OR/Prabhupada 0135 - ବେଦର ବୟସ ତୁମେ ଗଣନା କରିପାରିବ ନାହିଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0135 - in all Languages Category:OR-Quotes - 1975 Category:OR-Quotes - Mor...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 6: Line 6:
[[Category:OR-Quotes - in Mauritius]]
[[Category:OR-Quotes - in Mauritius]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0134 - ତୁମେ ମାରିବ ନାହିଁ, ଏବଂ ତୁମେ ମାରୁଛ|0134|OR/Prabhupada 0136 - ଗୁରୁ ଶିଷ୍ୟ ପରମ୍ପରା ଦ୍ଵାରା ଜ୍ଞାନ ତଳକୁ ଆସେ|0136}}
{{1080 videos navigation - All Languages|Oriya|OR/Prabhupada 0134 - ତୁମେ ମାରିବ ନାହିଁ, ଏବଂ ତୁମେ ମାରୁଛ|0134|OR/Prabhupada 0136 - ଗୁରୁ ଶିଷ୍ୟ ପରମ୍ପରା ଦ୍ଵାରା ଜ୍ଞାନ ତଳକୁ ଆସେ|0136}}
<!-- END NAVIGATION BAR -->
<!-- END NAVIGATION BAR -->
Line 17: Line 17:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|l9rmrVLZdvk|ବେଦର ବୟସ ତୁମେ ଗଣନା କରିପାରିବ ନାହିଁ<br />- Prabhupāda 0135}}
{{youtube_right|P3vggo6jdIs|ବେଦର ବୟସ ତୁମେ ଗଣନା କରିପାରିବ ନାହିଁ<br />- Prabhupāda 0135}}
<!-- END VIDEO LINK -->
<!-- END VIDEO LINK -->



Latest revision as of 13:30, 17 October 2018



Morning Walk -- October 5, 1975, Mauritius

ଭାରତୀୟ ବ୍ୟକ୍ତି: ଆପଣ ବାଇବେଲ୍ ର ଆଡମ୍ ବିଷୟରେ କ'ଣ ଭାବନ୍ତି, ଆଡମ୍ ବ୍ରାହ୍ମଣ କି? ଏହା ଭାରତୀୟ ତତ୍ଵଜ୍ଞାନରୁ ନକଲ କରି ନେଇ ସେଠାରେ ଅନ୍ୟ ନାମରେ ରଖାଯାଇଛି?

ପ୍ରଭୁପାଦ: ଐତିହାସିକ ଦୃଷ୍ଟିକୋଣରୁ ଏହା ନକଲ କରାଯାଇଛି, କାରଣ ବେଦ ବ୍ରହ୍ମାଙ୍କ ଦ୍ଵାରା ଅନେକ ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ରଚନା କରାଯାଇଥିଲା, ଏବଂ ବାଇବେଲ୍ ଦୁଇ ହଜାର ବର୍ଷ ପୂର୍ବରୁ ରଚନା କରାଯାଇଛି । ତେଣୁ ଆମକୁ ମୂଳ ପୁସ୍ତକ ନେବା ଉଚିତ୍ । ଦୁନିଆର ସମସ୍ତ ଧାର୍ମିକ ବ୍ୟବସ୍ଥା, ସେଗୁଡ଼ିକୁ ବେଦର ବିଭିନ୍ନ ଭାଗରୁ ନିଆଯାଇଛି । ସେଥିପାଇଁ ସେଗୁଡ଼ିକ ପୂର୍ଣ୍ଣ ନୁହଁନ୍ତି । ବାଇବେଲ୍ ର ବୟସ ଦୁଇହଜାର ବର୍ଷରୁ ଅଧିକ ନୁହେଁ । ବେଦର ବୟସ ତୁମେ ଗଣନା କରିପାରିବ ନାହିଁ, ଲକ୍ଷ ଏବଂ ଲକ୍ଷ ବର୍ଷର ।