେପରି ଏହି ବାଳକ ଏବଂ ବାଳିକାମାନେ ସେମାନଙ୍କୁ କୃଷ୍ଣଙ୍କ ବିଷୟରେ ସର୍ବଦା ଭାବିବା ଶିଖାଯାଉଛି, "ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ ରାମ ରାମ ହରେ ହରେ ।" ତେଣୁ ତୁମେ ଯଦି ଭଗବଦ୍ ଗୀତା ପଢ଼ିବ ଏଵଂ ହରେ କୃଷ୍ଣ ଜପ କରିବ, ତୂରନ୍ତ ତୁମେ ସଂପୂର୍ଣ୍ଣ ବିଜ୍ଞାନ ଜାଣି ପାରିବ, କୃଷ୍ଣଙ୍କ ସହିତ କିପରି ସଂଲଗ୍ନ ହୋଇ ରହିବ । ଏହାକୁ ମୟ୍ୟାସକ୍ତ-ମନାଃ କୁହାଯାଏ । ମୟ୍ୟାସକ୍ତ-ମନାଃ ପାର୍ଥ ଯୋଗଂ ଯୁଞନ୍ମ, ଯୋଗ ଅଭ୍ୟାସ କରିବା...ଏହାକୁ ଭକ୍ତି ଯୋଗ କୁହାଯାଏ । ମଦ୍-ଆଶ୍ରୟଃ । ମଦ୍-ଆଶ୍ରୟଃ ଅର୍ଥାତ୍ "ମୋ ନିର୍ଦ୍ଦେଶ ଅଧିନରେ," କିମ୍ଵା ମୋ ସୁରକ୍ଷା ଅଧିନରେ ।" ଆଶ୍ରୟଃ ।